ଦର୍ଶକ ବନ୍ଧୁ ଭାଇରାଲ ବଏ ସାନ୍ତନୁ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟ ରେ ସାନ୍ତନୁ ସୋସିଆଲ ମିଡ଼ିଆ ରେ ପୁରାପୁରି ଛାଇ ଯାଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ଏବଂ ତାଙ୍କର ଲୋକ ପ୍ରୀୟତା ବେଶ୍ ବଢ଼ି ଯାଇଛି । ତେବେ ସାନ୍ତନୁ ଙ୍କ କଣ୍ଠ ସ୍ୱର ଓ ତାଙ୍କର କଥା କହିବା ଶୈଳୀ ଲୋକ ମାନଙ୍କୁ ବେଶ୍ ପସନ୍ଦ ଆସୁଛି ।
ତେବେ ସେ ଏତେ ଛୋଟ ବୟସ ରେ ଏତେ ସୁନ୍ଦର ଗୀତ ଗାଉଛନ୍ତି ଯେ ସମସ୍ତଙ୍କୁ ନିଜ ସ୍ୱର ରେ ଦିୱାନା କରିଦେଇଛନ୍ତି। ତେବେ ବର୍ତ୍ତମାନ ସମସ୍ତେ ତାଙ୍କର ସମସ୍ତେ ପ୍ରଶଂସା କରୁଛନ୍ତି ଓ ତାଙ୍କର ସବୁ ଗୀତ କୁ ଲୋକ ମାନେ ବେଶ୍ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ ଲୋକ ମାନେ ତାଙ୍କୁ ଓଡ଼ିଶା ର ଜଣେ ଜଣାଶୁଣା କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ସହ ତୁଳନା କରି ମିନି ହ୍ୟୁମାନ ସାଗର ବୋଲି ମଧ୍ୟ କହୁଛନ୍ତି ।
ତେବେ ବର୍ତ୍ତମାନ ସମୟ ରେ ସେ ଏତେ ମାତ୍ରା ରେ ଭାଇରାଲ ହୋଇ ଯାଇଛନ୍ତି ଯେ ତାଙ୍କୁ ସେଥିପାଇଁ ଭାଇରାଲ ବଏ ଶାନ୍ତନୁ ବୋଲି କୁହା ଯାଉଛି। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ବର୍ତ୍ତମାନ ସମୟ ରେ ଭାଇରାଲ ବଏ ଶାନ୍ତନୁ ଙ୍କ ମାସିକ ରୋଜଗାର କେତେ ରହିଛି ଏବଂ ତାଙ୍କର ପ୍ରଥମ ରୋଜଗାର କେତେ ଥିଲା ।
ତେବେ ବର୍ତ୍ତମାନ ସମୟ ରେ ସେ ଏତେ ଭାଇରାଲ ହୋଇ ଯାଇଛନ୍ତି ଯେ ଅନେକ ଲୋକ ମାନେ ତାଙ୍କର ଗୀତ କୁ ବେଶ୍ ପସନ୍ଦ କରିବା ସହିତ ତାଙ୍କର ସମସ୍ତ ଗୀତ କୁ ଶୁଣୁ ଛନ୍ତି । ତେବେ ଜଣାଇ ରଖୁଛୁ ଯେ, ସେ ହିନ୍ଦୀର ସାରେଗାମାପାରେ ଏକ ଅଡ଼ିସନ ଦେଇଥିଲେ ଏବଂ ସେ ନିଜର ପ୍ରାୟାସ ଓ ମ୍ୟୁଜିକ୍ କୁ ଜାରି ରଖିଛନ୍ତି । ତେବେ ସେ ଘରେ ମଧ୍ୟ ଅନେକ ସମୟ ରେ ସଙ୍ଗୀତ ପ୍ରାକ୍ଟିସ କରିଥାନ୍ତି ।
ତେବେ ଶାନ୍ତନୁ ଯେତେବେଳେ ପ୍ରଥମେ ଗୀତ ଗାଇଥିଲେ ସେତେବେଳେ ତାଙ୍କର ସେହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ସେ ବହୁତ୍ ଲୋକ ପ୍ରିୟତାର ହାସଲ କରିଥିବା ଯୋଗୁଁ ତାଙ୍କୁ ଅନେକ ଷ୍ଟେଜ ସୋ କରିବା ପାଇଁ ଡାକରା ଆସୁଛି । ତେବେ ଦର୍ଶକ ବନ୍ଧୁ ସାନ୍ତନୁ କୁମାର ନିଜର ପ୍ରଥମ ଗୀତରୁ ପାଖାପାଖି ପଚାଶ ହଜାର ଟଙ୍କା ପାଇଥିଲେ । ତେବେ ବର୍ତ୍ତମାନ ସେ ଅନେକ ଗୀତ ଗାଇବାରେ ଲାଗିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।