ନାରୀ ମାନଙ୍କ ବିଷୟରେ ରାବଣ କହିଥିବା ଏହି 4 ଟି କଥା ଖରାପ ଅଟେ ,ହେଲେ ସତ୍ୟ ଅଟେ – ଜାଣନ୍ତୁ ।

 

 

ବନ୍ଧୁଗଣ ରାବଣ ମହିଳା ମାନଂକ ବିଷୟରେ ଏମିତି 4 ଟି କଥା କହିଅଛି ଯାହାକୁ ଜାଣିଲେ ଆପଣ ଭାବିବେ ରାବଣ ସତରେ ବହୁତ୍ ବଡ ଜ୍ଞାନୀ ଥିଲା । ବନ୍ଧୁଗଣ ରାବଣ ରାମାୟଣ ର ଏକ ପ୍ରମୁଖ ଚରିତ୍ର ଅଟେ । ଶାସ୍ତ୍ର ରେ କୁହା ଯାଏ କି ରାବଣ ଜଣେ ମହା ପଣ୍ଡିତ ଥିଲେ ,ଏହା ସହିତ ସେ ଜଣେ ମହା ଜ୍ଞାନୀ ମଧ୍ୟ ଥିଲେ । ତେବେ ରାବଣ ନାରୀ ମାନଙ୍କ ବିଷୟରେ ଏମିତି 4 ଟି କଥା କହିଛନ୍ତି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ।

 

ତେବେ ରାବଣ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀ ଲୋକ ମାନଙ୍କ ବିଷୟରେ ଏହା କହିଥିଲେ କି ସ୍ତ୍ରୀ ମାନେ ବହୁତ୍ ସ୍ୱାର୍ଥପର ଅଟନ୍ତି । ସେମାନେ ନିଜର ସ୍ବାର୍ଥ ହାସଲ କରିବା ପାଇଁ ବହୁତ୍ ତଳକୁ ଖସି ପାରନ୍ତି । ଏମିତି ନାରୀ ମାନେ ଲୋଭ ରେ ପଡ଼ି କିଛି ବି କରି ପାରନ୍ତି। ତେବେ ଆପଣ ମାନେ ଜାଣି ପାରୁଥିବେ ଯେ ,ନାରୀ ମାନଙ୍କ ବିଷୟରେ ରାବଣ କହିଥିବା ଏହି କଥା ଟି କେତେ ସତ୍ୟ ଅଟେ। 

 

ଦ୍ଵିତୀୟ ରେ ଏହା କହିଥିଲେ କି ସ୍ତ୍ରୀ ଲୋକ ମାନେ ନିଜର କୌଣସି କଥା ରେ ବହୁତ୍ ଜଲ୍ଦୀ ଓଲଟି ଯାଇ ପାରନ୍ତି । ସ୍ତ୍ରୀ ମାନଙ୍କ ଉପରେ ବହୁତ୍ ଭାବି ଚିନ୍ତି ଭରସା କରିବା ଉଚିତ୍ କାହିଁକି ନା ଏମାନେ ଅନେକ କଥା ରେ ମିଛ କଥା ମଧ୍ୟ କହିଦେଇଥାନ୍ତି। ଆଉ ମଧ୍ୟ ସ୍ତ୍ରୀ ଲୋକ ମାନେ ଜଣକ କଥା କୁ ନେଇ ଆଉ ଜଣକ ଆଗରେ କହିଥାନ୍ତି ।

 

ତୃତୀୟ କଥା ଟି ହେଉଛି ନାରୀ ମାନଙ୍କ ପାଖରେ କୌଣସି ବି କଥା ବା କୌଣସି ବି ରାଜ୍ ଲୁଚିକି ରହିପାରେ ନାହିଁ । ତେବେ ଆପଣ କେଉଁ ସ୍ତ୍ରୀ ଲୋକ ସହ ନିଜର କଥା ସେୟାର କରିବା ବେଳେ ଟିକେ ଭାବି ଚିନ୍ତି ସେୟାର କରନ୍ତୁ । ସ୍ତ୍ରୀ ଲୋକ ମାନେ ଗୁପ୍ତ ବା ରାଜ୍ ଥିବା କଥା କୁ ବହୁତ୍ ଜଲ୍ଦୀ ଖେଳାଇ ଦେଇଥାନ୍ତି ।

 

ଚତୁର୍ଥ କଥା ହେଉଛି ନାରୀ ମାନେ ଅନ୍ୟର କଥା ରେ ବହୁତ୍ ଜଲ୍ଦୀ ଆସି ଯାଇଥାନ୍ତି ତଥା ଅନ୍ୟର ଜାଲ୍ ରେ ବହୁତ୍ ଜଲ୍ଦୀ ଫସି ଯାଇଥାନ୍ତି। ଏମିତି କି ସ୍ତ୍ରୀ ମାନେ ପର ଙ୍କ କଥା ରେ ଆସି ଯାଇ ନିଜ ଘର ର ବିନାଶ କରିବାକୁ ଲାଗି ଯାଇଥାନ୍ତି । ସ୍ତ୍ରୀ ଲୋକ ମାନେ ଯେତେବେଳେ ରାଗି ଯାଇଥାନ୍ତି , ସେତେବେଳେ ସେ କାହାକୁ ବି ଛାଡ଼ନ୍ତୀ ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.