ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଯୁବତୀ ଜଣକ ଧାନ ବିଲ ରେ ଏମିତି କଣ କରୁଥିଲେ ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ସୋସିଆଲ ମିଡିଆରେ ଅନେକ ସମୟ ରେ ଅନେକ ପ୍ରକାରର ଘଟଣା ଦେଖିଥିବେ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଉଥିବ ,ବର୍ତ୍ତମାନ ଠିକ୍ ସେହିଭଳି ଏକ ଭିଡିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଆଉ ବର୍ତ୍ତମାନ ସମୟ ରେ ଏହି ଭିଡିଓ ଟି ମଧ୍ୟ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ଟି ରେ ଏମିତି କଣ ଅଛି ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଏହି ଯାଉଛି ,ଆସନ୍ତୁ ଜାଣିବା ସେହି ଭିଡିଓ ଟି ବିଷୟରେ ।
ତେବେ ଦର୍ଶକ ବନ୍ଧୁ ସମାଜ ରେ ବେଳେ ବେଳେ ଏମିତି କିଛି ଲଜ୍ଜ୍ୟା ଜନକ ଘଟଣା ସାମ୍ନା କୁ ଆସିଥାଏ ଯାହାକି ବାସ୍ତବ ରେ ନିନ୍ଦନୀୟ ଓ ପରିତାପ ର ବିଷୟ ହୋଇଥାଏ । ତେବେ ଦର୍ଶକ ବନ୍ଧୁ ନିୟମ କଡାକଡି ହେଲେ ମଧ୍ୟ ସମାଜ ରୁ ଏଭଳି ମନ୍ଦ ପ୍ରବୃତ୍ତି ର ହୀନ କାର୍ଯ୍ୟ କମୁ ନାହିଁ । ତେବେ ଆଇନ ଯେତେ କଠୋର ହେଲେ ମଧ୍ୟ ମଣିଷ ପୁଣି ସେହି କାମ କରିବାକୁ ପଛାଉ ନାହିଁ ।
ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରଲ୍ ହେଉଥିବା କିଛି ଲୋକ ଙ୍କ କଳା କାରନାମା ଆପଣ ମାନେ ତ ଆଗରୁ ହୁଏତ ଦେଖିଥିବେ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସାମ୍ନା କୁ ଆସିଥିବା ଏକ ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ ,ଏକ ଯୁବତୀ ଧାନ ବିଲରୁ ପ୍ରେମ କରି ବାହାରୁ ଥିବା ବେଳେ ଗାଁ ର କିଛି ପିଲା ସେମାନଙ୍କୁ ଧରି ପକେଇଲେ ଓ ସେମାନଙ୍କର ଭିଡିଓ କରିଦେଇଥିଲେ । ତେବେ ବର୍ତ୍ତମାନ ସମୟ ରେ ସେହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗୁଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।