ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଯୁଦ୍ଧ ମଝିରେ ମୋଦି ନେଲେ ବଡ଼ ନିଷ୍ପତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ଏବେ ସାରା ବିଶ୍ୱର ନଜର । କୌଣସି ଦେଶର କଥାକୁ ଶୁଣୁ ନାହିଁ ରୁଷିଆ ଆଉ ୟୁକ୍ରେନ୍ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛି । ଯେମିତି ଏହି ଦେଶକୁ ପୂରା ଧ୍ୱସ୍ତବିଧ୍ୱସ୍ତ କରି ଦେବାର ଶପଥ ନେଇଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ବି ପଛଘୁଞ୍ଚା ନଦେଇ ପ୍ରତି ଆକ୍ରମଣ ଜାରି ରଖିଛି । ଏବେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ ।
ଆଉ ଏଥିପାଇଁ ଦେଖିବାକୁ ମିଳିଛି ଋଷ ର ଭୟଙ୍କର ଆକ୍ରମଣର ଦୃଶ୍ୟ । ଋଷ ସେନାର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡ଼ିଛି ୟୁକ୍ରେନ । ଘନ ଘନ ରକେଟ ମାଡ଼ କରୁଛି ଋଷ। କ୍ଵିଭ୍ ଉପରେ ହେଉଛି ଏପରି ଆକ୍ରମଣ ।କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ଆଜିକୁ ଦଶ ବାର ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚଳାଇଛି ରୁଷିଆ । ଏମିତିକି ସାଧାରଣ ଲୋକଙ୍କୁ ମାରିବାକୁ ବି ପଛାଉ ନାହିଁ । ଜେନେଲସ୍କିଙ୍କ ଦୁଇ ପିଢ଼ି ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଥିଲେ ଭିକ୍ଟର ୟାନୁକୋଭିଚ୍ । ସେ ପୁଟିନ୍ ଙ୍କ ଅନୁଗତ ଭଳି କାମ କରୁଥିଲେ । ୧୯୯୧ ମସିହାରେ ସୋଭିଏତ ୟୁନିଅନ ଭାଙ୍ଗିବା ପରେ ୟୁକ୍ରେନ୍ ସ୍ୱାଧୀନ ରାଷ୍ଟ୍ର ହୋଇଥିଲା । ଭିକ୍ଟର ୟୁକ୍ରେନ୍ର ଚତୁର୍ଥ ରାଷ୍ଟ୍ରପତି ଥିଲେ ।
ତେବେ ଏହି ପୂର୍ବତନ ରାଷ୍ଟ୍ରପତି ଙ୍କୁ ଶାସନ ଭାର ଦେଲେ ପୁଟିନ ଙ୍କ ର ସବୁ କିଛି ସୁବିଧା ହେବ । ତେଣୁ ସେ ଏହି ଯୁଦ୍ଧ ଚଳାଇଛନ୍ତି ଓ ରୋକୁନାହାନ୍ତି । ତେବେ ଅନ୍ୟ ସମସ୍ତ ଦେଶ ତଥା ଜାତିସଂଘ ମଧ୍ୟ କୌଣସି ମତେ ଏହି ଯୁଦ୍ଧ ରୋକି ପାରୁନାହାନ୍ତି । ତେବେ ଭାରତ ର ପ୍ରଧାନମନ୍ତ୍ରୀ ୬ ଘଣ୍ଟା ଏହି ଯୁଦ୍ଧ କୁ ରୋକି ୟୁକ୍ରେନ ରେ ଥିବା ଭାରତୀୟ ଙ୍କୁ ନିଜ ଦେଶ କୁ ଫେରାଇ ଆଣିଛନ୍ତି । ଋଷ ଓ ୟୁକ୍ରେନ ର ଲଗାତାର ୧୦ ଦିନର ଏହି ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଙ୍କ ପରାମର୍ଶ ରେ ଘୋଷଣା କରାଯାଇଛି ଯେ ଘରୋଇ ମେଡ଼ିକାଲ କଲେଜଗୁଡ଼ିକରେ ଅଧା ସିଟ୍ ଫି କମ ରହିବ ।
ଅଧା ସିଟ ଫି’ ସରକାରୀ ମେଡ଼ିକାଲ କଲେଜ ସହ ସମାନ ରହିବ । ତା’ଠୁ ଅଧିକ ଫି’ ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ନେଇପାରିବେ ନାହିଁ । ଏହାଦ୍ୱାରା ଗରିବ ଓ ମଧ୍ୟବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହେବେ । ସମ୍ପ୍ରତି ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ବହୁତ ଫି’ ନେଉଥିବାରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଡାକ୍ତରୀ ପଢ଼ିବାର ସୁଯୋଗ ପାଉନଥିଲେ । କିନ୍ତୁ ମୋଦିଙ୍କ ଏଭଳି ଘୋଷଣା ଦ୍ୱାରା ଏବେ ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଅପରପକ୍ଷରେ ଦେଶରେ ଅଧିକ ସଂଖ୍ୟକ ମେଡ଼ିକାଲ କଲେଜ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଷ୍ଠିତ ଶିଳ୍ପପତି ଓ କମ୍ପାନୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଫଳରେ ଅନେକ ଶିଳ୍ପପତି ମେଡ଼ିକାଲ କଲେଜ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ବିଷୟ ରେ ସୂଚନା ରହୁଚି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।