ଗଞ୍ଜେଇ କାରବାର ବେଳେ ଧରା ପଡିଲେ ରାନୀ ପଣ୍ଡା । ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ ଖବର … 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗଞ୍ଜେଇ କାରବାର କରି ଜେଲ ଗଲେ ରାନୀ ପଣ୍ଡା ।ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆସୁଥିବା ବଡ ଖବର ରୁ ଏହା ଜଣା ପଡ଼ିଛି ଯେ, ରାନୀ ପଣ୍ଡା ଯେତେବେଳେ ଗ-ଞ୍ଜେ-ଇ ଚାଲାଣ କରୁଥିଲେ  ଧରା ପଡିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଖବର ରୁ ଏହା ଜଣା ପଡ଼ିଛି ଯେ ,ଚାଲାଣ କରୁଥିବା ସମୟ ରେ ରାଣୀ ପଣ୍ଡାଙ୍କୁ ଗି-ର-ଫ କରିଛି ଆରକ୍ଷୀ ଅଧିକାରୀ ।ତେବେ ସୂଚନା ମୁତାବକ ,ଗି-ର-ଫ ହେବା ପରେ ରାନୀ ପଣ୍ଡା ଙ୍କ ନିକଟ ରୁ ୨୦ କେଜି ଗ-ଞ୍ଜେ-ଇ ଜବତ ହେବା ସହ ଏକ ବାଇକ ମଧ୍ୟ ଜବତ ହୋଇଛି । ତେବେ ଦର୍ଶକ ବନ୍ଧୁ ଏହି ରାନୀ ପଣ୍ଡା ପ୍ରକୃତ ରେ କିଏ ,ଆସନ୍ତୁ ଜାଣି ନେବା ।

 

ତେବେ ଜଣାଇ ରଖୁଛୁ ଯେ , ଏହି ରାଣୀ ପଣ୍ଡା ହେଉଛି ଜଣେ ଗୁଣ୍ଡା ,ତେବେ ଲୋକଙ୍କୁ ଡରାଇ ଧମକାଇ ବଟି ଅଦାୟ କରିବା ତାର ପେସା ଓ ଏହାର ସହ ଗ-ଞ୍ଜେ-ଇ ଚାଲାଣ ମଧ୍ୟ କରିଥାଏ । ଆଉ ବଟୀ ଦେଉ ନଥିବା ଲୋକ ଙ୍କ ଉପରେ  ଆକ୍ରମଣ କରୁଥିଲା । ତେବେ ଏହି ରାଣୀ ପଣ୍ଡା ଅନେକ ଥର ଆରକ୍ଷୀ ଅଧିକାରୀ ଙ୍କ ହାତ ରୁ ଖସିବାରେ ସଫଳ ହୋଇଥିଲା । କିନ୍ତୁ ଆଜି ବ୍ରହ୍ମପୁର ବଡ ବଜାର ଉତ୍ତରାମୁଖୀ ଠାରେ ରାନୀ ପଣ୍ଡା ଙ୍କୁ ହେପାଜତ ରେ ନେଇଛନ୍ତି ଆରକ୍ଷୀ ଅଧିକାରୀ ।

 

 

ତେବେ ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ କୈଳାସ ନଗରରେ ରହୁଥିବା ଗୋପାଳ କୃଷ୍ଣ ପଣ୍ଡା ଙ୍କୁ ଫୋନରେ ଧମକ ଦେଇ ବଟି ମାଗିଥିଲା । କିନ୍ତୁ ସେ ବଟି ନ ଦେବାରୁ ଲୋକ ଲଗାଇ ଗୋପାଳ କୃଷ୍ଣ ଉପରେ ଖଣ୍ଡା ରେ ଆକ୍ରମଣ କରାଇଥିଲା । ତେବେ ଏ ନେଇ ମଧ୍ୟ ଥାନା ରେ ଅଭିଯୋଗ ହୋଇଥିଲା ,ଆଉ ଏହାପରେ ବୋମା ମାଡ ଘଟଣା ପାଇଁ ରାନୀ ପଣ୍ଡା ଜେଲ୍ ଯାଇଥିଲେ ।ସୂଚନା ମୁତାବକ ରାନୀ ପଣ୍ଡା ନାମ ରେ ୭ ରୁ ଅଧିକ ମାମଲା ରହିଛି ।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *