ପୁଣି ଦେଖିବାକୁ ମିଳିଲା ଚର୍ଚ୍ଚିତ ରାଣୀ ପଣ୍ଡାଙ୍କ ହଟ୍ ଡାନ୍ସ ଭିଡ଼ିଓ । ଆସନ୍ତୁ ଦେଖିବା ରାନୀ ଙ୍କ ଡ୍ୟାନ୍ସ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଦେଖିବାକୁ ମିଳିଲା ଚର୍ଚ୍ଚିତ ରାଣୀ ପଣ୍ଡାଙ୍କ ହଟ୍ ଡାନ୍ସ ଭିଡ଼ିଓ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଯାତ୍ରା ଜଗତରେ ଲୋକପ୍ରିୟତା ହାସଲ କରିଛନ୍ତି । ମାସ ମାସ ଧରି ଏମାନେ ନିଜ ଘର ପରିବାରକୁ ଛାଡି ଗୋଟେ ଗାଁ ରୁ ଅନ୍ୟ ଗାଁକୁ ଯାଇ ଯାତ୍ରା ପଦର୍ଶନ କରିଥାନ୍ତି । ଯାତ୍ରା କଳାକାର ମାନେ ବନ୍ଧୁଗଣ ଗୋଟିଏ ଟେକରେ ନିଜ ଅଭିନୟ ପଦର୍ଶନ କରିଥାନ୍ତି ।

ଯାତ୍ରା ଜଗତରେ ଅଭିନୟ କରି ଅନେକ କଳାକାର ପ୍ରସିଦ୍ଧି ହାସଲ କରିଛନ୍ତି ।ଏମିତି କି ଅନେକ ଓଡିଆ ଫିଲ୍ମ କଳାକାର ମାନେ ମଧ୍ୟ ଯାତ୍ରା ଜଗତରେ କାମ କରିଛନ୍ତି ।  ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ରାନୀ ପଣ୍ଡା ।ଆପଣ ମାନେ ସମସ୍ତେ ଯାତ୍ରା ଜଗତରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । 

ରାନୀ ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଓ ସେ ନିଜ ଜବରଦସ୍ତ ଡ୍ୟାନ୍ସ ଏବଂ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଆମ ଓଡିଶାରେ ରାନୀଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।ରାଣୀ ନିଜ ପର୍ଶନାଲ ଲାଇଫ ଓ ନିଜ କଡା ବୟାନ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ରାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଆସିବା ଦିନରୁ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । 

ରାନୀ ଅଧିକାଂଶ ସମୟ ଲାଇଭ ମଧ୍ୟ ଆସି ନିଜ ଫ୍ୟାନ୍ସ ମାନଙ୍କ ସହ କଥା ହୁଅନ୍ତି ।ତେବେ ଗତ କିଛି ସମୟ ହେବ ରାନୀଙ୍କର ଏକ ଯାତ୍ରା ସ୍ଟେଜ ପର୍ଫମାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାନୀ ‘ଡବଲ ଅଣ୍ଡା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ରାନୀ ଏହି ଭିଡିଓରେ ଏକ ଗୋଲାପି ରଙ୍ଗର ଷ୍ଟାଇଲିସ ଡ୍ରେସ ପିନ୍ଧି ଛନ୍ତି ଓ ବହୁତ ହଟ୍ ନଜର ଆସୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *