ହେ ଭଗବାନ ମାଡିଆସୁଛି ମହା ବିପଦ . ରୁଷ ଓ ଯୁକ୍ରେନ ଯୁଦ୍ଧ ନେଲା ନୂଆ ମୋଡ | କୁକୁର ଭଳିଆ ମାରିବୁ….

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଯୁଦ୍ଧ ନେଲା ନୂଆ ମୋଡ , ଆଉ ଜାଣନ୍ତୁ ପୁରା ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଋଷ ର ସୈନ୍ୟ ମାନଙ୍କୁ ମାରିବା ପାଇଁ ଏବେ ହାତ ରେ ଅସ୍ତ୍ର ଉଠାଇ ଛନ୍ତି ୟୁକ୍ରେନ ର ମହିଳା ମାନେ । ଆଉ ଆକ୍ଷରିକ ଭାବେ ଏହି କଥା ବି କହିଛନ୍ତି ଯେ ଆମେ ଆମର ଶତ୍ରୁ ଙ୍କୁ ଗୁଳି କରି କୁକୁର ବିଲେଇ ପରି ମାରୀ ଦେବୁ । ଆମେ ହେଉଚୁ ୟୁକ୍ରେନ ର ମହିଳା ,ଆଉ ଆମେ ମାନେ ପୁରୁଷ ମାନଙ୍କୁ ଯୁଦ୍ଧ କ୍ଷେତ୍ର କୁ ପଠାଇଛୁ ।

 

ଆଉ ଏବେ ଆମେ ଆମର ଦେଶ ପାଇଁ ନିଜ ହାତ ରେ ବନ୍ଧୁକ ଧରି ଛିଡା ହୋଇଛୁ। ମୁଁହ ରେ କପଡା ବାନ୍ଧି ହାତ ରେ ଗୁଳି ଗୁଳା ଧରି ଏକ ଭିଡିଓ କରିଛନ୍ତି ୟୁକ୍ରେନ ର ମହିଳା ମାନେ। ଆଖିରେ ପ୍ରତିଶ୍ୱଧ ର ଜ୍ଵାଳା ଓ ଛାତି ରେ ହିଂସା ର ବହ୍ନି କୁ ନେଇ ଓହ୍ଲାଇଛନ୍ତି ଯୁଦ୍ଧ କ୍ଷେତ୍ର କୁ । ତେବେ ୟୁକ୍ରେନ ରେ ନିଜ ପାଇବାର, ନିଜ ଦେଶ କୁ ବଞ୍ଚାଇବା ପାଇଁ କିଛି କମ୍ ରେ ନାହାଁନ୍ତି ୟୁକ୍ରେନ ର ମହିଳା ମାନେ ।

 

ତେବେ ସମସ୍ତେ ଏହା ଜାଣିଛନ୍ତି ଯେ ୟୁକ୍ରେନ ର ରାଷ୍ଟ୍ରପତି ଜେଲେନସ୍କି ଆଉ ବେଶୀ ସମୟ ଋଷିଆ ବିରୋଧ ରେ ଛିଡ଼ା ହୋଇ ରହି ପାରିବେନି । ତେବେ ଅନ୍ତ ପୂର୍ବରୁ ନିଆଁ ଟି ଯେଭଳି ଭଲ ଭାବରେ ଜଳି ଉଠିଥାଏ ,ତେବେ ସେହିଭଳି ଏବେ ଜାଳିବା ଆରମ୍ଭ ହୋଇଛି ୟୁକ୍ରେନ ରେ । ତେବେ ସେହିଥିରେ ଏବେ ଝାସ ଦେବାକୁ ବସିଛନ୍ତି ୟୁକ୍ରେନ ର ଛୋଟ ପିଲା ଓ ମହିଳା ମାନେ ।

 

ତେବେ ମହିଳା ମାନଂକ କଥା ରୁ ଯେମିତି ଲାଗିଛି ସେ ଏବେ ବହୁତ୍ କ୍ରୋଧ ରେ ଅଛନ୍ତି। ଆଉ ଗୋଟି ଗୋଟି କରି ଋଷ ସୈନ୍ୟ ଙ୍କୁ ମାରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ତେବେ ଯେତେବେଳେ ଗୋଟେ ଦେଶ ଉପରେ ଆକ୍ରମଣ ହୁଏ ମହିଳା ମାନେ ମଧ୍ୟ ପଛରେ ରୁହନ୍ତି ନାହିଁ । ଆଉ ଯୁଦ୍ଧ ସମୟ ରେ ମଧ୍ୟ ମହିଳା ମାନେ ହାତ ରେ ବନ୍ଧୁକ ଧରି ବିରାଙ୍ଗନା ପରି ଯୁଦ୍ଧ କ୍ଷେତ୍ର କୁ ଆସିଥାନ୍ତି , ଯାହାକି ଏବେ ଦେଖା ଯାଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *