ଫୁଣି ବାହାରିଲା ରାନୀ ପଣ୍ଡା ଙ୍କ ଅଭଦ୍ରାମି | ମହିଳା ଙ୍କ ବିଷୟରେ ଏମିତି କହିଦେଲେ ରାନୀ ପଣ୍ଡା | ଦେଖ Video….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳା ମାନଙ୍କ ଟିକେ ଦୋଷ ଅଛି, ବାବା ବାବା କହି ତେଲ ମାରୁଛନ୍ତି କହିଲେ ରାନୀ ପଣ୍ଡା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଯୋଲିଓଡ ରେ ମଧ୍ୟ । ଅଧିକାଂଶ ଲୋକେ ଯାତ୍ରା ଦେଖିବାକୁ ପସନ୍ଦ କରିଥାନ୍ତି । 

 

ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକଙ୍କୁ । ତେବେ ଯାତ୍ରା ଜଗତରେ ବିଭିନ୍ନ କଳାକାର ଅଛନ୍ତି । ସେମାନଙ୍କ ମଧ୍ୟରୁ ରାନୀ ପଣ୍ଡା ହେଉଛନ୍ତି ଜଣେ କଳାକାର । ତାଙ୍କୁ କିଏ ବା ନ ଜାଣେ । କଳାକାର ପାଇଁ କେତେବେଳେ ଚର୍ଚ୍ଚା ରେ ଥାନ୍ତି ତ କେତେବେଳେ ବିବାଦୀୟ ମନ୍ତବ୍ୟକୁ ନେଇ ଥାନ୍ତି । ପୁଣି ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ ପରିବେଷଣ ପାଇଁ ହେଉ କି ଯାତ୍ରା ରେ ଦର୍ଶକଙ୍କ କାନ କାମୁଡିବା ପାଇଁ ହେଉ ସବୁବେଳେ ରାନୀ ପଣ୍ଡା ଚର୍ଚ୍ଚାରେ ଥାନ୍ତି । ତେବେ ଆଜିର ବିଷୟ ବସ୍ତୁ ରାନୀ ପଣ୍ଡାଙ୍କ ବିଷୟରେ ରହିଛି ।

 

ଆଜିକାଲି ଭଣ୍ଡ ବାବାଙ୍କ ପାଖକୁ ଯାଇ ନିଜ ଦୁଃଖ ପ୍ରକାଶ କରିଛନ୍ତି ।  କିଛି ଲୋକ ଅଧିକ ବିଶ୍ୱାସ କରି ବାବା ଙ୍କ ପାଖକୁ ଯାଇଥାନ୍ତି । ମାତ୍ର ଏହାର ଫାଇଦା ଉଠାଇ ଅନେକ କୁକର୍ମ କରିଥାନ୍ତି । ତେବେ ସାଧାରଣ ଲୋକ ଙ୍କୁ ଭୟଭୀତ କରାଇ ଲୋକମାନଙ୍କୁ ଠକେଇ ଦେଇଥାନ୍ତି । ଲୋକ ଙ୍କ ପାଖରେ ଟଙ୍କା ନେବା ପ୍ରତିକାର କରିବା ବାହାନା ରେ ଅନେକ ପଇସା ଲୁଟି ଥାନ୍ତି । ଅନେକ ଜ୍ୟୋତିଷ ମନ୍ଦ ଉଦ୍ଧଶ୍ୟରେ ଯୁବତୀ ମାନଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି । 

 

ବର୍ତ୍ତମାନ ଏକ ଭଣ୍ଡ ବାବା ଙ୍କ କାରନାମା ସାମ୍ନା କୁ ଆସିଛି । ଏହି ବିଷୟ ରେ ରାନୀ ପଣ୍ଡା ମିଡ଼ିଆ ରେ ନିଜର ବୟାନ ଦେଇଛନ୍ତି । ଆଜି କାଲି ର ବାବା ମାଇପ ମାନଙ୍କୁ ଦେଖିଲେ ବାବା ଙ୍କ ମୁଣ୍ଡ ଟିଣ। ମହିଳା ମାନଙ୍କ  ଗଲୁ ଦୋଷ ରହୁଛି । ସେମାନେ ବାବା ବାବା କହି ତାଙ୍କ ପାଖରେ ତେଲ ମାଲିସ୍ କରୁଛନ୍ତି । ତୁମେ ମାନେ ସ୍ତ୍ରୀ ଲୋକ ଘରେ ରହିବ ଖାଇବ ପିଇବ ଘର କଥା ବୁଝିବ । ଘରେ ବସି ମାଆଙ୍କୁ ଜପୁନ । ମାଆଙ୍କୁ ଜପିବ ନାହି ବାବାଙ୍କୁ ଜପିବ । ଯଦି ଏହି ଘଟଣାରେ  ସତ୍ୟତା ରହିଛି ତେବେ ଏହା ଉପରେ କଡା ପଦକ୍ଷେପ ନିଆ ଯାଉ ନଚେତ୍  ସଂସାର କଳୁଷିତ ହୋଇ ଯିବ ବୋଲି ରାନୀ ପଣ୍ଡା ଏହି ସବୁ ମିଡ଼ିଆ ରେ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.