India Vs Pakistan ବିଶ୍ୱକପ ମ୍ୟାଚ ହେଲା ବନ୍ଦ । Twiter ରୁ ଆସିଲା ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭାରତ – ପାକିସ୍ତାନ ଟି -୨୦ ବିଶ୍ୱକପ୍ ମ୍ୟାଚ୍ ରଦ୍ଦ ! ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତରେ ଲୋକମାନେ ଅଧିକତର କ୍ରିକେଟ ଖେଳ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଯଦିଓ ଭାରତର ଜାତୀୟ ଖେଳ ହକି ତେବେ କ୍ରିକେଟ କୁ ଦର୍ଶକ ବେଶୀ ମାତ୍ରାରେ ପସନ୍ଦ କରିଥାନ୍ତି । ତେବେ ଭାରତୀୟ କ୍ରିକେଟ ଦଳର ସମସ୍ତ ଖେଳାଳି ମାନଙ୍କୁ ଆପଣମାନେ ପ୍ରାୟତଃ ଜାଣିଥିବେ । ତେବେ ଚଳିତବର୍ଷ ଟି 20 ମ୍ୟାଚ୍ ରେ ପାଖାପାଖି 16 ଟି ଦେଶ ଅଂଶଗ୍ରହଣ କରିବେ ବୋଲି ଆଇସିସି ପକ୍ଷରୁ ସୂଚିତ କରାଯାଇଛି । ଏହାବ୍ୟତୀତ କେଉଁ ଦଳରେ କେଉଁ କେଉଁ ଖେଳାଳୀ ରହିବେ ତାହା ମଧ୍ୟ ଘୋଷିତ କରାଯାଇଥିଲା । 

 

ତେବେ ଅକ୍ଟୋବର ମାସରେ ଏହି ଖେଳ ଆରମ୍ଭ ହେବ ବୋଲି ସୂଚିତ କରାଯାଇଥିବା ବେଳେ ବର୍ତ୍ତମାନ ଏହି ଟି ୨୦ ବିଶ୍ଵ କପ୍ ଖେଳ ଆରମ୍ଭ ହୋଇସାରିଛି । ଏନେଇ ଦର୍ଶକ ଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ସବୁଠାରୁ ଭ-ୟ-ଙ୍କ-ର ର-କ୍ତ ରଞ୍ଜିତ ମ୍ୟାଚ୍ ହେଉଛି ଭାରତ ପାକିସ୍ତାନ ମ୍ୟାଚ୍ । ଯାହାକି ଆଗାମୀ ଅକ୍ଟୋବର ୨୪ ତାରିଖ ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଦର୍ଶକ ମାନେ ଅନ୍ୟ ମ୍ୟାଚ୍ ପାଇଁ ଯେତେ ଉତ୍କଣ୍ଠିତ ଭାରତ ପାକିସ୍ତାନ ମ୍ୟାଚ୍ ପାଇଁ ରଦ୍ଦ କରିବାକୁ ଦାବି କରିଛନ୍ତି । ତେବେ ଭାରତ ପାକିସ୍ତାନ ମ୍ୟାଚ୍ କୁ ରଦ୍ଦ କରାଯାଉ ବୋଲି ଟୁଇଟର ଭଳି ସୋ-ସି-ଆ-ଲ ମି-ଡି-ଆ-ରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିବା କାହିଁକି ଏଭଳି ପ୍ରଶଂସକ ମାନେ ଦାବି କରିଛନ୍ତି ।

 

ଗତ କିଛିଦିନ ତଳେ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ କୁ ନେଇ ଏହିଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଭାରତ ବର୍ଷ ରେ ଜମ୍ମୁ କାଶ୍ମୀର ରେ ଲଗାତାର ଆ-ତ-ଙ୍କ-ବା-ଦ ର ତା-ଣ୍ଡ-ବ ଦେଖିବାକୁ ମିଳିଥାଏ । କାହିଁ କେଉଁ କାଳରୁ ଭାରତ ପାକିସ୍ତାନ ବି-ବା-ଦ ଲାଗି ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ରେ ଭାରତ ପାକିସ୍ତାନ ମ୍ୟାଚ୍ ହେବା ଆଦୌ ଉଚିତ୍ ନୁହଁ । ଅନ୍ୟପଟେ ଗତ କିଛିଦିନ ତଳେ ଏକ ସାଧାରଣ ନାଗରିକ ଆ-ତ-ଙ୍କ-ବା-ଦ ର ଶି-କା-ର ହୋଇଥିଲେ । ଆ-ତଙ୍କ-ବା-ଦୀ ଙ୍କ ଟାର୍ଗେଟ ରେ ରହିଥିବାର ସୂଚନା ମିଳିଥିଲା । ଆ-ତ-ଙ୍କ-ବା-ଦୀ ଙ୍କ ଗୁ-ଳିରେ ସେ ଆଖି ବୁଜି ଦେଇଥିଲେ । 

 

ଘଟଣା ସୂତ୍ରରୁ ସେ ଜଣେ ଗୁପଚୁପ ବ୍ୟବସାୟୀ ବୋଲି ଜଣା ପଡ଼ିଥିଲେ । ତେବେ ବାଙ୍କା ରେ ରହୁଥିବା ଏହି ସ୍ବର୍ଗତ ଗୁପଚୁପ ବ୍ୟବସାୟୀ ଙ୍କ ବାପା ଏହି ଭାରତ ପାକିସ୍ତାନ ଟି ୨୦ ବିଶ୍ୱକପ୍ କ୍ରିକେଟ ଖେଳକୁ ବାତିଲ କରିବାକୁ ଦାବି କରିଛନ୍ତି । ଏନେଇ ସରକାରଙ୍କୁ ମଧ୍ୟ ଗୁହାରି କରିଛନ୍ତି କି ଏ ବିଷୟରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏଥି ସହ ପୁଅ ମ-ର-ଣ କ୍ଷ-ତି ପୂରଣ ବାବଦ କୁ ୫୦ ଲକ୍ଷ ଟଙ୍କା ରାଶି ସହାୟତା ପ୍ରଦାନ କରାଯାଉ । ତେବେ ଭବିଷ୍ୟତରେ ଏହିଭଳି କିଛି ଆଉ ଅ-ଘ-ଟ-ଣ ନ ଘଟୁ ଏଥି ପାଇଁ ଏହି ଭାରତ ପାକ୍ ମ୍ୟାଚ୍ କୁ ରଦ୍ଦ କରିବାକୁ ଦାବି କରିଥିଲେ । ଏଥି ସମସ୍ତେ ଅନେକ କ୍ରିକେଟ ପ୍ରଶଂସକ ମାନେ ମଧ୍ୟ ଏହାକୁ ସମ୍ମତି ପ୍ରଦାନ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *