ପୁଅ Ariyan ଙ୍କ ପରେ ଏବେ ପଡିଲା ବାପା Shah rukh Khan ଙ୍କ ପାଳି । NCB ହାତରେ ଲାଗିଲା ବଡ଼ ପ୍ରମାଣ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆର୍ଯ୍ୟାନ୍ ଖାଁ ଙ୍କ ପାଇଁ ସାହାରୁକ୍ ଖାଁ ଭି ଯାଇ ପାରନ୍ତି ଜେ-ଲ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସାହାରୁକ୍ ଆଜି କହୁଛନ୍ତି କି ମୋ ପୁଅ ଉପରେ ହୋଇଥିବା ପ୍ରତିଟି ଅ-ତ୍ୟା-ଚା-ର ର ମୁ ଗୋଟେ ଗୋଟେ କରି ବ-ଦ୍ଲା ନେବି । ତାଙ୍କ ପୁଅ ଜୀବନ ସହିତ ଯେଉଁମାନେ ବିଭିନ୍ନ ପ୍ରକାର ରେ ଖେଳିବା ପାଇଁ ଚାହୁଁଛନ୍ତି ସେ ତାଙ୍କୁ ସମ୍ପୂର୍ଣ ରୂପେ ନ-ଷ୍ଟ କରିଦେବେ । ଏବେ ଏନ୍ ସି ବି ର ନଜର ରେ ରହିଛନ୍ତି ଆରୀୟନ ଖାଁ । ସତୀସ ମାନସିଂହ ଆର୍ଯ୍ୟାନ୍ ଖାଁ ଓ କିଙ୍ଗ ଖାଁ ଙ୍କ ଓକିଲ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି କିପରି ଭାବରେ ତାଙ୍କ ପୁଅ ଙ୍କୁ ଏନ୍ ସି ବି କବଳ ରୁ ର-କ୍ଷା କରି ପାରିବେ । ଆର୍ଯ୍ୟାନ୍ ଙ୍କ ପାଖରୁ ସେହି ରେଭ ପାର୍ଟି ର ନା କୌଣସି ଟିକେଟ ବାହାରିଛି ନା ସେ ଡ୍ର-ଗ ସେବନ କରିବେ ଖବର ଆସିଛି । ଏବେ ସବୁ କିଛି କଥା ର ଗୁମର ଫିଟୁଛି ଆର୍ଯ୍ୟାନ୍ ଙ୍କ ମୋବାଇଲ ଫୋନ । ଆର୍ଯ୍ୟାନ୍ ପୁଣି ଗୋଟିଏ ନୂଆ କଥା  ଏନ୍ ସି ବି  ପାଖରେ କହିଛନ୍ତି କୁ ସେ ତାଙ୍କ ବାପା ଙ୍କୁ ଦେଖା କରିବା ପାଇଁ ଆପର୍ଟମେଣ୍ଟ ନେଇଥାନ୍ତି । ଏବେ ବହୁତ୍ କିଛି ପ୍ରଶ୍ନ ସାମ୍ନା କୁ ଆସୁଛି । ଆର୍ଯ୍ୟାନ୍ ଙ୍କ ଦୁଇ ବନ୍ଧୁ ମଧ୍ୟ ଡ୍ର-ଗ କାରବାର ରେ ଧରା ପଡ଼ୁଛନ୍ତି ।

 

ସାରୁକ୍ ଖାଁ ଙ୍କ ପୁଅ ଙ୍କୁ ଜେ-ଲ ରୁ ଉଦ୍ଧାର କରିବା ପାଇଁ ସଲମାନ୍ ଖାଁ ଯେତେ ଚେଷ୍ଟା କରିଥିଲେ ହେଲେ ସେ ଭି ହାର ମାନି ଯାଇଛନ୍ତି । ସଲମାନ୍ ତାଙ୍କର ଅତି ଘନିଷ୍ଟ ବୁଦ୍ଧିମାନ ଓକିଲ ଙ୍କୁ ଏହି  ଘଟଣା ସହ ଲଢ଼ିବା ପାଇଁ ଲଗାଇଥିଲେ ହେଲେ । ଯେଉଁ ଓକିଲ ରୀୟା ଚକ୍ରବର୍ତ୍ତୀ ଓ ସଲମାନ୍ ଙ୍କୁ ବଞ୍ଚାଇଥିଲେ । ହେଲେ ଏସ ବି ଆଇ ର ଓକିଲ ଏତେ ପରିମାଣ ରେ ସବୁ କିଛି ର ତ-ଦ-ନ୍ତ କରି ଆସିଥିଲେ ଯାହା ପାଇଁ ସେମାନେ ନ୍ୟାୟାଳୟ ରେ ବହୁତ୍ କିଛି ଭିତର କଥା ଭି ବଖାଳି ଦେଇଥିଲେ ଯାହା ପାଇଁ ଆର୍ଯ୍ୟାନ୍ ଖାଁ ଙ୍କୁ ଆହୁରି କିଛି ଦିନ ଜେ-ଲ ରେ ରହିବା ପାଇଁ ପଡିଲା କାରଣ କୋ-ର୍ଟ ରେ କୌଣସି ନ୍ୟାୟ ମୀମାଂସା ହୋଇ ପାରି ନଥିଲା । 

 

ଏବେ ସାରୁକ୍ ଖାଁ ଙ୍କ ବି-ରୁ-ଦ୍ଧ ରେ ଏକ ବଡ଼ ଖବର ସାମ୍ନା କୁ ଆସିଛି । ତାଙ୍କ ଡ୍ରାଇଭର ହିଁ ଏହି ସୁରାଗ୍ ଦେଇଛନ୍ତି ଏନ୍. ସି.ବି  ଅଫିସର୍ ସମୀର ଙ୍କୁ । ସେ କହିଛନ୍ତି ସାରୁକ୍ ଖାଁ ଙ୍କ ପୁଅ ଆର୍ଯ୍ୟାନ୍ ଖାଁ ତାଙ୍କ ଘର ତଳେ ଗୋଟିଏ ଗଳି ସ୍ଥାନ ରହିଛି ଯେଉଁଠାରେ ତାଙ୍କ ପୁଅ ସି-ଗା-ରେ-ଟ ଟାଣନ୍ତି । ଯେଉଁ ସି-ଗା-ରେ-ଟ  ସେ ଟାଣିବା ପରେ ତାଙ୍କ ବ୍ୟବହାର ରେ କିଛିଟା ପରିବର୍ତ୍ତନ ଦେଖା ଦେଇଥାଏ । ପ୍ରଶ୍ନ ଉଠିଛି ସେ ସେହି ସି-ଗା-ରେ-ଟ୍ ଭିତରେ ଡ୍ର-ଗ୍ସ  ନେଇଛନ୍ତି କି । ତାଙ୍କ ବିଷୟରେ ତାଙ୍କ ବାପା ଭି ଜାଣିଛନ୍ତି । ଏବେ ତାଙ୍କ ଘର ସନ୍ଧାନ କରା ଯିବ ଯାହା କି ଖୁବ୍ ମ-ହ-ଙ୍ଗା ପଡିପାରେ । ଯଦି ତାଙ୍କ ଘରେ କୌଣସି ଡ୍ର-ଗ୍ସ ମିଳିବ ତ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *