୨୦୨୨ ଆଇ-ପି-ଏଲ ଏବଂ ୨୦୨୧ ର ଟି-୨୦ ବିଶ୍ୱକପ କୁ ନେଇ ସୌରଭ ଗାଙ୍ଗୁଲି ଦେଇଛନ୍ତି ଏକ ବଡ ସୂଚନା …

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ୨୦୨୨ ଆଇ-ପି-ଏଲ ଏବଂ ୨୦୨୧ ର ଟି-୨୦ ବିଶ୍ୱକପ କୁ ନେଇ ସୌରଭ ଗାଙ୍ଗୁଲି ଦେଇଛନ୍ତି କେଉଁ ସବୁ ସୂଚନା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

୨୦୨୧ ର ଟି-୨୦ ବିଶ୍ୱ-କପ କୁ ନେଇ ଗାଙ୍ଗୁଲି ଏହା କହିଛନ୍ତି ଯେ , ୧୭ ଅକ୍ଟୋବର ରୁ ଟି -୨୦ ବିଶ୍ୱକପ ଆ-ର-ମ୍ଭ ହେବାକୁ ଯାଉଛି ଏବଂ ଏଥିରେ ୧୬ ଟି ଦଳ ମଧ୍ୟରେ ସମୁଦାୟ ୪୫ ଟି ମ୍ୟାଚ୍ ଖେଳାଯିବ । ଏଥର ଟିମ୍ ଇଣ୍ଡିଆ ବିଜୟ ପ୍ରାପ୍ତ କରିବାକୁ ହିଁ ଏକ ଲକ୍ଷ୍ୟ କରିନେଇ ସେହି ଅନୁସାରେ, ଟୁର୍ଣ୍ଣାମେଣ୍ଟ ରେ ଦଳକୁ ପରିପକ୍ୱତା ଦେଖାଇବାକୁ ହେବ । 

 

ଏହା ମଧ୍ୟ କହିଛନ୍ତି ଯେ , ଟିମ୍ ଇଣ୍ଡିଆ ରେ ଅନେକ ପ୍ରତିଭା ରହିଛନ୍ତି । ରନ୍ କରିବା ଏବଂ ୱି-କେ-ଟ୍ ନେବା ପାଇଁ ବହୁତ୍ ଭଲ ଭଲ ଖେଳାଳି ମାନେ ଅଛନ୍ତି ହେଲେ ବିଶ୍ୱକପ ଜିତିବା ପାଇଁ ସେମାନଙ୍କୁ ମାନସିକ ସ୍ତରରେ ଭଲ ରହିବା ସହ ପ୍ରତ୍ୟେକ ମ୍ୟାଚ୍‌ କୁ ଗୁ-ରୁ-ତ୍ୱ ର ସହ ଖେଳିବାକୁ ହେବ । ପରିସ୍ଥିତି କୁ ଦେଖି ଭାବିଚିନ୍ତି ଖେଳିଲେ ହିଁ ଟିମ୍ ଇଣ୍ଡିଆ ବିଜୟ ର ସ୍ଵାଦ ଚାଖି ପାରିବ । ଆସନ୍ତା ଅକ୍ଟୋବର ୨୪ ରେ ପାକିସ୍ତାନ ବି-ପ-କ୍ଷ ରେ ଟି-୨୦ ବିଶ୍ୱକପରେ ଅଭିଯାନ ଆ-ର-ମ୍ଭ କରିବ ଭାରତ । 

 

ଏକ କାର୍ଯ୍ୟକ୍ରମରେ ସୌରଭ ଗାଙ୍ଗୁଲି ଏହା କହିଛନ୍ତି ଯେ, ୨୦୨୧ ମସିହା ରେ କରୋନା କାରଣ ରୁ ଆଇ-ପି-ଏଲ୍ ର ଦ୍ୱି-ତୀ-ୟ ପ-ର୍ଯ୍ୟା-ୟ ଟି ୟୁ-ଏ-ଇ ରେ ଆୟୋଜିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ୨୦୨୨ ରେ ହେବାକୁ ଯାଉଥିବା ଆଇ-ପି-ଏଲ୍ ଟି ଭାରତରେ ହିଁ ଆୟୋଜନ କରାଯିବ । ଆସନ୍ତା ବର୍ଷ ହେବାକୁ ଥିବା ଆଇ-ପି-ଏଲ ଭାରତରେ ଆୟୋଜିତ ହେବ ବୋଲି ସେ ଆଶା ରଖିଛନ୍ତି । କାହିଁକି ନା ଏହା ଏକ ଘରୋଇ ଟୁ-ର୍ଣ୍ଣା-ମେ-ଣ୍ଟ ,ସେଥପାଇଁ ଏହା ଭାରତ ରେ ଆୟୋଜିତ ହେବା ଏବଂ ଦୁବାଇ ରେ ଆୟଜିତ ହେବା ଭିତରେ ଅନେକ ପା-ର୍ଥ-କ୍ୟ ରହିଛି । ସେ ଏହା  କହିଛନ୍ତି ଯେ, ଆସନ୍ତା ୭-୮ ମାସ ମଧ୍ୟରେ କରୋନା ର ସ୍ଥିତି ପ୍ରାୟତଃ ସୁଧାର କୁ ଆସି ଯାଇଥିବ । ତେଣୁ ୨୦୨୨ ର ଆଇ-ପି-ଏଲ କୁ ଭାରତୀୟ ଫ୍ୟା-ନ୍ସ ମାନେ ଷ୍ଟାଡିୟମରେ ବସି ଭରପୁର ମଜା ନେଇ ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *