ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ଭାରତ ର ଏକ ମିସାଇଲ ଯାଇ ପାକିସ୍ଥାନ ରେ ମାଡ଼ ହୋଇଛି। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସୁଥିବା ଖବର ଅନୁଯାୟୀ , ବର୍ତ୍ତମାନ ଭାରତ ର ଏକ ମିଶାଇଲ ରକେଟ୍ ଯାଇ ପାକିସ୍ଥାନ ରେ ମାଡ଼ ହୋଇଛି । ତେବେ ଜଣାଇ ରଖୁଛୁ ଯେ ଭାରତ ରେ ମିସାଇଲ ରକ୍ଷଣା ବେକ୍ଷଣା ବେଳେ ଭୁଲ ବଶତଃ ଫାୟାର ହୋଇ ତାହା ଯାଇ ପାକିସ୍ଥାନ ର ସୀମା ବର୍ତ୍ତି ଅଞ୍ଚଳ ରେ ପଡ଼ିଛି ।
ତେବେ ଏହି ମିସାଇଲ ର ଅଂଶ ଏକ ଖୋଲା ପଡିଆ ରେ ପଡ଼ିଥିବା ହେତୁ କୌଣସି ପ୍ରକାରର କ୍ଷତି ହୋଇ ନାହିଁ । ତେବେ ଏ ନେଇ ପାକିସ୍ଥାନ ଭାରତ ପାଖରେ ଅଭିଯୋଗ କରିଥିଲା । ତେବେ ଏହା ପରେ ଭାରତ ର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ପାକିସ୍ଥାନ କୁ ଭୁଲ ମାଗିଥିଲେ । ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ବୋଲି କୁହା ଯାଇଛି ।
ତେବେ ଗତ ୯ ତାରିଖ ରେ ମିଶାଇଲ ରକ୍ଷଣା ବେକ୍ଷଣା ବେଳେ ଭୁଲ ରେ ଉତ୍ ଖେପଣ ହୋଇ ଯାଇଥିଲା । ତେବେ ଏହା ପାକିସ୍ଥାନ ରେ ପଡିବା ପରେ ସେଠାକାର ପ୍ରଶାସନ ଏହା କହିଥିଲେ କି ସୀମା ଉଲଂଘନ ହୋଇଛି ଓ ଏହା ପରେ ଭାରତ ର ରାଷ୍ଟ୍ର ଦୂତ ଙ୍କୁ ସୂଚନା ପଠାଇଥିଲେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।