ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଶାହରୁଖଙ୍କ ପୁଅ ଆର୍ୟ୍ଯନ୍ ଙ୍କୁ ନେଇ ଏବେ ଚିନ୍ତାରେ ସାରା ବଲିଉଡ୍ ଇଣ୍ଡଷ୍ଟ୍ରି, ସଲମାନ୍ ଶାହରୁଖ ମିଶି ଚଲେଇଲେ ଏବେ ଏପରି ଏକ ନୂଆ ପ୍ଲାନ୍।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସେହିଦିନର ଘଟଣା ଟି ଏପରି ଥିଲା କି, ଏପରି ଏକ ଡ୍ର-ଗ-ସ୍ ପାର୍ଟିର ଆୟୋଜନ ହୋଇଛି ବୋଲି ୧୫ ଦିନ ଆଗରୁ ଏନ୍ସିବି ପାଖରେ ଖବର ପହଞ୍ଚି ସାରିଥିଲା। ୧୫ ପୃଷ୍ଠାର ଏକ ସୂଚନା ଲାଡିଥିଲା ଏନ୍ସିବି ହାତରେ, ଯେଉଁଥିରେ ଏହି କାର୍ଯ୍ୟର ସମସ୍ତ ବିବରଣୀ ଲିଖିତ ଥିଲା, କେଉଁ କେଉଁ ବଡ ବଡ ଷ୍ଟାର, ସାଧାରଣ ଲୋକମାନେ ଏଥିରେ ସାମିଲ୍ ହେବେ ତାହା ମଧ୍ୟ ଲିଖିତ ଥିଲା। ଏହି ପାର୍ଟିରେ ଏନ୍ଟ୍ରି ପାଇଁ ଫିସ୍ ଥିଲା ୫ଲକ୍ଷ ଟଙ୍କା, ଅକ୍ଟୋବର ୨ ତାରିଖ ଦିନ ଦିନ ୧୨ଟାରୁ ୨ଟା ମଧ୍ୟରେ ସେଠାରେ ପହଞ୍ଚିବାର ଥିଲା ସମୟ ସୀମା।
ଏହି ସମୟରେ ଏନ୍ସିବିର କିଛି ଅଫିସର୍ ସିଭିଲ୍ ଡ୍ରେସ୍ ରେ ସେଠାରେ ସାମିଲ୍ ହୋଇଥିଲେ, ୭୨ ଘଣ୍ଟା ପାଇଁ ଥିଲା ଏହି ପାର୍ଟି, ମୁମ୍ବାଇରୁ ଗୋଆ ପର୍ଯ୍ୟନ୍ତ ହେଉଥିଲା ଯାତ୍ରା। ରାତି ଅଧରେ ସମୁଦ୍ର ମଝିରେ ଏନ୍ସିବି କରିଥିଲା ଚଢଉ, ଆଉ ସେହି ସମୟରେ ଆର୍ୟ୍ଯନ୍ ଓ ତାଙ୍କ ସହ ଆଉ କିଛି ଜଣ ଜାହାଜର ଏକ ରୁମ୍ ରେ ଡ୍ର-ଗ-ସ୍ ନି-ଶାରେ ଥିଲେ ଚୂର୍। ଏହାପରେ ନିଜର ଖେଳ ଦେଖାଇଥିଲା ଏନ୍ସିବି, ଆର୍ୟ୍ଯନ୍ ଙ୍କ ସମେତ ଆଉ ଆଠ ଜଣଙ୍କୁ ଟେକି ଆଣିଲା।
ଏହାପରେ ଆର୍ୟ୍ଯନ୍ ଙ୍କୁ ଏନ୍ସିବି ପଚରାଉଚରା କରିଥିଲା, ସେ କହିଥିଲେ କି ତାଙ୍କୁ ସେଠାକୁ ଗେଷ୍ଟ ହିସାବରେ ଡକା ଯାଇଥିଲା, ସେ ଏହି ସମ୍ପର୍କରେ କିଛି ବି ଜାଣି ନାହାଁନ୍ତି। ଯେହେତୁ ତାଙ୍କୁ ହାତାହାତି ଧରିଛି ଏନ୍ସିବି ସେଥିପାଇଁ କୋର୍ଟ ଫର୍ୱାଡ୍ କରିଥିଲା ଏନ୍ସିବି। ଏହାପରେ କୋ-ର୍ଟ ଆର୍ୟ୍ଯନ୍ ଙ୍କୁ ନେଇ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ନଥିବା ବେଳେ ଏବେ ଜେ-ଲ୍ ରେ ଅଛନ୍ତି ଆର୍ୟ୍ଯନ୍ ଖାନ୍। ତାଙ୍କୁ ନେଇ ବଲିଉଡ୍ ର ଅନେକ ନାମୀ ଦାମୀ ଷ୍ଟାର୍ ମାନେ ଅନେକ ମତ ଦେଉଛନ୍ତି। ଏହାମଧ୍ୟରେ ବାଦ୍ ପାରିନାହାଁନ୍ତି ବଲିଉଡ୍ ର ଭାଇଜାନ୍।ସେ ଆର୍ୟ୍ଯନ୍ ଙ୍କୁ ବେଲ୍ ରେ ଆଣିବା ପାଇଁ ଅନେକ ଚାଲ୍ ଖେରୁଛନ୍ତି, ହେଲେ ଗୋଟେ ପରେ ଗୋଟେ ପ୍ଲାନ୍ ତାଙ୍କର ଫ୍ଲପ୍ ହୋଇ ଯାଉଛି।
ଆଉ ଏବେ ଶାହରୁଖ ଖାନ୍ ଆରକ୍ଷୀ ଅଧିକାରୀ ଙ୍କ ପାଖରେ କହିଛନ୍ତି କି ତାଙ୍କୁ କମ୍ ସେ କମ୍ ୧୦ ମିନିଟ୍ ପାଇଁ ନିଜ ପୁଅକୁ ଦେଖା କରିବାକୁ ଦିଆଯାଉ। ତେବେ ଏହା ଏକ ନୂଆ ପ୍ଲାନ୍ ବଲିଉଡ୍ ର ଭାଇଜାନ୍ ଙ୍କ ର। ତେବେ ତାଙ୍କ ଓକିଲ ଆର୍ୟ୍ଯନ୍ ଙ୍କୁ ଦିନରେ ଦୁଇଥର ଦେଖା କରି ପାରିବେ, ତଥାପି ଶାହରୁଖ କହୁଛନ୍ତି କି ଆର୍ୟ୍ଯନ୍ ଙ୍କୁ ଦେଖା କରିବେ, ଏହା ହେଉଛି ସଲମାନ୍ ଙ୍କ ମିଶି ଶାହରୁଖଙ୍କ ର ଏକ ପ୍ଲାନ୍। ତେବେ ଦେଖାଯାଉ କଣ ହେଉଛି ଶାହରୁଖଙ୍କୁ ଦେଖା କରିବାକୁ ଏନ୍ସିବି ଦେଉଛି କି ନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।