ଆସିଲା ଚମକେଇ ଦେଲା ଭଳି ଖବର | ଆମେରିକା ଗୁଇନ୍ଦା ସଂସ୍ଥା ଦେଲା ବଡ଼ ସୂଚନା | ଏବେ ଭାରତ ପାକିସ୍ତାନ କୁ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆମେରିକା ଗୁଇନ୍ଦା ସଂସ୍ଥା ଭାରତ ଓ ପାକିସ୍ଥାନ କୁ ନେଇ କେଉଁ ରିପୋର୍ଟ ଦେଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ପାକିସ୍ଥାନ ଏକ କେଉଁ ଭଳି ଦେଶ ଓ ତାର କାର୍ଯ୍ୟ କଳାପ କିପରି ଆପଣ ମାନେ ସମସ୍ତେ ତ ଏ କଥା କୁ ବେଶ୍ ଭଲ ଭାବରେ ଜାଣିଛନ୍ତି । ତେବେ ପାକିସ୍ଥାନ ଦେଶ ଦୀର୍ଘ କାଳ ରୁ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରି ଆସୁଛି ,ଯେଉଁ ଆତଙ୍କବାଦୀ ବାରମ୍ବାର ଭାରତରେ ପଶି ଆକ୍ରମଣ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ” ପାକିସ୍ଥାନ ରଗେଇଲେ ଭାରତ ତା’ର କଡ଼ା ଜବାବ ଦେବ ” ଏପରି କହିଛି ଆମେରିକା ର ମାର୍କିନ ଗୁଇନ୍ଦା ସଂସ୍ଥା ।

 

ତେବେ ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ବାର୍ଷିକ ବିପଦ ଆକଳନ , ଅଫିସ ଅଫ୍ ଡାଇରେକ୍ଟର ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ ଦ୍ବାରା ଏହା ପ୍ରକାଶ ପାଇଛି। ସୂଚନା ଯୋଗ୍ୟ କଥା ଏହା ଯେ , ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ଅନେକ ସମୟ ରେ ମୁଂହା ମୁହିଁ ହୋଇଛନ୍ତି ।ଏଥିପାଇଁ ଉଭୟ ଦେଶ ନିଜର ସାମରିକ ଉପସ୍ଥିତି କୁ ବୃଦ୍ଧି କରୁଛନ୍ତି ।ତେବେ ଭାରତ ଓ ପାକିସ୍ଥାନ ର ସମ୍ପର୍କ କେଉଁ ଭଳି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି । 

 

 ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହି କଥା ବେଶ୍ ଭଲ ଭାବରେ ଜାଣି ଛନ୍ତି ଯେ , କାଶ୍ମୀର କୁ ନେଇ ଭାରତ ଓ ପାକିସ୍ଥାନ ମଧ୍ୟରେ ଦୀର୍ଘ ସମୟ ରୁ ବିବାଦ ହୋଇ ଆସୁଅଛି । ଆଉ ଏହି ବିବାଦ କାରଣ ରୁ ମଧ୍ୟ ପାକିସ୍ଥାନୀ ଆତଙ୍କବାଦୀ ମାନେ ଅନେକ ସମୟ ରେ ଭାରତ ରେ ପସି ଆକ୍ରମଣ କରିଥାନ୍ତି।  କିନ୍ତୁ ଏବେ ଆଉ ଆଟାକ୍ କଲେ ଭାରତ ସହ୍ୟ କରିବ ନାହିଁ । ତେବେ ଆମେରିକା ଏହା କହିଛି ଯେ ,ପୂର୍ବରୁ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ ଦ୍ବାରା ଏହାର ପ୍ରମାଣ ଦେଇ ସାରିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published.