ଏହି ସ୍ଥାନରୁ ବାହାରିବ ଗୁପ୍ତ ଲାଇଟ୍ ଆଉ ମୁହୂର୍ତ୍ତ ରେ ଯୁଦ୍ଧ ଶେଷ କରିଦେବ ଭାରତ – ଜାଣନ୍ତୁ କେମିତି ସବୁ ଶକ୍ତି ଭାରତ ରେ ରହିଛି ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭାରତ ର କେଉଁ ସ୍ଥାନ ରୁ ଏହି ଗୁପ୍ତ ଲାଇଟ୍ ବାହାରିବ ଆଉ ଗୋଟେ ମୁହୂର୍ତ୍ତ ରେ ଯୁଦ୍ଧ ସରିଯିବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଜଣେ ମାଳିକା ଗବେଷକ ବର୍ତ୍ତମାନ ସମୟ ରେ ଏହା କହିଛନ୍ତି ଯେ , ଭବିଷ୍ୟତ ରେ 

ଯେତେବେଳେ ବିଶ୍ଵ ଯୁଦ୍ଧ ହେବ , ସେତେବେଳେ ଅନେକ ଲୋକ ମାନେ ସେହି ଯୁଦ୍ଧ ରେ ମରିବେ । ତେବେ ଏହା ସହିତ ଏହା ମଧ୍ୟ କହିଛନ୍ତି କି , ଭବିଷ୍ୟତ ରେ ଯେତେବେଳେ ଯୁଦ୍ଧ ହେବେ ସେତେବେଳେ ଭାରତ ସବୁଠୁ ଉପରେ ରହିବ ଅର୍ଥାତ୍ ଭାରତ ବର୍ଷ ସାରା ବିଶ୍ଵ ଉପରେ ରାଜୁତି କରିବ ।

 

ଏହା ପରେ କହିଛନ୍ତି ଯେ ଆମେ ଜାଣିଛୁ ଯେ ଭାରତ ଠାରୁ ଅନେକ ଶକ୍ତିଶାଳୀ ଦେଶ ରହିଛନ୍ତି ,ହେଲେ ବିଶ୍ଵ ର ସମସ୍ତ ଶକ୍ତି ଭଗବାନ୍ ଙ୍କ ଶକ୍ତି ଆଗରେ ଫେଲ୍ ମାରିବ । ଆଉ ସେତେବେଳେ କେବଳ ଈଶ୍ୱର ଭକ୍ତ ତଥା ସତ୍ କର୍ମ କରୁଥିବା ଲୋକ ମାନେ ହିଁ କେବଳ ବଞ୍ଚିବେ ଆଉ ସେ ଏମିତି ଦାବି କରି କହିଛନ୍ତି କି , ଅନ୍ୟ ଦେଶ ମାନଙ୍କ ପାଖରେ ଯେତେ ପରମାଣୁ ବମ୍ ଥିଲେ ବି କୌଣସି ଦେଶ ଭାରତ ଉପରେ ବମ୍ ପକାଇ ପାରିବେ ନାହିଁ । 

 

ଏହାପରେ କହିଛନ୍ତି କି ,ପରମାଣୁ ବୋମା ପକାଇ ଭାରତ କୁ ନଷ୍ଟ କରିଦେବା ଭଳି ଏମିତି କେହି ପୃଥିବୀ ରେ ଜନ୍ମ ହେଇ ନାହାଁନ୍ତି ।ଏହାପରେ ପୁଣି କହିଛନ୍ତି ଯେ ଭାରତ ର ଲୋକ ମାନଙ୍କୁ ମଧ୍ୟରୁ ବାରଣା ଲୋକ ମାନେ କେତେକ ଜଳ ରେ ମରିଯିବେ , କେତେକ ରୋଗ ରେ ମରିଯିବେ,କେତେକ ଅଞ୍ଚଳ ଜଳ ରେ ଲୋପ ହୋଇଯିବ । ଏହିପରି ଭାବରେ ଲୋକ ମାନେ ମରିବେ କିନ୍ତୁ ଏମାନଙ୍କ ମଧ୍ୟରୁ କେହି ଯୁଦ୍ଧ ରେ ମରିବେ ନାହିଁ। 

 

ତେବେ ସେ ଶେଷ ରେ ରେ ଏହା କହିଛନ୍ତି କି , ଭାରତ ରେ ଥିବା ଅନେକ ଘାଟି ଗୁଡ଼ିକ ରେ ବାଜପେୟୀ ସରକାର ଙ୍କ ଅମଳ ରୁ ଏକ ପ୍ରକାରର ମେସିନ୍ ବସା ଯାଇଛି । ଆଉ ସେହି ମେସିନ୍ ଟି ଭିତରୁ ଏକ ପ୍ରକାରର ଲାଇଟ୍ ବାହାରିବ , ଯାହାକି ଉପରୁ ଶତ୍ରୁ ପକ୍ଷ ଆସିବା କ୍ଷଣି ସେଥିରୁ ସେହି ଲାଇଟ୍ ଯାଇ ତା ଉପରେ ପଡ଼ିବ । ଆଉ ସେହି ଲାଇଟ୍ ପଡ଼ିବା କ୍ଷଣି ସବୁ କିଛି ଜଳି ପାଉଁଶ ହେଇଯିବ । ଆଉ କହିଛନ୍ତି କି ଏହି ମେସିନ୍ ଟି କେବଳ ଭାରତ ପାଖରେ ରହିଛି। 

 

 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *