ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ସମୟ ରେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି ।ତେବେ ଦଶନ୍ଧି ଧରି ଯେଉଁ ଦେଶ ମାନେ ନରେପେକ୍ଷ ଥିଲେ ସେମାନେ ଏବେ ଯୁଦ୍ଧ ରେ ସାମିଲ ହେଲେ । ତେବେ ଦର୍ଶକ ବନ୍ଧୁ ଯୁଦ୍ଧ ରୁ ଦୂରେଇ ରହିଥିବା ଦେଶ ମାନେ ମଧ୍ୟ ଏବେ ଆଗକୁ ଆସିଛନ୍ତି ।
ତେବେ ଜଣାଇ ରଖୁଛୁ ଯେ , ସ୍ୱିଡେନ ଦେଶ 1939 ମସିହା ପରେ ସାମରିକ ମୂର୍ଚ୍ଚା ରେ ଅନ୍ୟ କୈଣସି ଦେଶକୁ ସାହାଯ୍ୟ କରିବାକୁ ଯାଉଛି ।ଜର୍ମାନୀ ଦେଶ ନିଜର ପ୍ରତିରକ୍ଷା ପାଇଁ 100 ବିଲିୟନ ଡଲାର ରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛି । ତେବେ ପୂର୍ବରୁ ଶାନ୍ତ ରହିଥିବା ଦେଶ ମାନେ ମଧ୍ୟ ବର୍ତମାନ ଯୁଦ୍ଧ ମୋଡ କୁ ଆସି ଯାଇଛନ୍ତି ।
ଗତ ଷୋମବାର ଦିନ ସ୍ୱିଡେନ ଦେଶ ର ପ୍ରଧାନ ମନ୍ତ୍ରୀ ମେକଡୋନାଲ ଅଣ୍ଡ୍ରୋସନ ସାମରିକ ମୋର୍ଚ୍ଚା ପାଇଁ ସହାୟତା ଘୋଷଣା କରିଥିଲେ ।ସ୍ୱିଡେନ ଦେଶ ର ପ୍ରଧାନ ମନ୍ତ୍ରୀ ଏହା କହିଛନ୍ତି ଯେ ,ସ୍ୱିଡେନ ଦେଶ ୟୁକ୍ରେନ କୁ 5 ହଜାର ଏଣ୍ଟି ଟ୍ୟାଙ୍କ୍ ଯୋଗେଇ ଦେବ । ଏହା ସହିତ ମଧ୍ୟ
1.35 ଲକ୍ଷ ଫିଲ୍ଡ ରାଇଫଲ , 5 ହଜାର ହେଲମେଟ ଏବଂ 5 ହଜାର ବଟି ଆର୍ମାର ମଧ୍ୟ ସ୍ୱିଡେନ ରୁ ୟୁକ୍ରେନ କୁ ପଠାଯିବ ।
ଆଉ ଏହାପରେ ଆସୁଛି ଫିନଲାଣ୍ଡ ଦେଶ।ଫିନଲାଣ୍ଡ ତରଫ ୟୁକ୍ରେନ ଦେଶ କୁ ଅସ୍ତ୍ର ଶସ୍ତ୍ର ଯୋଗାଈ ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଜର୍ମାନୀ ଦେଶ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିଜର ବୈଦେଶିକ ନୀତିରେ ପରିବର୍ତନ ଆଣି ୟୁକ୍ରେନ କୁ ସାମରିକ ସହାୟତା କରିବ ବୋଲି ଘୋଷଣା କରିଛି ।ଫିନଲାଣ୍ଡ ର ରାଷ୍ଟ୍ରପତି ନିଜର ଏହି ନିଷ୍ପତି କୁ ଐତିହାସିକ ବୋଲି ମଧ୍ୟ କହିଛନ୍ତି ।ଋଷ ଉପରେ ଲାଗି ଥିବା ପ୍ରତିବନ୍ଧକ କୁ ସମର୍ଥନ କରିଛି ଜାପାନ ଦେଶ ।
ତେବେ ଏହାପରେ ରହିଛି ସୁଇଜରଲାଣ୍ଡ ।ସୁଇଜରଲାଣ୍ଡ ବର୍ତ୍ତମାନ ସମୟ ରେ ଋଷ ରାଷ୍ଟ୍ରପତି ଙ୍କୁ ସମାଲୋଚନା କରିବା ସହିତ ଏହା କହିଛନ୍ତି ଯେ ଏହି ଯୁଦ୍ଧ ଇୟୁରୋପ ର ହୃଦୟ ରେ ଚାଲୁଛି ,ଆଉ ଏଥିପାଇଁ ସେ ଯୁଦ୍ଧ ଅନ୍ତର୍ଜାତୀୟ ନିୟମ ର ଉଲଙ୍ଘନ କରିବେ ।ରାଜନୈତିକ ତରଫ ରୁ ଋଷ ର ଏହି ଆ-କ୍ର-ମଣ ଅନୈତିକ ଅଟେ ବୋଲି କହିଛନ୍ତି ସୁଇଜରଲାଣ୍ଡ ର ରାଷ୍ଟ୍ରପତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।