ହେ ଭଗବାନ – ଜାଣିଲେ ହୋସ ଉଡିଯିବ  ପେଟ୍ରୋଲ ଲିଟର ପିଛା 50 ଟଙ୍କା ଓ ଡିଜେଲ ଲିଟର ପିଛା 75 ଟଙ୍କା ବଢିଲା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲିଟର ପିଛା ପେଟ୍ରୋଲ ୫୦ ଟଙ୍କା, ଡିଜେଲ ୭୫ ଟଙ୍କା ମହଙ୍ଗା ! ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ଜାଣିଛନ୍ତି ଯେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା ।ଆଉ ଏହି ଆକ୍ରମଣ ପରେ ଆମେରିକା ସମେତ ଅନ୍ୟାନ୍ୟ ଗୁଡ଼ିକ ମଧ୍ୟ ଋଷିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ପୂର୍ବ ରୁ କିଛି ବ୍ୟାଙ୍କ୍ ଓ ଅନ୍ୟାନ୍ୟ ସଂସ୍ଥା ଉପରେ ରୋକ ଲଗାଇଥିଲା ଆମେରିକା କିନ୍ତୁ ବର୍ତ୍ତମାନ ସମୟ ରେ ଋଷ୍‌ର ତେଲ ଏବଂ ଗ୍ୟାସ୍‌କୁ ବ୍ୟାନ୍‌ କରିବା ଭଳି ସଂକେତ ଦେଇଛି ଆମେରିକା ।

 

ଏହାପରେ ମଧ୍ୟ ଋଷ ଗତ ଷୋମବାର ଦିନ ଏ ନେଇ ପ୍ରତିକ୍ରିୟା ରଖିଥିଲା ଆଉ ଏହା ଧମକ ଦେଇଥିଲା କି ୟୁରୋପକୁ ଗ୍ୟାସ୍‌ ସପ୍ଲାଇ ବନ୍ଦ କରିଦେବ । ତେବେ ଋଷ ସେହି ଦେଶ ମାନଙ୍କୁ ଏହା ଚେତାବନୀ ଦେଇଛି କି କ୍ରୁଡ୍‌ ଅଏଲ୍‌ ବାରେଲ୍‌ ପ୍ରତି ୩ ଶହ ଡଲାର୍‌ ପାର୍‌ କରାଇଦେବ । ତେବେ ଆପଣ ମାନେ ତ ଏହା ଜାଣିଛନ୍ତି ଯେ , ଭାରତ ରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ହେଉଛି ।

 

ତେବେ ଇଣ୍ଡିଆନ ଅଏଲ କର୍ପୋରେସନର ଶ୍ରୀଲଙ୍କା ସ୍ଥିତ ସହାୟକ କମ୍ପାନୀ ସେ ଦେଶର ଲୋକଙ୍କ ପାଇଁ ଏକ ବଡ ଝଟକା ଦେଇଛି । ତେବେ ବର୍ତ୍ତମାନ ସମୟ ରେ ଶ୍ରୀଲଙ୍କା ରେ ଟଙ୍କା ର ମୂଲ୍ୟ ବୃଦ୍ଧି ପାଇଛି , ଏଥିପାଇଁ ସେଠାରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି କରିଛି କମ୍ପାନୀ । ତେବେ ସୂଚନା ମୁତାବକ ସେଠାରେ ତୃତୀୟ ଥର ପାଇଁ ଇନ୍ଧନ ର ମୂଲ୍ୟ ବୃଦ୍ଧି ହୋଇଛି ।

 

ତେବେ ମିଳିଥିବା ସୂଚନା ଅନୁଯାୟୀ ,ଇଣ୍ଡିଆନ ଅଏଲ କମ୍ପାନୀ ବର୍ତ୍ତମାନ ସମୟ ରେ ଶ୍ରୀଲଙ୍କା ରେ ପେଟ୍ରୋଲ ଲିଟର ପିଛା ୫୦ ଟଙ୍କା  ଓ ଡିଜେଲ ଲିଟର ପିଛା ୭୫ ଟଙ୍କା କୁ ବୃଦ୍ଧି କରିଛି । ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ,ବର୍ତ୍ତମାନ ସମୟ ରେ ଶ୍ରୀଲଙ୍କା ରେ ଡିଜେଲର ଲିଟର ପିଛା ମୂଲ୍ୟ ୨୧୪ ଟଙ୍କା ଥିବା ବେଳେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୫୪ ଟଙ୍କା ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *