ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଆପଣଙ୍କ ପ୍ରିୟ ଅସୀମା ପଣ୍ଡା ମାସକୁ କେତେ ଟଙ୍କା ରୋଜଗାର କରିଥାନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ । ସୋସିଆଲ ମିଡିଆରେ ଅନେକ ସମୟ ରେ ସିନେଷ୍ଟାର ମାନଙ୍କ ଭିଡିଓ ଆସିଥାଏ । ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ସୁପରଷ୍ଟାର ମାନେ ନିଜର କିଛି ନା କିଛି କଥା କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ସେମାନଙ୍କ ପ୍ରଶସଙ୍କ ମାନେ ସର୍ବଦା ସେମାନଙ୍କ ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ରହିଥାନ୍ତି ।
ତେବେ ସୁପରଷ୍ଟାର ମାନେ ତଥା କଳାକାର ମାନେ ସବୁବେଳେ ଜୀବନ ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ଚର୍ଚ୍ଚା ର ବିଷୟ ପାଲଟି ଥାନ୍ତି । ତେବେ ଦର୍ଶକ ବନ୍ଧୁ ଓଡ଼ିଶା ର ଜଣେ ଜଣାଶୁଣା ଗାୟିକା ଅସୀମା ପଣ୍ଡା ଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଗାୟିକା ଅସୀମା ପଣ୍ଡା ନିଜର ସୁମଧୁର କଣ୍ଠ ରେ ସମସ୍ତଙ୍କୁ ମୋହିତ କରିଦେଇଥାନ୍ତି ।
ସତେ ଯେମିତି ତାଙ୍କ କଣ୍ଠ ରେ ଏକ ପ୍ରକାରର କୁହୁକ ରହିଥାଏ। ତେବେ ଅସୀମା ପଣ୍ଡା ଙ୍କ ଗୀତ କୁ ଲୋକ ମାନେ ବେଶ୍ ପସନ୍ଦ କରିଥାନ୍ତି ଏବଂ ଅସୀମା ପଣ୍ଡା ଙ୍କୁ ମଧ୍ୟ ଲୋକ ମାନେ ବହୁତ୍ ଭଲ ପାଇବା ଦେଇଥାନ୍ତି । ତେବେ ଅସୀମା ପଣ୍ଡା ଓଲିଉଡ ଜଗତ କୁ ଅନେକ ଗୁଡ଼ିଏ ଭଲ ଭଲ ସଙ୍ଗୀତ ପ୍ରଦାନ କରିଛନ୍ତି । ତେବେ ଆପଣ ମାନେ ମଧ୍ୟ ଅସୀମା ପଣ୍ଡା ଙ୍କ ର ଅନେକ ଗୁଡ଼ିଏ ଗୀତ ଶୁଣିଥିବେ ।
ତେବେ ଦର୍ଶକ ବନ୍ଧୁ ଅସୀମା ପଣ୍ଡା ଅନେକ ଗୁଡ଼ିଏ ଷ୍ଟେଜ ଶୋ ରେ ମଧ୍ୟ ଗୀତ ଗାଇଥାନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଅସୀମା ପଣ୍ଡା ଙ୍କ ରୋଜଗାର ବିଷୟରେ ଜଣାଇବୁ। ତେବେ ଦର୍ଶକ ବନ୍ଧୁ ଅସୀମା ପଣ୍ଡା ପ୍ରତି ମାସ ରେ 5 ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତେବେ ଜଣାଇ ରଖୁଛୁ କି ,ସେ ଗୋଟିଏ ଗୀତ ବୋଲିବାକୁ 10000 ଟଙ୍କା ନେଇଥାନ୍ତି ଓ ଷ୍ଟେଜ ସୋ ପାଇଁ 50000 ରୁ 60000 ଟଙ୍କା ନେଇଥାନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।