ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଓଡ଼ିଆ ର ଜଣା ଶୁଣା ଅଭିନେତା ତଥା ଅଭିନେତ୍ରୀ ରୂପା ଓ ପିଣ୍ଟୁ କୁ ଜାଣିଥିବେ । ତେବେ ସେ ବର୍ତ୍ତମାନ ସମୟ ରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ରେ ବହୁତ୍ ଲୋକ ପ୍ରିୟତା ହାସଲ କରି ସାରିଲେଣି । ତେବେ ସେ ଦୁଇ ଜଣ ବର୍ତ୍ତମାନ ସମୟ ରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବର ନାମରେ ପରିଚିତ ଅଟନ୍ତି । ତେବେ ତାଙ୍କର ୟୁଟ୍ୟୁବର ନାମ ହେଉଛି ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ।
ତେବେ ସେହି ଚ୍ୟାନେଲ ରେ ଏହି ଦୁଇ ଜଣ ବହୁତ୍ ସୁନ୍ଦର ସୁନ୍ଦର ଭିଡିଓ ଅପଲୋଡ଼ କରିଥାନ୍ତି , ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ। ଏଥିପାଇଁ ମଧ୍ୟ ଲୋକ ମାନେ ତାଙ୍କୁ ଧୀରେ ଧୀରେ ବହୁତ୍ ପସନ୍ଦ କରିବାକୁ ଲାଗୁଛନ୍ତି ,ଯାହା ଦ୍ଵାରା କି ତାଙ୍କର ଚ୍ୟାନେଲ ଧୀରେ ଧୀରେ ବହୁତ ଗ୍ରୋ କରିବାରେ ଲାଗିଛି। ତେବେ ଆପଣ ମାନେ ତ ଅନେକ ସମୟ ରୁପା ଓ ପିଣ୍ଟୁ ଙ୍କ ଜୀବନ ଶୈଳୀ ବିଷୟରେ ଦେଖିବାକୁ ପାଉଥିବେ ।
କିନ୍ତୁ ଆପଣ ମାନେ ଏ କଥା ଜାଣି ନଥିବେ ଯେ ସେ ନିଜ ୟୁଟ୍ୟୁବରୁ କେତେ ଟଙ୍କା ରୋଜଗାର କରିଥାନ୍ତି? ତେବେ ଆସନ୍ତୁ ଜାଣି ନେବା ଏ ବିଷୟରେ ।ତେବେ ବର୍ତ୍ତମାନ ସମୟ ରେ ଅନେକ ଲୋକ ମାନଙ୍କ ମୁଁହ ରେ ଏହି ପ୍ରଶ୍ନ ଉଠିଛି। ତେବେ ଆପଣ ମାନଙ୍କୁ ବି ଜାଣିବାକୁ ଇଚ୍ଛା ହେଉଥିବ ତାଙ୍କର ମାସକୁ ଇନକମ କେତେ ହୋଇଥାଏ । ତେବେ ବନ୍ଧୁଗଣ ସେମାନେ କେଉଁ ସବୁ ସୋର୍ସରୁ ପ୍ରଥମେ ଇନକମ କରନ୍ତି ଆସନ୍ତୁ ଜାଣି ନେବା।
ତେବେ ବ୍ଳଗିଙ୍ଗ ହେଉଛି ତାଙ୍କ ଇନକମ ର ମେନ ସୋର୍ସ । ତେବେ ସେ ପ୍ରତିଦିନ ସଂଧ୍ୟା ପାଞ୍ଚଟାରେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚ୍ୟାନେଲରେ ଅପଲୋଡ଼ କରିଥାନ୍ତି । ଦ୍ଵିତୀୟ ରେ ହେଉଛି ଆଲବମ୍ । ତେବେ ସେମାନେ ଅନେକ ମ୍ୟୁଜିକ ଭିଡିଓ କରି ସେଥିରୁ ମଧ୍ୟ ଇନକମ କରିଥାନ୍ତି । କେବଳ ଏତିକି ନୁହେଁ ବର୍ତ୍ତମାନ ସେମାନେ ନିଜର ଏକ ମ୍ୟୁଜିକ ଚ୍ୟାନେଲ ଖୋଲିଛନ୍ତି।
ତେବେ ସେହି ମ୍ୟୁଜିକ ଚ୍ୟାନେଲ ନାଁ ହେଉଛି ଖୁସି ଏଣ୍ଟରଟେନମେଣ୍ଟ। ତେବେ ଦର୍ଶକ ବନ୍ଧୁ ତାଙ୍କର ମେନ୍ ଚ୍ୟାନେଲ ରୁ ମାସକୁ ପ୍ରାୟ ପାଖାପାଖି ଦୁଇ ହଜାର ଡ଼ଲାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି।ଆଉ ଏହା ସହିତ ମଧ୍ୟ ସେମାନେ ନିଜର ପ୍ରତିଟି ଆଲବମ ପିଛା ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।