ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରୂପା ଖୁସିଙ୍କ ସହିତ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଲା।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରୂପ ଓ ପିଣ୍ଟୁ କୁ ତ ଆପଣ ମାନେ ଭଲ ସେ ଚିହ୍ନି ଥିବେ ।ତେବେ ତାଙ୍କ ଚ୍ୟାନେଲକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଅନେକ ଭଲ ପାଇବା ଦେଇଥାନ୍ତି।ସେ ନିଜ ଚ୍ୟାନେଲରେ ପ୍ରତିଦିନର ତାଙ୍କର ଦୈନଦିନ ଜୀବନରେ କଣ କରନ୍ତି ସେହି ଭିଡିଓ ଅପଲୋଡ଼ କରିଥାନ୍ତି ଯାହା ଦର୍ଶକ ମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।ତେବେ ଆଜି ଆମେ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ।
ତେବେ ଆପଣମାନେ ରୁପା ପିଣ୍ଟୁଙ୍କୁ ଟିକ ଟକରୁ ନେଇ ବର୍ତ୍ତମାନ ୟୁଟ୍ୟୁବରେ ବ୍ଲଗିଙ୍ଗ କରିବା ପର୍ଯ୍ୟନ୍ତ ଦେଖୁଥିବେ।ତାଙ୍କର ନୂଆ ନୂଆ ଆଲବମ ହେଉ ବା ଇଂଷ୍ଟା ରିଲସ ସବୁଥିରେ ଦେଖିବାକୁ ମିଳୁଛି ଆପଣ ମାନଙ୍କ ଭଲ ପାଇବା।ତେବେ ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ରୁପା ପିଣ୍ଟୁଙ୍କ ସହିତ କଥା ହେବାକୁ ଚାହୁଁଥିବେ।
ସେ ତାଙ୍କର ଏହି କେନାଲରେ ନିଜର କୁନି ଝିଅ ଖୁସି ବିଷୟ ରେ ମଧ୍ୟ ଅନେକ ଜିନ୍ସ ଦେଖେଇ ଛନ୍ତି। ଖୁସି ହୋଇ ଖାଉଛି , କିପରି ଖେଳୁଛି , ଦିନରୁ ରାତି ଯାଏ ସେ କରୁଥିବା ସବୁ କାମକୁ ସେ ତାଙ୍କର ଏହି ଚେନାଲ ମାଧ୍ୟମ ରେ ଲୋକୋଙ୍କ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଅନ୍ୟ ପଟେ ରୂପା ଓ ପିଣ୍ଟୁଙ୍କର ମ୍ୟୁଜିକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଧମାଲ୍ ମଚାଇଛି। ଯାହା ଲୋକେ ଅନେକ ପସନ୍ଦ କରୁଛନ୍ତି। ଯାହା ୟୁଟ୍ୟୁରେ ଅନେକ ଲାଇକ ମଧ୍ୟ ମିଳିଛି ।
ଅନ୍ୟପଟେ ସେ ଏକ ଭିଡିଓ ରେ ରୂପା ଗହମ ସୁଖାଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ରୂପା ସାଇକେଲରେ ବୁରାରେ ଭର୍ତ୍ତି ହେଇଥିବା ଗହମକୁ ଲୋଦୁ ଥିବାର ଦୃଶ୍ୟ ସାମ୍ନା କୁ ଆସିଚି ଆଉ ସେଠରେ ପିଣ୍ଟୁ ରୂପାଙ୍କ ସହିତ ଥଟା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଚି । ପିଣ୍ଟୁଙ୍କ ସମେତ ସେଠାରେ ତାଙ୍କ ଘର ଲୋକ ମଧ୍ୟ ରୂପାର ସହିତ ମସ୍ତି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।