ଫସିଗଲା ରୁଷ୍, ରୁଷ୍ ବିରୁଦ୍ଧରେ ରଣହୁଙ୍କାର ଦେଲେ ଏହି ସବୁ ଶକ୍ତିଶାଳୀ ଦେଶ, ଏଥର ଆରମ୍ଭ ହେବ ଭୀଷଣ ମହାଯୁଦ୍ଧ ।

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ସମୟ ରେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି ।ତାହା ଏହିଥିରୁ ଆକଳନ କରାଜାଇ ପାରିବ ଯେ ଦଶନ୍ଧି ଧରି ନରେପେକ୍ଷ ଥିବା ଦେଶ ମାନେ ବି ଏବେ ଯୁଦ୍ଧ ରେ  ସାମିଲ ହେଲେ । ତେବେ ଦର୍ଶକ ବନ୍ଧୁ ଯେଉଁ ଦେଶ ମାନେ ନିଜକୁ ଯୁଦ୍ଧ ରୁ ଦୂରେଇ ରଖିଥିଲେ , ସେମାନେ ମଧ୍ୟ ଏବେ ଆଗକୁ ଆସିଛନ୍ତି ।

 

ତେବେ ଜାଣି ରଖୁଛୁ ଯେ ,1939 ପରେ ସ୍ୱିଡେନ ସାମରିକ ମୂର୍ଚ୍ଚା ରେ ଅନ୍ୟ କୈଣସି ଦେଶକୁ ସାହାଯ୍ୟ କରିବାକୁ ଯାଉଛି । ତେବେ ଏହା ସହିତ ମଧ୍ୟ ନିଜର ପ୍ରତିରକ୍ଷା ପାଇଁ 100 ବିଲିୟନ ଡଲାର ରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛି ଜର୍ମାନୀ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସେହି ପାଞ୍ଚ ଗୋଟି ଦେଶ ଯିଏ ଶାନ୍ତ ଥିଲେ ହେଲେ ବର୍ତମାନ ଯୁଦ୍ଧ ମୋଡ କୁ ଆସି ଯାଇଛନ୍ତି ।

 

ତେବେ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ,ସ୍ୱିଡେନ ଦେଶ ର ପ୍ରଧାନ ମନ୍ତ୍ରୀ ମେକଡୋନାଲ ଅଣ୍ଡ୍ରୋସନ ଗତ ଷୋମବାର ଦିନ ସାମରିକ ମୋର୍ଚ୍ଚା ପାଇଁ ସହାୟତା ଘୋଷଣା କରିଥିଲେ । ଆଉ ମଧ୍ୟ ସେ କହିଛନ୍ତି କି ସ୍ୱିଡେନ ଅନ୍ୟ ଦେଶକୁ ସାମରିକ ସହାୟତା ଯୋଗେଇ ନଦେବା ପାଇଁ ଏହି ଡୋଫରିନ କୁ ଭାଙ୍ଗିଛି । ସ୍ୱିଡେନ ୟୁକ୍ରେନ କୁ 5 ହଜାର ଏଣ୍ଟି ଟ୍ୟାଙ୍କ୍ ଯୋଗେଇ ଦେବ ବୋଲି କହିଛନ୍ତି ସ୍ୱିଡେନ ଦେଶ ର ପ୍ରଧାନ ମନ୍ତ୍ରୀ ।କେବଳ ଏତିକି ନୁହେଁ 1.35 ଲକ୍ଷ ଫିଲ୍ଡ ରାଇଫଲ , 5 ହଜାର ହେଲମେଟ ଏବଂ 5 ହଜାର ବଟି ଆର୍ମାର ମଧ୍ୟ ପଠାଯିବ ।

 

ତେବେ ଏହାପରେ ରହିଛି ସୁଇଜରଲାଣ୍ଡ । ତେବେ ସୁଇଜରଲାଣ୍ଡ ବର୍ତ୍ତମାନ ସମୟ ରେ ଋଷ ରାଷ୍ଟ୍ରପତି ଙ୍କୁ ସମାଲୋଚନା କରିଛି । ତେବେ ସୁଇଜରଲାଣ୍ଡ ର ରାଷ୍ଟ୍ରପତି କହିଛନ୍ତି ଯେ ଏହି ଯୁଦ୍ଧ ଇୟୁରୋପ ର ହୃଦୟ ରେ ଚାଲୁଛି ,ଆଉ ଏଥିପାଇଁ ସେ ଯୁଦ୍ଧ ଅନ୍ତର୍ଜାତୀୟ ନିୟମ ର ଉଲଙ୍ଘନ କରିବେ। ଆଉ ଏହା ମଧ୍ୟ କହିଛନ୍ତି ଯେ ରାଜନୈତିକ ତରଫ ରୁ ଋଷ ର ଏହି ଆ-କ୍ର-ମଣ ଅନୈତିକ ଅଟେ ।

 

ଆଉ ଏହାପରେ ଆସୁଛି ଫିନଲାଣ୍ଡ ଦେଶ।  ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଫିନଲାଣ୍ଡ ତରଫ ରୁ ୟୁକ୍ରେନ କୁ ଅସ୍ତ୍ର ଶସ୍ତ୍ର ଯୋଗାଈ ଦିଆଯିବ ବୋଲି ସୂଚନା ମିଳିଛି । ଆଉ ଫିନଲାଣ୍ଡ ର ରାଷ୍ଟ୍ରପତି ନିଜର ନିଷ୍ପତି କୁ ଐତିହାସିକ ବୋଲି ମଧ୍ୟ କହିଛନ୍ତି । ତେବେ ଋଷ ଉପରେ ଲାଗି ଥିବା ପ୍ରତିବନ୍ଧକ କୁ ସମର୍ଥନ କରିଛି ଜାପାନ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଦେଶ ନିଜର ବୈଦେଶିକ ନୀତିରେ ପରିବର୍ତନ ଆଣି ୟୁକ୍ରେନ କୁ ସାମରିକ ସହାୟତା ଘୋଷଣା କରିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.