ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାବଣ ମହିଳା ମାନଙ୍କ ବିଷୟରେ କହିଥିଲେ ଏହି ୪ ଟି ଖରାପ କଥା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରାମାୟଣର ରାବଣକୁ ତ ଆପଣମାନେ ଜାଣି ଥିବେ। ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ। ରାବଣ ଲଙ୍କା ଦେଶର ରାଜା ଥିଲା ଏବଂ ତାର ୧୦ ଟି ମୁଣ୍ଡ ରହିଥିବା ଯୋଗୁଁ ସେ ଦଶାନନ ଭାବରେ ମଧ୍ୟ ପରିଚିତ ଥିଲା। ଶାସ୍ତ୍ର ଅନୁସାରେ, ରାବଣ ଜଣେ ମହା ପଣ୍ଡିତ ଏବଂ ମହାନ ଜ୍ଞାନୀ ମଧ୍ୟ ଥିଲା। ସେ ନିଜର ଜ୍ଞାନ ଦ୍ୱାରା ଜାଣି ପାରୁ ଥିଲା କି ଆଗକୁ କଣ ହେବାର ଅଛି।ସାଙ୍ଗମାନେ ରାବଣ ଅସୁର କୂଳରେ ଜନ୍ମ ହୋଇଥିଲେ ମଧ୍ୟ ତା ମଧ୍ୟରେ ଅନେକ ଦିବ୍ୟ ଗୁଣ ରହିଥିଲା। ସେ ଅନେକ ଶାସ୍ତ୍ର ପୁରାଣରେ ଦକ୍ଷ ଥିଲା । ସେ ଜଣେ ଉତ୍ତମ ରାଜନୀତିଜ୍ଞ ଭାବରେ ପରିଗଣିତ ଥିଲା। ରାବଣ ନିଜର ଜୀବନକାଳ ମଧ୍ୟରେ ସ୍ତ୍ରୀ ମାନଙ୍କ ବିଷୟରେ କିଛି ମହତ୍ୱପୂର୍ଣ୍ଣ କଥା କହିଛି, ଯାହା ଆଜିକାଲି ଦୁନିଆରେ ଖରାପ ବା କଟୁ ଶବ୍ଦ ହେଲେ ମଧ୍ୟ ଅକ୍ଷରେ ଅକ୍ଷରେ ସାତ ଭାବରେ ପାଳିତ ହେଉଛି।
*ରାବଣ ମ-ର-ଣ ପୂର୍ବରୁ ସ୍ତ୍ରୀ ଲୋକଙ୍କ ବିଷୟରେ ଏହା କହିଥିଲା ଯେ, ସ୍ତ୍ରୀ ଲୋକ ଅଧିକ ସ୍ୱାର୍ଥପର ହୋଇଥାନ୍ତି। ସେମାନେ ନିଜର ସ୍ବାର୍ଥ ପାଇଁ ବହୁତ ତଳକୁ ଖସି ଯାଇ ଥାନ୍ତି। ସେମାନେ ନିଜର ସ୍ବାର୍ଥ ପାଇଁ ସମସ୍ତଙ୍କୁ ଧୋକା ଦେବାକୁ ପଛାଇ ନଥାନ୍ତି ଏବଂ ଦରକାର ପଡ଼ିଲେ ଅନ୍ୟକୁ ଆପଣେଇବାକୁ ପଛାଇ ନଥାନ୍ତି। ସ୍ତ୍ରୀ ଲୋକମାନେ ନିଜର କୌଣସି କଥାକୁ ବଦଳେଇ ଦେଇଥାନ୍ତି। ଏମାନେ କେବେ ସତ୍ୟ କୁହନ୍ତି ନାହିଁ। ଏଥିପାଇଁ ନାରୀ ମାନଙ୍କ ଉପରେ ବହୁତ ଭାବିଚିନ୍ତି ଭରସା କରିବା ଉଚିତ।
*ସ୍ତ୍ରୀ ଲୋକେ ଜଣକ କଥା ଅନ୍ୟ ଜଣକୁ ଶୁଣାଇବା ପାଇଁ ବହୁତ ରୁଚି ରଖି ଥାନ୍ତି। ଏହାଦ୍ବାରା ସେମାନଙ୍କ ମଧ୍ୟରେ ଝ-ଗ-ଡ଼ା ସୃଷ୍ଟି ହୁଏ । ଏଣୁ ରାବଣର ବାଣୀ ଅନୁସାରେ, ସ୍ତ୍ରୀ ଲୋକମାନଙ୍କୁ କେବେ ବି ନିଜର ଗୁ-ପ୍ତ କଥା କହିବା ଅନୁଚିତ ଅଟେ। ନାରୀ ମାନଙ୍କ ପେଟରେ କେବେବି କୌଣସି କଥା ଲୁଚି ପାରିବନି। ଆପଣ ଯେତେ ନିଜର ହୋଇ ଥିଲେ ମଧ୍ୟ ସେ ଆପଣଙ୍କ ରହସ୍ୟ ପଦାକୁ ବାହାର କରିଦେଇଥାନ୍ତି ।
*ସ୍ତ୍ରୀ ଲୋକମାନେ ଅନ୍ୟ କଥାରେ ଅତିଶୀଘ୍ର ଫସି ଯାଇ ଥାନ୍ତି। କାରଣ ସେମାନଙ୍କ ମନରେ ଛନ୍ଦ କପଟ ରହି ନଥାଏ। ସେମାନେ ସମସ୍ତ କଥାକୁ ନିଜ ମନରୁ ଭାବିଥାନ୍ତି। ତେଣୁ ଏମାନେ ଖୁବ୍ ଶୀଘ୍ର କାହା ଜା-ଲ-ରେ ଫସି ଯାଇଥାନ୍ତି। ଏହାଦ୍ବାରା ସେ ନିଜର ଘରକୁ ହିଁ ବିନାଶ କରି ଦେଇଥାନ୍ତି। ପର କଥାକୁ ବିଶ୍ୱାସ କରି ନିଜର ସଂସାରକୁ ଭାଙ୍ଗି ଦେଇଥାନ୍ତି। ସାଙ୍ଗମାନେ ଏହା ମଧ୍ୟ ସତ୍ୟ ଅଟେ କି, ଯେତେବେଳେ ସ୍ତ୍ରୀ ଲୋକମାନେ କ୍ରୋ-ଧି-ତ ହୋଇଯାଇଥାନ୍ତି।
*ସ୍ତ୍ରୀ ଲୋକ ମାନେ ନିଜର କୌଣସି କଥା ରେ ବହୁତ୍ ଜଲ୍ଦୀ ଓଲଟି ଯାଇ ପାରନ୍ତି । ସ୍ତ୍ରୀ ମାନଙ୍କ ଉପରେ ବହୁତ୍ ଭାବି ଚିନ୍ତି ଭରସା କରିବା ଉଚିତ୍ କାହିଁକି ନା ଏମାନେ ଅନେକ କଥା ରେ ମିଛ କଥା ମଧ୍ୟ କହିଦେଇଥାନ୍ତି। ଆଉ ମଧ୍ୟ ସ୍ତ୍ରୀ ଲୋକ ମାନେ ଜଣକ କଥା କୁ ନେଇ ଆଉ ଜଣକ ଆଗରେ କହିଥାନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।