ମାତ୍ର ୧ ଟଙ୍କାରେ ଘରକୁ ଆଣନ୍ତୁ ନୂଆ ସ୍କୁଟି , ତିନି ଦିନ ପାଇଁ ଅଫର ଦେଉଛି ହିରୋ – ଏମିତି ଅଫର ଆଉ କେବେ ଆସିବ ନାହିଁ – ଏବେ ହିଁ ଜାଣନ୍ତୁ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , 1 ଟଙ୍କା ରେ କେଉଁ କମ୍ପାନୀ ର କେଉଁ ସବୁ ସ୍କୁଟି ମିଳୁଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ଯଦି ଯଦି ଆପଣ କୌଣସି ସ୍କୁଟି କିଣିବାକୁ ଚିନ୍ତା କରୁଛନ୍ତି ,ତାହେଲେ ଏହା ହିଁ ଆପଣଙ୍କ ପାଇଁ ବେଶ୍ ଉପଯୁକ୍ତ ସମୟ । କାହିଁକି ନା ଏବେ ଆସିଛି ଏକ ଧମାକାଦାର ଅଫର୍ । ତେବେ ସୂଚନା ମୁତାବକ , ମାତ୍ର 1 ଟଙ୍କା ଡାଉନପେମେଣ୍ଟ ଦେଇ ଆପଣ ନୂଆ ସ୍କୁଟି କିଣି ଆଣିପାରିବେ । ତେବେ ସୂଚନା ମୁତାବକ , ଦେଶର ପ୍ରସିଦ୍ଧ ଦୁଇ ଚକିଆ କମ୍ପାନୀ ହିରୋ ମୋଟୋକର୍ପ ଗତ ମଙ୍ଗଳ ବାର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହା ଘୋଷଣା କରିଛି ।

 

ତେବେ ଏହି ଅଫର ଟି ଭାରତ ର ସବୁ ସ୍ଥାନ ପାଇଁ ଜାରି ହୋଇ ନାହିଁ ,ଏହି ଅଫର ଟି ଭାରତ ର କେବଳ କିଛି ସହରରେ ଆରମ୍ଭ ହୋଇଛି । ତେବେ ଏହି ଅଫର ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ଯଦି ଆପଣ ସ୍କୁଟି କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ସମୟ ଆପଣ ନିଜର ନିକଟସ୍ଥ ହିରୋ ଶୋ’ରୁମ୍ କୁ ଯାଇ ସ୍କୁଟି କିଣି ପାରିବେ । 

 

କେବଳ ଏତିକି ନୁହେଁ ,୧ ଟଙ୍କାର ଡାଉନ ପେମେଣ୍ଟର ସୁବିଧା ସହ କମ୍ପାନୀ କ୍ୟାସ୍ ବୋନସ ଅଫର ର ସୁବିଧା ଦେଇଛି ।ତେବେ କମ୍ପାନୀ କହିବା ଅନୁଯାୟୀ , ଡେଷ୍ଟିନି ୧୨୫ ,ମାଏଷ୍ଟ୍ରୋ ଏଜ୍ ୧୨୫ ଓ ପ୍ଲିଜର୍ ପ୍ଲସ୍ କିଣିବା ବେଳେ ମହିଳା ମାନଙ୍କୁ ବୋନସ୍ ଆକାରରେ 4000 ଟଙ୍କା ନଗଦ ରେ ଦିଆ ଯାଉଛି । ଆଉ ମଧ୍ୟ ଡେଷ୍ଟିନି ୧୨୫ ବାଇକ୍ କିଣିଲେ ୨,୦୦୦ ଟଙ୍କା ବୋନସ୍ ଆକାରରେ ଦିଆ ଯାଉଛି ।

 

ତେବେ କମ୍ପାନୀ କହିବା ଅନୁଯାୟୀ , ଯଦି ସ୍କୁଟି ନେବା ସମୟ ରେ ସ୍କୁଟି କୌଣସି ମହିଳା ଙ୍କ ନାଁରେ ବୁକିଂ କରନ୍ତି, ତାହେଲେ ତାଙ୍କୁ ଏହି ଅଫର ଦିଆଯିବ । ତେବେ ଜଣାଇ ରଖୁଛୁ ଯେ ,ବର୍ତ୍ତମାନ ବଜାର ରେ ମାଷ୍ଟ୍ରୋ ଏଜ୍ ୧୧୦ ର ମୂଲ୍ୟ ୬୬,୮୨୦ ଟଙ୍କା ,ଡେଷ୍ଟିନି ୧୨୫ ର ମୂଲ୍ୟ ୭୦,୪୦୦ ଟଙ୍କା ଏବଂ ମାଷ୍ଟ୍ରୋ ଏଜ୍ ୧୨୫ ର ମୂଲ୍ୟ ୭୩,୪୫୦ ଟଙ୍କା ରହିଛି । ତେବେ ଯଦି ଏହି ସମୟ ରେ ସ୍କୁଟି କିଣନ୍ତି ତାହେଲେ ୪ ରୁ ୬ ହଜାର ଟଙ୍କା ରିହାତି ରେ ପାଇ ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *