ଭାଇରଲ ହେଲା ଦିଅର ଭାଉଜ ଙ୍କ କାରନାମା | ଆସନ୍ତୁ ଦେଖିବା ସେହି Viral Video…ଦେଖିଲେ ଆପଣ ବି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାଉଜ – ଦିଅର ଙ୍କ ପ୍ରେମ ଓ ନାଚ ଭିଡିଓ ହେଲା ଭାଇରାଲ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । 

 

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

 

ତେବେ ବର୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରୁଚି ଯେଉଁଥିରେ ସ୍ୱାମୀ ଆଗରେ ଦିଅର ଭାଉଜ ସହିତ ନାଚୁଚି । ପୁଣି ଶରୀର ରେ ଏମିତି କିଛି ଜାଗାରେ ହାତ ଦେଇ । ତେବେ ଏଠାରେ ଭାଉଜ ଦିଅର ଏମିତି ନାଚିଲେ ସ୍ୱାମୀ ପାଖରେ ଥାଇ ବି କିଛି କହିଲେ ନାହିଁ । ତେବେ ସ୍ୱାମୀ ଜଣକ କେବଳ ଖଟ ରେ ବସିଛନ୍ତି । ତେବେ ସ୍ୱାମୀ ଜଣକ ମନେ ହୁଏ ଅନେକ ପରିମାଣ ରେ ମଦ୍ୟ ପାନ କରିଛନ୍ତି କି ଦିଅର ଜଣଙ୍କ ଭାଉଜ ସହିତ ଯାହା ଇଛା ତାହା କରୁଛନ୍ତି ହେଲେ ଭାଇ ଟି ପାଖରେ ରହି ମଧ୍ୟ କିଛି ବି ପାଟି ଖୋଲୁ ନାହାନ୍ତି । 

 

ସାଧାରଣତଃ ଭାଉଜ ଦିଅର ସମ୍ପର୍କ ଟି ମା ପିଲା ପରି । କାରଣ ବଡ଼ ଭାଉଜ ପାଖରେ ଦିଅର ଟି ଅନେକ ସ୍ନେହ ପାଇଥାଏ । ତେବେ ଭାଉଜ ଓ ଦିଅର ସମ୍ପର୍କ ଏତେ ମଧୁର , କିନ୍ତୁ ଏହି ଭିଡିଓ ରେ ତାହାକୁ ଖରାପ ଭଳି ଦେଖା ଯାଇଛି ।ଆଜି କାଲି ସମୟ ରେ ଉଭୟ ମହିଳା ଓ ପୁରୁଷ ବୟସ କୁ ଭ୍ରୁକ୍ଷେପ ନ କରି ଅନେକ ଭୁଲ କରି ବସିଛନ୍ତି । ଅନେକ ଭିଡିଓ ସେମାନଙ୍କର ମଧ୍ୟ ଭାଇ ରାଲ୍ ହେଉଛି । ଏଥିପାଇଁ ସମାଜ ବଦନାମ୍ ହେଉଛି । ତେବେ ଏହି ଭିଡିଓ କେଉଠିକର ଜଣ ପଡିନାହିଁ । ତେବେ ଏହି ଭିଡିଓ ହେଉଛି କୌଣସି ଏକ ଗାଆଁ ରେ । ତେବେ ପାଖରେ ସ୍ବାମୀ ଥାଇ ମଧ୍ୟ ନା ନିଜ ସ୍ତ୍ରୀ କୁ କିଛି କହୁଚି ନା ଭାଇ କୁ କିଛି କହୁଚି । କାରଣ ଏହା ଦେଖି ଜଣା ପଡ଼ୁଚି ଯେ ସେ ମଦ୍ୟ ପାନ କରିଛନ୍ତି ବୋଲି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *