ଗଞ୍ଜେଇ କାରବାର ବେଳେ ଧରା ପଡିଲେ ରାନୀ ପଣ୍ଡା । ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ ଖବର … 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗଞ୍ଜେଇ କାରବାର କରି ଜେଲ ଗଲେ ରାନୀ ପଣ୍ଡା ।ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ  ଆସୁଥିବା ବଡ ଖବର ରୁ ଏହା ଜଣା ପଡ଼ିଛି ଯେ,ଗ-ଞ୍ଜେ-ଇ ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି ରାନୀ ପଣ୍ଡା। ତେବେ ରାନୀ ପଣ୍ଡା ଯେତେବେଳେ ଚାଲାଣ କରୁଥିଲେ ସେହି ସମୟ ରେ ଆରକ୍ଷୀ ଅଧିକାରୀ ତାଙ୍କୁ  ଗି-ର-ଫ କରିଛନ୍ତି । ତେବେ ରାନୀ ପଣ୍ଡା ଙ୍କ ନିକଟ ରୁ ୨୦ କେଜି ଗ-ଞ୍ଜେ-ଇ ଜବତ ହେବା ସହ ଏକ ବାଇକ ମଧ୍ୟ ଜବତ ହୋଇଛି । ତେବେ ଦର୍ଶକ ବନ୍ଧୁ ଏହି ରାନୀ ପଣ୍ଡା ପ୍ରକୃତ ରେ କିଏ ,ଆସନ୍ତୁ ଜାଣି ନେବା ।

 

ତେବେ ରାଣୀ ପଣ୍ଡା ହେଉଛନ୍ତି ଜଣେ ଏମିତି ଗୁଣ୍ଡା ,ଯେ କି ଲୋକ ମାନଙ୍କୁ ଡରାଇ ଧମକାଇ ବଟି ଅଦାୟ କରିଥାଏ ଓ ଏହା ସହ ଗ-ଞ୍ଜେ-ଇ ଚାଲାଣ ମଧ୍ୟ କରିଥାଏ। ଆଉ ଯେଉଁ ଲୋକ ମାନେ ବଟୀ ଦିଅନ୍ତି ନାହିଁ ସେମାନଙ୍କ ଉପରେ ଆକ୍ରମଣ କରାଇ ଥାଏ। ତେବେ ଏହି ରାନୀ ପଣ୍ଡା ଅନେକ ଥର ଆରକ୍ଷୀ ଅଧିକାରୀ ଙ୍କ ହାତ ରୁ ଖସିବାରେ ସଫଳ ହୋଇଥିଲା । କିନ୍ତୁ ଶେଷ ରେ ରାନୀ ପଣ୍ଡା ଙ୍କୁ ବ୍ରହ୍ମପୁର ବଡ ବଜାର ଉତ୍ତରାମୁଖୀ ଠାରେ ହେପାଜତ ରେ ନେଇଛନ୍ତି ଆରକ୍ଷୀ ଅଧିକାରୀ। 

 

ମିଳିଥିବା ସୂଚନା ଅନୁଯାୟୀ , କିଛି ଦିନ ତଳେ

କୈଳାସ ନଗରରେ ରହୁଥିବା ଗୋପାଳ କୃଷ୍ଣ ପଣ୍ଡା ଙ୍କୁ ଫୋନ କରି ଧମକ ଦେଇ ବଟି ମାଗିଥିଲା ରାନୀ ପଣ୍ଡା କିନ୍ତୁ ସେ ବଟି ନ ଦେବାରୁ ରାନୀ ପଣ୍ଡା ଲୋକ ଲଗାଇ ତାଙ୍କ ଉପରେ ଆକ୍ରମଣ କରାଇଥିଲା । ତେବେ ଏ ନେଇ ମଧ୍ୟ ଥାନା ରେ ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମାନ ସମୟ ରେ ରାନୀ ପଣ୍ଡା ଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.