ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କେବଳ ମାତ୍ର ୧୦ ମିନିଟରେ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ଗୋଡ ବିନ୍ଧା ସବୁ ଗାୟବ କରିଦେବ ।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକାଲି ଛୋଟ ବଡ ସମସ୍ତଙ୍କ ମଧ୍ୟରେ ଜଏଣ୍ଟ ପେନ୍ ଭଳି ସମସ୍ୟା ଦେଖିବାକୁ ମିଳୁଛି ଖରାପ ଜୀବନଶୈଳୀ ଏବଂ ଭୁଲ୍ ଖାଦ୍ୟପେୟ ଯୋଗୁଁ ଆପଣଙ୍କୁ ଏମିତି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଆଗରୁ ବୃଦ୍ଧ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଥିଲା ।ହେଲେ ଆଜିକାଲି କମ୍ ବୟସର ଲୋକଙ୍କ ଭିତରେ ମଧ୍ୟ ଏହି ସମୟ ଦେଖା ଗଲାଣି କାରଣ ଆଜିର ଯୁବପିଢି ଶାରିରୀକ ପରିଶ୍ରମ ବୋହୁତ କମ୍ କରୁଛନ୍ତି ଫଳରେ ଅର୍ଥେରେଟିସ୍ ଓ ଗଣ୍ଠିଆ ଭଳି ସମସ୍ୟା ସେମାନେ ଭୋଗିଥାନ୍ତି ଏବଂ ବୋହୁତ କଷ୍ଟ ପାଇଥାନ୍ତି। ଆଜି ଆସନ୍ତୁ ଏମିତି ଏକ ତେଲ ବିଷୟରେ ଜାଣିବା ଯାହାର ପ୍ରୟୋଗ କରି ଆପଣ ନିଜର ଜଏଣ୍ଟ ପେନ୍ ଭଳି ସମସ୍ୟାକୁ ସବୁଦିନ ପାଇଁ ଦୂର କରିପାରିବେ।
ତେବେ ଆସନ୍ତୁ ଜାଣିବା ଏହି ତେଲକୁ ଆପଣ କିପରି ବନାଇବେ ଏବଂ ଏହାର ପ୍ରୟୋଗ କିପରି କରିବେ।ଯଦି ଆପଣ ରସୁଣର ପ୍ରୟୋଗ କରିବେ ତେବେ ଆପଣଙ୍କୁ ବୋହୁତ ଫାଇଦା ମିଳିବ। ଅନେକ ସମୟରେ ଆମ ଶରୀରରେ ପୋଷାକ ତତ୍ତ୍ଵ ଅଭାବରୁ ବା କ୍ୟାଲସିୟମର ଅଭାବ କାରଣରୁ ଆର୍ଥେଟିସ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ ସେଥିପାଇଁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ।ପ୍ରଥମ ଆପଣ ୧ ରୁ ୨ଟି ରସୁଣ ନିଅନ୍ତୁ ଏବଂ ସେଥିରୁ ସମସ୍ତ ରସୁଣ ପାଖୁଡାର ଚୋପା କାଢି ନିଅନ୍ତୁ ଏହି ତେଲକୁ ବାନାଇବା ପାଇଁ ଆମକୁ ଦରକାର ସୋରିଷ ତେଲ ବା ଖସା ତେଲ ଏହି ତେଲ ଆମ ଆଣ୍ଠୁ ଗଣ୍ଠି ବିନ୍ଧା ଦୂର କରିବା ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ।
ଏବେ ଏଥିପାଇଁ ଆପଣଙ୍କୁ ତୃତୀୟ ଜିନିଷର ଆବଶ୍ୟକତା ପଡିବ ତାହା ଅଟେ ଜୁଆଣି, ଜୁଆଣି ଆପଣଙ୍କ ଜଏଣ୍ଟ ପେନ୍ ବା ଆଣ୍ଠୁ ଗଣ୍ଠି ଫୁଲା ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ। ବୋହୁତ ଥର ଆମର ଆଣ୍ଠୁ ସୁଖୀଯାଏ ସେଥିରେ ଯଦି ଆମେ ମାଲିସ୍ କରିବା ତେବେ ତେଲ ଭିତର ପର୍ଯ୍ୟନ୍ତ ପହଞ୍ଚିଥାଏ ଆପଣଙ୍କୁ ଏହାର ମସାଜ୍ କରିବାକୁ ପଡ଼ିବ ଆପଣଙ୍କୁ କେବଳ ଏହାକୁ ଲଗେଇଦେଲି ହେବ ନାହିଁ।ଦର୍ଶକ ବନ୍ଧୁ ପ୍ରଥମେ ଆମେ ସୋରିଷ ତେଲ ନେବା ଏବଂ ସେଥିରେ ୧ ଚାମଚ ଜୁଆଣି ପକାଇବା ଏବେ ଆମେ ସେଥିରେ ରସୁଣକୁ ପକାଇଦେବ। ଏବେ ଆପଣ ଏହି ତେଲକୁ ଗ୍ୟାସ୍ ରେ ବସାଇ ଫୁଟାନ୍ତୁ ଏହା ଆପଣଙ୍କର ଜଏଣ୍ଟ ପେନ୍ ଭଳି ସମସ୍ୟାକୁ ଦୂର କରିବ ।
ଏହା ସହିତ ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି କିଛି ସମସ୍ୟା ଅଛି ତେବେ କିଛି କାଠର ଧ୍ୟାନ ରଖନ୍ତୁ ଫ୍ରିଜ୍ ର ଥଣ୍ଡା ପାଣି ପିଅନ୍ତୁ ନାହିଁ, ଖଟାଫଳ ଖାଆନ୍ତୁ ନାହିଁ, ଆଚାର ଏବଂ ଦହି ମଧ୍ୟ ଖାଆନ୍ତୁ ନାହିଁ।ଏବେ ଆମର ତେଲ ପ୍ରସ୍ତୁତ ହାଲୁକା ବ୍ରାଉନ କଲର୍ ହେବାପରେ ଗ୍ୟାସ୍ ବନ୍ଦ୍ କରି ଦିଅନ୍ତୁ ଏବଂ ଏହାକୁ ରାତିସାରା ଏମିତି ରହିବାକୁ ଦିଅନ୍ତୁ। ତାପରେ ଆପଣ ଏହାକୁ ଏକ ପାତ୍ରରେ ଛାଣି ଦିଅନ୍ତୁ ସକାଳୁ ଯେବେ ଆପଣ ଗାଧେଇ ଆସୁଛନ୍ତି ତାପରେ ଏହି ତେଲକୁ ମାରି ଛାଡ଼ି ଦିଅନ୍ତୁ ।ରାତିରେ ଯେବେ ଆପଣ ଏହି ତେଲକୁ ଲଗାଇବେ ତେବେ ଏହାକୁ ଆପଣ ହାଲୁକା ଗରମ କରିଦେବେ। ଏହି ତେଲକୁ ଆପଣଙ୍କ ଜଏଣ୍ଟ ପେନ୍ ଭଳି ଜାଗାରେ ମାଲିସ୍ କରିବା ସହିତ ସକାଳେ ୧୦ ମିନିଟ୍ ନିହାତି ଖରାରେ ବସନ୍ତୁ ଏବଂ ଆପଣ ଖରାରେ ବସି ମଧ୍ୟ ଏହି ତେଲକୁ ଲଗାଇ ପାରିବେ ଦେଖିବେ ଆପଣଙ୍କୁ ବୋହୁତ ଆରମ ମିଳିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।