ଋଷ ଓ ଯୁକ୍ରେନ ଯୁଦ୍ଧ ଭିତରେ ଭାରତ ସେନା ମୁଖ୍ୟ ଦେଲେ ବଡ଼ ଆହ୍ୱାନ | ଏଥର ଭାରତ ବି…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଋଷ ଓ ଯୁକ୍ରେନ ଯୁଦ୍ଧ ଭିତରେ ଭାରତ ସେନା ମୁଖ୍ୟ ଦେଲେ ବଡ଼ ଆହ୍ୱାନ | ଏଥର ଭାରତ ବି… ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଭାରତୀୟ ସେନା ମୁଖ୍ୟ ଏହା କହିଛନ୍ତି କି, ଭବିଷ୍ୟତର ଯୁଦ୍ଧ କୁ ଆମକୁ ନିଜର ସ୍ଵଦେଶୀ ଅସ୍ତ୍ରଶସ୍ତ୍ର ଦ୍ଵାରା ଲଢିବାକୁ ହେବ ଆଉ ପ୍ରସ୍ତୁତ ହେବାକୁ ପଡ଼ିବ ।ତେବେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଭାରତକୁ ଅଧିକ ପଦକ୍ଷେପ ନେବାକୁ ପଡିବ । ତେବେ ଗତ ମଙ୍ଗଳବାର ଦିନ ଭାରତୀୟ ସେନାର ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଏହା କହିଛନ୍ତି ଯେ ,ଭବିଷ୍ୟତର ଯୁଦ୍ଧକୁ ନିଜ ଦେଶର ଅସ୍ତ୍ର ପ୍ରଣାଳୀ ଦ୍ଵାରା ଲଢାଯିବା ଉଚିତ ।

 

ତେବେ ସେ ଏହା କହିଛନ୍ତି ଯେ ,ଏହି ସଙ୍କଟ ଏହା ସିଝାଇ ଦେଇଛି ଯେ ଭବିଷ୍ୟତ ରେ ଯୁଦ୍ଧ କୌଣସି ବି ସମୟ ରେ ହୋଇପାରେ। ସେଥିପାଇଁ ଆମକୁ ପୂର୍ବରୁ ପ୍ରସ୍ତୁତ ରହିବାକୁ ହେବ । ତେବେ ୟୁକ୍ରେନ ଓ ଋଷ ଯୁଦ୍ଧରୁ ଅନେକ କଥା ଶିକ୍ଷାଲାଭ କରାଯାଇପାରେ। ତେବେ ସେ କହିଛନ୍ତି ଯେ ଭବିଷ୍ୟତ ରେ ସାମ୍ନାସାମ୍ନୀ ଭାବରେ ଯୁଦ୍ଧ ହେବାର ସମ୍ଭାବନା ରହିଛି ।

 

ତେବେ ଦର୍ଶକ ବନ୍ଧୁ ପୂର୍ବରୁ ହୋଇଥିବା ଏକ ସେମିନାରରେ ଚୀନ ଓ ପାକିସ୍ତାନ ପଟୁ ମିଳୁଥିବା ଆହ୍ଵାନ ଉପରେ ପ୍ରତିକ୍ରିୟା ଦେଇ ଜେନେରାଲ ନରବଣେ କହିଥିଲେ କି ,ଭାରତ କଠିନ ପ୍ରତିରକ୍ଷା ଆହ୍ଵାନକୁ ସାମ୍ନା କରୁ ଅଛି। ଭବିଷ୍ୟତ ରେ ହେବାକୁ ଥିବା ଯୁଦ୍ଧ ର କିଛି ଝଲକ ଆମେ ଦେଖିବାକୁ ପାଉ ଅଛୁ । ଆଉ ଏହା ମଧ୍ୟ କହିଥିଲେ କି ,ଆଗାମୀ ଦିନରେ ପାକିସ୍ତାନ ଓ ଚୀନ ନିଜ ରଣନୀତିକ ଲକ୍ଷ୍ୟ ହାସଲ କରିବାକୁ ନିଶ୍ଚୟ ଚେଷ୍ଟା କରିବେ।

 

ତେବେ ଦର୍ଶକ ବନ୍ଧୁ ଜଣାଇ ରଖୁଛୁ ଯେ ,ବର୍ତ୍ତମାନ ସମୟ ରେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଆଉ ଆଜି ହେଉଛି ଲଢେଇ ର 13 ତମ ଦିନ । ତେବେ ଆଲୋଚନା ମଧ୍ୟରେ କୌଣସି ବାଟ ବାହାରି ପାରି ନାହିଁ ।ସେଥିପାଇଁ ଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *