ହୁମାନ ସାଗର ଙ୍କ ମାସକୁ ରୋଜଗାର କେତେ ଜାଣିଲେ ମୁଣ୍ଡରେ ହାତ ଦେବେ – ଜାଣନ୍ତୁ କେତେ ମାସକୁ ରୋଜଗାର।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆପଣଙ୍କ ପ୍ରିୟ ହୁମାନ ସାଗର ମାସକୁ କେତେ ଟଙ୍କା ରୋଜଗାର କରିଥାନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଛୋଟ ପିଲା ଙ୍କୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ସହ ଜଡ଼ିତ ଅଛନ୍ତି ଏବଂ ପ୍ରତିଦିନ ଅନେକ ଅନଲାଇନ୍ ଭିଡିଓ ମଧ୍ୟ ଦେଖିଥାନ୍ତି । ତେବେ ସୋସିଆଲ ମିଡିଆରେ ଅନେକ ସମୟ ରେ ସିନେଷ୍ଟାର ମାନଙ୍କ ଭିଡିଓ ଆସିଥାଏ । ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ସୁପରଷ୍ଟାର ମାନେ ନିଜର କିଛି ନା କିଛି କଥା କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । 

 

ତେବେ ସେମାନଙ୍କ ପ୍ରଶସଙ୍କ ମାନେ ସର୍ବଦା ସେମାନଙ୍କ ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ରହିଥାନ୍ତି । ତେବେ ସୁପରଷ୍ଟାର ମାନେ ତଥା କଳାକାର ମାନେ ସବୁବେଳେ ଜୀବନ ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ଚର୍ଚ୍ଚା ର ବିଷୟ ପାଲଟି ଥାନ୍ତି ।ତେବେ ଦର୍ଶକ ବନ୍ଧୁ ଓଡ଼ିଶା ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ହୁମାନ ସାଗର ଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ହୁମାନ ସାଗର ଓଲିଉଡ ଜଗତ କୁ ଅନେକ ଗୁଡ଼ିଏ ଭଲ ଭଲ ସଙ୍ଗୀତ ପ୍ରଦାନ କରିଛନ୍ତି ।

 

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ହୁମାନ ସାଗର ବର୍ତ୍ତମାନ ସମୟ ରେ ଓଡ଼ିଶା ର ଜଣେ ପ୍ରସିଦ୍ଧ ତଥା ଲୋକ ପ୍ରିୟ ଗାୟକ ଭାବେ ପରିଚିତ ଅଟନ୍ତି। ତେବେ ସେ ଓଡ଼ିଆ ର ସବୁ ଫର୍ମାଟ ର ଗୀତ କୁ ବୋଲି ପାରୁଛନ୍ତି ,ଆଉ ଲୋକ ମାନେ ମଧ୍ୟ ତାଙ୍କର ଗୀତ କୁ ବେଶ୍ ପସନ୍ଦ କରୁଛନ୍ତି । ତେବେ ହୁମାନ ସାଗର ଙ୍କ କଣ୍ଠ ରେ ସତେ ଯେମିତି କୌଣସି ପ୍ରକାର ଯାଦୁ ରହିଛି ,ସେହିଭଳି ସେ ନିଜର କଣ୍ଠ ଦ୍ଵାରା ସମସ୍ତଙ୍କ ମନ କୁ ମୋହିତ କରି ଦେଇଥାନ୍ତି । ତେବେ ଆପଣ ମାନେ ତ ହୁମାନ ସାଗର ଙ୍କ ଅନେକ ଗୁଡ଼ିଏ ଗୀତ ନିଶ୍ଚୟ ସୁଣିଥିବେ ।

 

ତେବେ ଦର୍ଶକ ବନ୍ଧୁ ହୁମାନ ସାଗର  ଅନେକ ଗୁଡ଼ିଏ ଷ୍ଟେଜ ଶୋ ରେ ମଧ୍ୟ ଗୀତ ଗାଇଥାନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ହୁମାନ ସାଗର ଙ୍କ ରୋଜଗାର ବିଷୟରେ ଜଣାଇବୁ। ତେବେ ଦର୍ଶକ ବନ୍ଧୁ ହୁମାନ ସାଗର ପ୍ରତି ମାସ ରେ 5 ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତେବେ ଜଣାଇ ରଖୁଛୁ କି ,ସେ ଗୋଟିଏ ଗୀତ ବୋଲିବାକୁ 12000 ଟଙ୍କା ନେଇଥାନ୍ତି ଓ ଷ୍ଟେଜ ସୋ ପାଇଁ 70000 ରୁ 80000 ଟଙ୍କା ନେଇଥାନ୍ତି । ତେବେ ହୁମାନ ସାଗର ଙ୍କ କଣ୍ଠ ତଥା ତାଙ୍କର ସଙ୍ଗୀତ ଆପଣ ମାନଙ୍କୁ କେମିତି ଲାଗେ ଜଣାନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.