ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତୀବ୍ର ଗତିରେ ମାଡି ଚାଲିଛି ଆଉ ଏକ ନୂଆ ଭାଇରସ। ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
କୋରନା ର ପ୍ରୋକପ ହ୍ରାସ ପାଇ ନାହିଁ। ଏହି କୋରନା ଭାଇରସ୍ ୨୦୧୯ ମସିହା ଠାରୁ ସାରା ବିଶ୍ୱ କୁ ନିଜ ଅଧୀନରେ ରଖିଛି। ଏହି କୋରନା ଲୋକମାନଙ୍କ ବଞ୍ଚିବା ଶୈଳୀ କୁ ଛାରଖାର କରିଦେଇଥିଲା। ଲୋକମାନଙ୍କୁ ନିଜ କାରାଗାର ରେ ରଖିବା ପାଇଁ କରୋନା ବାଧ୍ୟ କରିଦେଇଥିଲା। କିଏ ଖାଇବାକୁ ପାଇନଥିଲା ତ କିଏ ପୁଣି କୋରନା ରେ ଆକ୍ରାନ୍ତ ହୋଇ ପୋକ ମାଛି ପରି ମରିଯାଉଥିଲା। କିନ୍ତୁ ଏହି କୋରନା ର ତୃତୀୟ ଲହର ନ ସରୁଣୁ ବର୍ତ୍ତମାନ ପୁଣି ଥରେ ଏହାର ନୂଆ ଭେରିଆଣ୍ଟ ହଇଚଇ ସୃଷ୍ଟି କରିବା ଆରମ୍ଭ କଲାଣି। ଗୋଟିଏ ସମସ୍ୟା ଦୂର ହବାର ନାଁ ଧରୁ ନାହିଁ, କିନ୍ତୁ ପୃଥିବୀ ଉପରେ ସମସ୍ୟା ଉପରେ ସମସ୍ୟା ବଢିଚାଲିଛି।
ଗତ ଦୁଇ ମାସ ହେବ କୋରନା ରୁ ଲୋକମାନେ ରକ୍ଷା ପାଇଥିଲେ। କିନ୍ତୁ ପୁଣି ଵର୍ତମାନ ଚାଇନା ର ନୂଆ ଭାଇରାସ୍ ଚିନ୍ତା ବଢ଼ାଉଛି।ତେବେ ଏହାକୁ ନେଇ ଆଗକୁ ଲକଡାଉନ ଭଳି ପରିସ୍ଥିତି ହୋଇପାରେ ବୋଲି ଆଶଙ୍କା କରାଯାଉଛି।ତେବେ ଗତ ଦୁଇ ମାସ ହେବ କୋରନା ମହାମାରୀ ଟିକିଏ ଥମି ଯାଇଥିଲେ।କିନ୍ତୁ ବର୍ତ୍ତମାନ ର ସୂଚନା ରହିଛି କି ଚାଇନା ର ଚୁଙ୍ଗଚାନ ସହର ରେ ଅନ୍ୟ ଏକ ନୂଆ ଭାଇରସ୍ ଠାବ କରାଯାଇଛି।ତେବେ ଏହି ସୂଚନା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି ଏବଂ ଚାରିଆଡେ ହଲଚଲ ସୃଷ୍ଟି କରିଛି।
ତେବେ ନୂଆ ଭାଇରସ୍ ର ଆତଙ୍କ ସେଠାରେ ଆସିବା ପରେ ଚାଇନା ର ସରକାର ଏହି ସହର କୁ ଲକଡାଉନ କରାଯାଇଛି। ଚୀନ ର ଏହି ଚୁଙ୍ଗଚାନ ଅଞ୍ଚଳରେ ପ୍ରାୟ ୯୦ ହଜାର ରୁ ଅଧିକ ଲୋକ ବସବାସ କରିଥାନ୍ତି।ତେବେ ଚୀନ ର ଏହି ଲକଡାଉନ ଘଟଣା ଟି ସାମ୍ନା କୁ ଆସିବା ପରେ ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ରେ ରହିଛି କାରଣ ସବୁ ଦେଶକୁ ନିଜ କବଳ ରେ ଆଣି ଥିବା କୋରନା ଭାଇରସ୍ ର ସୃଷ୍ଟି ମଧ୍ୟ ସେହି ଚାଇନା ରୁ ଆରମ୍ଭ ହୋଇଥିଲା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।