ଭାରତ ର ନାଁ ନେଇ କାନ୍ଦି ପକାଇଲେ ପାକିସ୍ଥାନ ର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ – ଦେଖନ୍ତୁ Video ଜାଣିପାରିବେ କଣ ରହିଛି ପୁରା ଖବର ।

 

 

ୟୁକ୍ରେନ ଯୁଦ୍ଧ ଭିତରେ ଏମିତି କଣ ହୋଇଗଲା ଯେ ,ଯେଉଁଥିପାଇଁ ଭାରତ ର ନାଁ ନେଇ କାନ୍ଦି ପକାଉଛନ୍ତି ଇମ୍ରାନ ଖାନ୍ । ତେବେ ଏହି ସଭା ରେ ଇମ୍ରାନ ଖାନ୍ ଏହା କହିଛନ୍ତି ଯେ ୟୁରୋପୀୟ ୟୁନିଅନର ଆମ୍ବାସାଡର ପାକିସ୍ତାନ କୁ ଏକ ଚିଠି ଲେଖିଛନ୍ତି । ଆଉ ସେହି ଚିଠି ରେ ଏହା ଲେଖା ଅଛି ଯେ ଋଷ ବିରୋଧ ରେ ସଂଯୁକ୍ତ ରାଷ୍ଟ୍ର କୁ ଭୋଟ କରିବା ପାଇଁ ।ତେବେ ସେହି ଚିଠି ରେ ଏହା ଉଲ୍ଲେଖ କରା ଯାଇଛି ଯେ ପାକିସ୍ତାନ ତୁମେ ୟୁକ୍ରେନ ସପକ୍ଷ ରେ ଯାଅ ।

 

 ତେବେ ଏହି ଚିଠି ପଢ଼ି ଇମ୍ରାନ ଖାନ୍ ଏହା ପଚାରି ଦେଇଛନ୍ତି ଯେ କଣ, ତୁମେ ଭାରତ କୁ ଏଭଳି ଚିଠି ପଠାଇଛ ନା କେବଳ ପାକିସ୍ଥାନ କୁ ଦେଇଛ । ତେବେ ଇମ୍ରାନ ଖାନ୍ ଙ୍କ କହିବା କଥା କି ୟୁରୋପୀୟ ୟୁନିଅନ ପାକିସ୍ତାନ କୁ ଏଭଳି ଚିଠି ଲେଖି ବଡ ଅପମାନ କରିଦେଲା ।ଆଉ ଏହା ମଧ୍ୟ କହିଛନ୍ତି କି ଯେତେବେଳେ କାଶ୍ମୀର ପ୍ରସଙ୍ଗ ନେଇ ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ବନ୍ଧ ଖରାପ ହେଉଥିଲା ,ସେତେବେଳେ ଆପଣ ଭାରତ ସହ ସମ୍ପର୍କ କାଟି ଦେଇଥିଲେ କି । 

 

 

କଣ ଭାରତ କୁ ଆର୍ଥିକ ସହାୟତା ଦେବା ବନ୍ଦ କରି ଦେଇଥିଲେ କି । ତାହେଲେ ଆଜି ପାକିସ୍ତାନ କୁ ଏଭଳି ଚିଠି କାହିଁକି ପଠାଇଲେ ।ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଏହା ଭାବନ୍ତୁ ଯେ ପାକିସ୍ଥାନ କୁ ୟୁରୋପୀୟ ୟୁନିଅନ ରୁ ଚିଠି ଆସିଛି । ହେଲେ ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ଏଠାରେ ନିଜେ କାଶ୍ମୀର ପ୍ରସଙ୍ଗ କୁ ଉଠାଇ ନିଜ ମନ କୁ ଆଶ୍ଵାସନା ଦେଉଛନ୍ତି । ତେବେ ତାଙ୍କ କଥା ଶୁଣି ଲାଗୁଛି ଇମ୍ରାନ ଙ୍କ ମୁଣ୍ଡ ରେ ଭାରତ ଆଉ କାଶ୍ମୀର ପୁରା ଘର କରି ସାରିଲାଣି ।

 

 ତେବେ ଯେ ପର୍ଯ୍ୟନ୍ତ ସେ ଭାରତ ଓ କାଶ୍ମୀର ର ନାଁ ନେଉ ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କର ଖାଦ୍ୟ ଆଉ ହଜମ ହେଉନି ।ତେବେ ୟୁକ୍ରେନ ର ସୀମା ପାର କରିବାକୁ ପାକିସ୍ଥାନୀ ଛାତ୍ର ଛାତ୍ରୀ ମାନେ ଯେତେବେଳେ ଭାରତୀୟ ଜାତୀୟ ପତାକା କୁ ନିଜ ଛାତି ରେ ଲଗାଇ ଆସୁଛନ୍ତି । ସେଠାରେ ପାକିସ୍ଥାନ ର ପ୍ରଧାନ ମନ୍ତ୍ରୀ ଙ୍କ ଏଭଳି ଭାଷଣ ବାଜି କୌଣସି ଜୋକ୍ ଠାରୁ କମ୍ ଲାଗୁନି । 

 

 

ତେବେ ବର୍ତ୍ତମାନ ର ଋଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ସାରା ବିଶ୍ଵ ମୁଁହ ରେ ଭାରତ ର ଚର୍ଚ୍ଚା ଏବେ ଚାଲିଛି । କେହି କେବେ ପାକିସ୍ଥାନ କଥା ଉଠାଇବାକୁ ଆବଶ୍ୟକ ମନେ କରି ନାହାଁନ୍ତି । ତେବେ ଏହି ସମୟ ରେ ଇମ୍ରାନ ଙ୍କ ଏଭଳି କୁମ୍ଭୀର କାନ୍ଦଣା ଆଶ୍ଚର୍ଯ୍ୟ ଲାଗିବା ହିଁ ସ୍ଵାଭାବିକ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *