ଓଃ କି ଡ୍ୟାନ୍ସ ! ଗାଉଁଲି ଝିଅଟି ସୋସିଆଲ ମିଡିଆରେ ଲଗାଇଦେଲା ନିଆଁ । ତାର ଏହି ଜବରଦସ୍ତ ଡ୍ୟାନ୍ସ ଦେଖିଲେ ନିଜକୁ ନାଚିବାରୁ ଅଟକାଇ ପାରିବେନି । 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଃ କି ଡ୍ୟାନ୍ସ ! ଗାଉଁଲି ଝିଅଟି ସୋସିଆଲ ମିଡିଆରେ ଲଗାଇଦେଲା ନିଆଁ । ତାର ଏହି ଜବରଦସ୍ତ ଡ୍ୟାନ୍ସ ଦେଖିଲେ ନିଜକୁ ନାଚିବାରୁ ଅଟକାଇ ପାରିବେନି । ଆସନ୍ତୁ ଜାଣିବା ସମ୍ପୂର୍ଣ ବିଷବସ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି । ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି । ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ । ପ୍ରାୟତଃ ଯୁବପିଢି ମାନେ ଏହି ସୋସିଆଲ ମିଡ଼ିଆ କୁ ବହୁଳ ପରିମାଣରେ ବ୍ୟବହାର କରିଥାନ୍ତି । ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି । 

 

ଡ୍ୟାନ୍ସ ଦେଖିବାକୁ ତ ଆପଣ ନିଶ୍ଚିତ ଭଲ ପାଉଥିବେ । ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ । ତେଣୁ ଯେତେବେଳେ ବି କେଉଁଠି କାହାକୁ ନାଚିବାର ଦେଖିବାକୁ ପାଉ ସେତେବେଳେ ଆମକୁ ମଧ୍ୟ ଦେଖିବା ପାଇଁ ଇଛା ହୋଇଥାଏ ଆଉ ସେଇ ସଙ୍ଗୀତ ର ତାଳେ ତାଳେ ଟିକେ ନାଚି ଦେବାକୁ ଇଚ୍ଛା ହୋଇଥାଏ । ଏହା ମନକୁ ଏକ ଭିନ୍ନ ଖୁସି ଦେଇଥାଏ । ତେବେ ବର୍ତ୍ତମାନ ସମୟରେ ଯେଉଁ ଭଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ସେଥିରେ ଜଣେ ଗାଉଁଲି ଯୁବତୀ ଜଣଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି। 

 

ପ୍ରାୟତଃ ଅନେକ ଲୋକ ନିଜେ ନାଚିବାକୁ ଭଲ ପାଉ ନଥାଇ ପାରନ୍ତି କିନ୍ତୁ ନୃତ୍ୟ ଦେଖିବାକୁ ଅବଶ୍ୟ ପସନ୍ଦ କରିଥାନ୍ତି । ଏବଂ ଆଉ କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ ନୃତ୍ୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଦରକାର ପଡେ ନାହିଁ । ଯେଉଁଠି ଗୀତ ଶୁଣିଲେ ସେଇଠି ନାଚି ପକାଇଲେ । ତେବେ ଭିଡ଼ିଓରେ ନଜର ଆସୁଥିବା ଯୁବତୀ ଜଣକ କେଉଁ ସ୍ଥାନରେ ଏପରି ଡ୍ୟାନ୍ସ କରୁଛନ୍ତି ତାହା ତ ଜଣା ପଡିନାହିଁ ହେଲେ “ମୋର ଲକ୍ଷେ ଟଙ୍କିଆ ହଁସ । ମୁଁ ସୁନା ଝିଅ ଗୁଆ ଘିଅ” ଗୀତରେ ଜବରଦସ୍ତ ଅତି ସୁନ୍ଦର ଓ ଚମତ୍କାର ଭାବରେ  ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ତେବେ ଡ୍ୟାନ୍ସ କରୁଥିବା ଏହି ଯୁବତୀ ଜଣକ ହେଉଛି ରମ୍ୟାଞ୍ଜଳି ପ୍ରିୟଦର୍ଶିନୀ ।

 

ସେ ବହୁତ ସୁନ୍ଦର ଭାବରେ ଏହି ନାଚ ଦେଖାଉଛନ୍ତି । ଅବିକଳ ପ୍ରଫେସନାଲ ହିରୋଇନ୍ ଭଳି ସେ ସେହି ଭଙ୍ଗୀରେ ଡ୍ୟାନ୍ସ କରୁଛନ୍ତି । ତାଙ୍କର ଏହି ଡ୍ୟାନ୍ସର ପ୍ରତିଭାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ପ୍ରଶଂସା ମଧ୍ୟ କରିବେ । ତେବେ ସେହି ଗୀତରେ ସେ ଯେଭଳି ଭଙ୍ଗୀରେ ନାଚୁଛନ୍ତି ଦେଖିଲେ ସମସ୍ତେ ଖୁସି ହୋଇଯିବେ । ସୁନ୍ଦରୀ ଯୁବତୀ ରମ୍ୟାଞ୍ଜଳୀ ଯେଉଁଭଳି ଭାବରେଏହି ଗୀତରେ ଝୁମିଯାଇ ମନ ଖୋଲି ନାଚୁଛନ୍ତି ଏହାକୁ ଦେଖି ଲାଗିବ ଯେମିତି ସେ ଜଣେ ପ୍ରଫେସନାଲ ଡ୍ୟାନ୍ସର ଅଟନ୍ତି । ଏହି ଯୁବତୀଙ୍କ ଡ୍ୟାନ୍ସକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *