ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଦେଖିବାକୁ ମିଳିଲା ଚର୍ଚ୍ଚିତ ରାଣୀ ପଣ୍ଡାଙ୍କ ହଟ୍ ଡାନ୍ସ ଭିଡ଼ିଓ । ଏବେ ଆସନ୍ତୁ ଜାଣିବା କେଉଁଠି ଓ କେଉଁ ଗୀତରେ ସେ ଏଭଳି ଡାନ୍ସ କରିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ସେଲିବ୍ରିଟି ମାନେ ନିଜର କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ପ୍ରଶଂସକ ମାନେ ମଧ୍ୟ ନିଜ ମନ ପସନ୍ଦ କଳାକାରଙ୍କର ଜୀବନ ଶୈଳୀ ବିଷୟରେ ଜାଣିବାକୁ ଉତ୍ସୁକ ହୋଇ ରହିଥାନ୍ତି । ତେବେ ଆପଣ ମାନେ ତ ଜାଣିଛନ୍ତି କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ।
ତେବେ ସେହିଭଳି ଜଣେ ବହୁ ଚର୍ଚ୍ଚିତ ଓଡ଼ିଆ ହିରୋଇନ୍ ରାନୀ ପଣ୍ଡା ଙ୍କୁ ତ ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଥିବେ । ତେବେ ସେହି ହିରୋଇନ୍ କେବେ ଯାତ୍ରା ମଣ୍ଡପ ରେ, କେବେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ ଦେଖିବାକୁ ମିଳି ଥାନ୍ତି । ତେବେ ଆପଣ ମାନେ ତ ଜାଣିଛନ୍ତି , ରାନୀ ପଣ୍ଡା ଅନେକ ଗୁଡ଼ିଏ ବିବାଦୀୟ ଘଟଣା ର ଶିକାର ହୋଇଛନ୍ତି । ତେବେ ସେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ଅନେକ ସମୟ ରେ ଚର୍ଚ୍ଚା ରେ ରହି ଥାନ୍ତି ।
ତେବେ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଡାନ୍ସ କରି ପୁଣି ଥରେ ସାମ୍ନା କୁ ଆସିଛନ୍ତି । ଆପଣ ମାନେ ତ ଜାଣିଛନ୍ତି ରାନୀ ପଣ୍ଡା ଅନେକ ସମୟ ରେ ନିଜର ବିବାଦୀୟ ନୃତ୍ୟ ତଥା ବିବାଦୀୟ କଥା ପାଇଁ ବେଶ୍ ଚର୍ଚ୍ଚା କୁ ଆସିଥାନ୍ତି । ତେବେ ଯାତ୍ରା ମଞ୍ଚରେ ରାନୀ ପଣ୍ଡା ଏକ ପ୍ରକାରର ଗୋଲାପି ରଙ୍ଗର ଷ୍ଟାଇଲିଷ୍ଟ୍ ଡ୍ରେସ ପିନ୍ଧିଛନ୍ତି ଓ “ଡବଲ୍ ଅଣ୍ଡା” ଗୀତର ତାଳେ ତାଳେ ହଟ୍ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତେବେ ଏହି ଭିଡିଓ ଟି କୁ ଲୋକ ମାନେ ବେଶୀ ପସନ୍ଦ କରୁଛନ୍ତି।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।