Viral Video : ରାନି ପଣ୍ଡା ସୋଦିଲେ Mr. Gulua ଙ୍କୁ । ଦୟାକରି 18 ବର୍ଷ ତଳକୁ ପିଲା ଦେଖନ୍ତୁ ନାହିଁ…Earphone ଦେଇ ଶୁଣନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡିଶା ମେଡିଆ କୁ ଆଜି ଆମେ ଦେଖିବା ଗୁଳୁଆ ରାନି ପଣ୍ଡା ଙ୍କ ଗାଳି Youtube ରେ ନିଆଁ ଭଳି Viral ହେବାରେ ଲାଗିଛି । ତେବେ ଆସନ୍ତୁ Video ଦେଖିବା ପୂର୍ବରୁ ଜାଣିନେବା ।

ରାନି ପଣ୍ଡା ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ତାଙ୍କର କଟୁ କଥା ଓ ଅଶାଳୀନତା ବ୍ୟବହାର ପାଇଁ ଚର୍ଚ୍ଚା ରେ ରହିଥାନ୍ତି । ରାନି ପଣ୍ଡା ଙ୍କର ଭଲ ହୃଦୟ ଥିବା ଯୁବତୀ ମଧ୍ୟ ସେ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରଥାନ୍ତି ଓ ପାଖରେ ଛିଡା ହେଇଥାନ୍ତି ।

ଗୁଲୁଆ ସାରା ଓଡ଼ିଶାରେ କିଏବା ତାଙ୍କୁ ନ ଜାଣିଛନ୍ତି । ସେ ଏବେ କମେଡି ଜଗତ ରେ ସେନ୍ସସନ ପାଲଟି ଯାଇଛନ୍ତି । ତାଙ୍କ Video ଖୁବ Viral ହୋଇଥାଏ ତାଙ୍କର କମେଡି ଗାଁ ରୁ ସହର ସବୁଆଡେ ଘରେ ଘରେ ପରିଚିତ । ସେ ମଧ୍ୟ ଫିଲ୍ମ ପାଇଁ ଅଫର ପାଇ ସାରିଲେଣି ।

ଆଜି ଯେଉଁ Video ଦେଖେଇବୁ ତାହା ଏକ କମେଡି Video ଯାହା ଏବେ ସୋସିଆଲ ମିଡ଼ିଆ ରେ ଛାଇ ଯାଉଛି । ଗୁଲୁଆ ରାନି ପଣ୍ଡା ଙ୍କୁ ପ୍ରାଙ୍କ କଲ କରିଥିଲେ ରାଣୀପଣ୍ଡା ନଜାଣି ପାରି ଅତି ଭୟଙ୍କର ଅଭାଷା ରେ ଗାଳି କରିଛନ୍ତି । ଯାହା ଆମେ କହିପାରିବୁ ନାହିଁ । ତଳେ ଆପଣ Video ଦେଖନ୍ତୁ ଜାଣିପାରିବେ ।

ଯଦି ଆପଣଙ୍କୁ ତଳେ ଥିବା Video ଟି ଭଲ ଲାଗିବ ତଳେ ନିଶ୍ଚୟ Like କରିବେ ଓ ସେୟାର କରିବେ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *