ବଲିଉଡ ହିରୋଇନ ଉର୍ଫି ଙ୍କୁ ଗାଉଁଲି ଝିଅ କଲେ ଭୟଙ୍କର ଟ୍ରୋଲ । ଆସନ୍ତୁ ଦେଖିବା ସେହି Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଉର୍ଫୀ ଙ୍କ ନୂଆ ଅନ୍ଦାଜ । ସୋସିଆଲ ମିଡିଆ ରେ ଭାଇରାଲ ହେଲା ଭିଡ଼ିଓ । ତେବେ ଆସନ୍ତୁ ଜାଣିବା ପୁରା ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଦର୍ଶକ ବନ୍ଧୁ ଲୋକ ମାନେ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖୁସି ରେ ରହିବାକୁ ସମୟ ପାଉ ନାହାଁନ୍ତି । ତେବେ ଅନେକ ଲୋକ ମାନେ ମଧ୍ୟ ନିଜର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି ଯେମିତିକି ଡାନ୍ସ କରିବା, ଗୀତ ଗାଇବା ,ଫିଲ୍ମ ଦେଖିବା ଆଦି ଅନେକ କିଛି କରି ଥାନ୍ତି । ତେବେ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ଆମ ଦେଶ ରେ ଫିଲ୍ମ , ଗୀତ, ନାଚ ଆଦି ର ବେଶ୍ ଲୋକପ୍ରିୟତା ରହିଛି। 

 

ତେବେ ଆପଣ ମାନେ ତ ଜାଣିଛନ୍ତି ସେଲିବ୍ରିଟି ମାନଙ୍କ ଜୀବନ ଶୈଳୀ ବହୁତ୍ ଅଲଗା ହୋଇଥାଏ । ତେବେ ଦର୍ଶକ ମାନେ ସେମାନଙ୍କୁ ତାଙ୍କର ଅଭିନୟ ପାଇଁ ଭଲ ପାଇଥାନ୍ତି । ଆଉ ଏଥିପାଇଁ ମଧ୍ୟ ସେଲିବ୍ରିଟି ମାନଙ୍କ ଜୀବନ ଶୈଳୀ ବିଷୟରେ ଜାଣିବା ପାଇଁ ପ୍ରଶସଙ୍କ ମାନଙ୍କ ର ବହୁତ୍ ଇଚ୍ଛା ହୋଇଥାଏ । ତେବେ ସେଲିବ୍ରିଟି ମାନେ ନିଜର ଜୀବନ ଶୈଳୀ କୁ ନେଇ ଅନେକ ସମୟ ରେ ବେଶ୍ ଚର୍ଚ୍ଚା ରେ ରହିଥାନ୍ତି ।

 

ତେବେ ଅଭିନେତା ତଥା ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କୁ ନିଜର ଅଭିନୟ ଦ୍ଵାରା ଖୁସି କରିବା ପାଇଁ ବେଶ୍ ପରିଶ୍ରମ କରି ଥାନ୍ତି। ତେବେ ସେମାନଙ୍କ ମଧ୍ୟରେ କିଛି ଜଣା ନିଜର ଅଭିନୟ କୁ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ ଆଉ କିଛି ଜଣ ନିଜର ଲୁକ୍ସ୍ ଓ ଡ୍ରେସ୍ କୁ ନେଇ ବେଶ୍ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଦର୍ଶକ ବନ୍ଧୁ ଉର୍ଫି ଜାଭେଦ ଙ୍କୁ  ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉର୍ଫି ଜାଭେଦ ନିଜର ଲୁକ୍ସ୍ ଓ ଡ୍ରେସ୍ କୁ ନେଇ ବେଶ୍ ଚର୍ଚ୍ଚା ରେ ରହିଥାନ୍ତି ।

 

ତେବେ ଉର୍ଫି ଜାଭେଦ ସବୁ ସମୟ ରେ କିଛି କିଛି ଭିନ୍ନ ଭିନ୍ନ ଲୁକ୍ ରେ ସାମ୍ନା କୁ ଆସିଥାନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଘୁରି ବୁଲୁଛି । ତେବେ ଯେତେବେଳେ ଉର୍ଫି ଜାଭେଦ ଏକ ନୂଆ ଅନ୍ଦାଜ ପୋଜ ଦେଇ ଫୋଟୋ ଉଠାଉ ଥିଲେ ସେହି ସମୟ ରେ ଜଣେ ମହିଳା ଆସି ତାଙ୍କର ବେଶ୍ ପ୍ରଶଂସା କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଭଲ ପାଇବା ଦେଇଥିଲେ । ଆଉ ସେହି ସମୟ ରେ ଉର୍ଫି ଜାଭେଦ ମଧ୍ୟ ତାଙ୍କ ସହ ହାତ ମିଳାଇ ବହୁତ୍ ମସ୍ତି କରୁଥିବା ନଜର ଆସିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *