ଗ୍ରାମବାସୀଙ୍କ ଜୀବନ ବଦଳାଇ ଦେଲେ ସରପଞ୍ଚ, ସରପଞ୍ଚ କରିଦେଲେ ଏପରି କିଛି କାମ | ଗ୍ରାମର ପ୍ରତ୍ୟେକ ଲୋକ ଏବେ କୋଟିପତି। ଜାଣନ୍ତୁ ସରପଞ୍ଚ କଣ କଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗ୍ରାମବାସୀଙ୍କ ଜୀବନ ବଦଳାଇ ଦେଲେ ସରପଞ୍ଚ, ସରପଞ୍ଚ କରିଦେଲେ ଏପରି କିଛି କାମ ଗ୍ରାମର ପ୍ରତ୍ୟେକ ଲୋକ ଏବେ କୋଟିପତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

 

ସମୟ ଥିଲା ଏହି ଗାଁର ଲୋକମାନେ ପେଟ ପୋଷିବାକୁ ଗାଁ ଛାଡି ବାହାର ରାଜ୍ୟକୁ କାମ ସନ୍ଧାନରେ ଯିବାକୁ ବାଧ୍ୟ ହେଉଥିଲେ । ହେଲେ ଏବେ ସେହି ଗାଁର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । କେବଳ ଚିତ୍ର ବଦଳି ନାହିଁ ଏହି ଗାଁର ଅଧିକାଂଶ ଲୋକେ ଏବେ କୋଟିପତି ହୋଇସାରିଛନ୍ତି । ବାକି ଲୋକଙ୍କର ଜୀବନ ଧାରଣର ମାନ ବଦଳିଛି । ଏସବୁ ପଛରେ କେବଳ ଜଣେ ସରପଞ୍ଚଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି ଗ୍ରାମବାସୀ। ଆମେ କହୁଛି ମହାରାଷ୍ଟ୍ର ରାଜ୍ୟର ଅହମ୍ମଦାବାଦ ଜିଲ୍ଲାରେ ଥିବା ହିୱାରେ ବଜାର ଗ୍ରାମ । ଏହି ଗ୍ରାମକୁ ଏବେ ଭାରତ ବର୍ଷର ସବୁଠାରୁ ଧନୀଗ୍ରାମ ଭାବେ ପରିଗଣିତ କରାଯାଉଛି । ଏଠାରେ ଲୋକମାନେ ଚାଷକରି ଜଣଙ୍କ ପରେ ଜଣେ କୋଟିପତି ହେବାରେ ଲାଗିଛନ୍ତି । 

 

ଗୋଟିଏ ସମୟରେ ଏହି ଗାଁରୁ ଲୋକମାନେ ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏବେ ଗାଁ ଛାଡି ଯାଇଥିବା ଲୋକମାନେ ପୁଣି ଗ୍ରାମକୁ ଫେରୁଛନ୍ତି । ଏସବୁ ପଛରେ ରହିଛି ସରପଞ୍ଚ ପୋପଟ ରାଓ ପାୱାରଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠା।  ସରପଞ୍ଚ ପୋପଟରାଓ ପାୱାର ଫରେଷ୍ଟ ମ୍ୟାନେଜମେଣ୍ଟ ନାମରେ ଏକ କମିଟି ଗଠନ କରିଥିଲେ । ଏହି କମିିଟି ମାଧ୍ୟରେ କୂଅ ଖୋଳିବା, ଗଛ ଲଗାଇବା ପାଇଁ ଲୋକମାନେ ମାଗଣାରେ ଶ୍ରମଦାନ କରିଥିଲେ । ଏହାପରେ ମହାରାଷ୍ଟ୍ର ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଟି ଯୋଜାନରେ ଗ୍ରାମର ବିକାଶ ପାଇଁ କିଛି ଅର୍ଥ ସହାୟତା ମିଳିଥିଲା । ଏହାପରେ ୧୯୯୪-୯୫ ମସିହାରେ ଆଦର୍ଶ ଗ୍ରାମ ନାମରେ ମହାରାଷ୍ଟ୍ର ସରକାର ଏକ ଯୋଜନା ଆରମ୍ଭ କଲେ । ଏହି ଯୋଜନାରୁ ଗ୍ରାମର ବିକାଶ ପାଇଁ ଯେଉଁ ଅର୍ଥ ବୟବରାଦ ହେଲା ସେଥିରେ ସରପଂଚଙ୍କୁ ନେତୃତ୍ୱରେ କୂଅ ଖୋଳିବା କାମ ଆରମ୍ଭ ହୋଇଗଲା । 

 

ଏହି କ୍ରମରେ ଏବେ ଗାଁରେ ୩୪୦ ଟି କୂଅ ରହିଛି । ଏସବୁ ଭିତରେ ଏବେ ଜଳସ୍ତର ୩୦-୩୫ ମଧ୍ୟରେ ରହିଛି। ସରପଞ୍ଚଙ୍କ କହିବା ମୁତାବକ ଗ୍ରାମବାସୀଙ୍କ ପାଇଁ ୭ ସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ଗଛ କାଟିବା ବନ୍ଦ କରିବା, ପରିବାର ନିୟୋଜନ, ନିଶା ନିବାରଣ, ଶ୍ରମଦାନ, ପ୍ରତିଘରକୁ ପାଇଖାନା, ଭୂତଳ ଜଳ ମ୍ୟାନେଜମେଣ୍ଟ ଅର୍ନ୍ତଭୂକ୍ତ।ଏସବୁ ଯୋଜନାର ସଫଳ ରୂପାୟ୍ରନ କରି ଲୋକମାନେ ବିଶେଷ ଭାବେ ଉନ୍ନତ ପ୍ରଣାଳୀର ଚାଷକୁ ଅପଣାଇ ନେଇଛନ୍ତି । ଏହି ଚାଷମାଧ୍ୟମରେ ସେମାନେ ଏବେ ଜଣଙ୍କ ପରେ ଜଣେ କୋଟିପତି ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଧାରାବାହିକ କାର୍ଯ୍ୟକ୍ରମ ମନ୍ କି ବାତ ୨୦୨୦ ଏପ୍ରିଲ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରପଞ୍ଚ ପୋପଟ ରାଓ ପାୱାରଙ୍କ କାମ ଓ ହିୱରୀ ବଜାର ଗ୍ରାମକୁ ପ୍ରଶଂସା କରିଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *