ପୁରୀ ର ସମୁଦ୍ର ବେଳାଭୂମି ରେ ଚାଲୁଛି ଜୀବନ୍ତ ଶଙ୍ଖ। ଦେଖିଲେ ହେଉଛି ମନସ୍କାମନା ପୂରଣ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁରୀ ର ସମୁଦ୍ର ବେଳାଭୂମି ରେ ଚାଲୁଛି ଜୀବନ୍ତ ଶଙ୍ଖ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ଏହା ଜାଣିଛନ୍ତି କି ଭାରତ ହେଉଛି ଏକ ଦେଵ ପରାୟଣ ଭୂମି ,ଯେଉଁଠାରେ ଅନେକ ଦେବା ଦେବୀ ଜନ୍ମ ନେଇଛନ୍ତି । ତେବେ ଭାରତ ର ଲୋକ ମାନେ ଆଧ୍ୟାତ୍ମିକ ପରାୟଣ ସମ୍ପନ୍ନ ହୋଇଥାନ୍ତି । ତେବେ ହିନ୍ଦୁ ଧର୍ମ ର ଲୋକ ମାନେ ଅଧିକତର ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି । ତେବେ ଭାରତର ଅନେକ ସ୍ଥାନରେ ଅନେକ ଧର୍ମ ପୀଠ ଏବଂ ଶୈବ ପୀଠ ଆଦି ଦେଖିବାକୁ ମିଳିଥାଏ । 

 

ତେବେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଚାରି ବର୍ଗ ମଧ୍ୟରୁ ହିନ୍ଦୁ ଧର୍ମ ରେ ବ୍ରାହ୍ମଣ ସମ୍ପ୍ରଦାୟ ର ଲୋକ ମାନେ ଅଧିକ ଉଚ୍ଚ କୋଟୀର ହୋଇଥାନ୍ତି । ଏଥିପାଇଁ ହିନ୍ଦୁ ଧର୍ମ ସ୍ଥଳୀ ,ମନ୍ଦିର ମାନଙ୍କ ରେ ବ୍ରାହ୍ମଣ ମାନେ ପୂଜା କରିଥାନ୍ତି । ତେବେ ହିନ୍ଦୁ ଧର୍ମ ରେ ଦେବା ଦେବୀ ଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ତେବେ ଅନେକ ସମୟରେ ଅନେକ ସ୍ଥାନ ରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ , ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ଅସଂଖ୍ୟ ଭିଡ଼ ଯମିଥାଏ । 

 

ତେବେ ଭଗବାନ ଙ୍କ କୃପାରୁ ଏହି ବିରଳ ଦୃଶ୍ୟ ଦେଖା ଯାଇଥାଏ । ତେବେ ବର୍ତ୍ତମାନ ସମୟ ରେ ଏମିତି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି , ଯାହାକୁ ବିଶ୍ୱାସ କରିବା ଏତେ ସହଜ ନୁହେଁ । ତେବେ ଦର୍ଶକ ବନ୍ଧୁ ଜାଣି ନେବା ଏମିତି କେଉଁ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି ଯାହାକୁ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଛନ୍ତି ।ବନ୍ଧୁଗଣ ହିନ୍ଦୁ ଧର୍ମରେ ଶଙ୍ଖ କୁ ବହୁ ଶୁଭ ବୋଲି ମାନାଜାଇଥାଏ ।

 

 ତେବେ ବର୍ତ୍ତମାନ ସମୟ ରେ ପୁରୀ ଧାମ ର ସମୁଦ୍ର ବେଳାଭୂମି ରେ ଜୀବନ୍ତ ଶଙ୍ଖ ଦେଖିବାକୁ ମିଳିଛି। ତେବେ ସେହି ଜୀବନ୍ତ ଶଙ୍ଖ ଟି ମାଟି ଭିତରୁ ବାହାରି ସମୁଦ୍ର କୂଳ ରେ ଚାଲୁଥିବାର ଦେଖିବାକୁ ମିଳିଛି । ତେବେ ଏହାପରେ ଲୋକ ମାନେ ସେହି ଜୀବନ୍ତ ଶଙ୍ଖ ଟି ର ପୂଜା କରିଛନ୍ତି । ତେବେ ଶଙ୍ଖ କୁ ଦେଖିବା ପାଇଁ ସ୍ଥାନୀୟ ବାସିନ୍ଦା ଙ୍କ ଅନେକ ଭିଡ଼ ଜମିଥିଲା । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ଉପରେ ବେଶ୍ ଚର୍ଚ୍ଚା ଚାଲିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.