ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଶ୍ୱକପ ପାଇଁ ଅଲଗା ହେଲେ ବିରାଟ ଓ ଅନୁଷ୍କା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଶୁଣିବାକୁ ମିଳୁଛି ଏକ ଆଶ୍ଚର୍ୟ୍ଯ କର ଖବର। ଅଲଗା ହେବାକୁ ଯାଉଛନ୍ତି ଅନୁଷ୍କା ଓ ବିରାଟ। ତେବେ ଖବର ଟି ଏମିତି ଆସିଥିଲା କି କରୋନା ପାଇଁ କ୍ୱାରେଣ୍ଟାଇନ୍ରେ ରହିବା ଯୋଗୁ ଉଭୟେ ଅଲଗା ଅଛନ୍ତି। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ତଥା ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ର କ୍ୟାପ୍ଟେନ୍ ଓ ଅନୁଷ୍କା ଙ୍କ ପତି ବିରାଟ କୋହଲିଙ୍କ ସହ ଏବେ ଦୁବାଇରେ ଅଛନ୍ତି। ଉଭୟେ ଏବେ ଏକ ଘରେ ହୋଟେଲ ରେ କ୍ୱାରେଣ୍ଟାଇନ୍ରେ ଥିବା ର ସୂଚନା ମିଳିଛି । ସୂଚନା ଅନୁସାରେ ଭାରତୀୟ ର କ୍ରିକେଟ୍ ଟିମ୍ ପାକିସ୍ତାନ ବିପକ୍ଷ ରେ ଆଗାମୀ ଟି-୨୦ ବିଶ୍ୱ କପ୍ ମ୍ୟାଚ୍ ପାଇଁ ଏବେ ୟୁଏଇରେ ଉପସ୍ଥିତ ରହିଛନ୍ତି ।
ଅନୁଷ୍କା ଶର୍ମା ଇନ୍ଷ୍ଟାଗ୍ରାମ୍ରେ ସବୁବେଳେ ବିରାଟ କୋହଲିଙ୍କର ଅନେକ ଫଟୋ ସେୟାର କରିବା ସହିତ ଅନେକ କ୍ୟାପସଂ ମଧ୍ୟ ଲେଖନ୍ତି । ଶୁଣିବା କୁ ମିଳିଛି ଯେ ସେ ଏବେ ବିରାଟ କୋହଲିଙ୍କ ସହ କ୍ୱାରେଣ୍ଟାନ୍ ରେ ଅଛନ୍ତି। ତାଙ୍କ ଅନେକ ଫୋଟୋ ରେ ବିରାଟ ତଳେ ଠିଆ ହୋଇଥିବା ବେଳେ ଆଉ ଏକ ଫଟୋ ରେ ସେ ସାମ୍ନା ବାଲକୋନୀରେ ଥିବା ନଜର ଆସିଛନ୍ତି ଦୁହେଁ । ଫଟୋ ସେୟାର କରି ଅନୁଷ୍କା କ୍ୟାପ୍ସନ୍ ରେ ଲେଖିଛନ୍ତି- Quarantine makes the heart fonder & Love in the time of bubble life ଲେଖିଛନ୍ତି।
ଯାହା କି ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ୍ ଜର ରେ ଭା-ଇ-ର-ଲ ହେଉଛି। ଖବର ଟି ପୋଷ୍ଟ ହେବା ବେଳକୁ ଏହି ଫଟୋକୁ ପ୍ରାୟ ୨୨ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ସେହିପରି ରଣବୀର ସିଂହ, ୟୁଜବେନ୍ଦ୍ର ଚହଲ, ଟିସ୍କା ଚୋପ୍ରା ଓ ସାନିଆ ମିର୍ଜାଙ୍କ ସମେତ ଅନେକ ବଲିଉଡ୍ ତାରକା ଓ ଖେଳ ଜଗତର ଅନେକ ସେଲିବ୍ରିଟି ମଧ୍ୟ ଏଥିରେ କମେଣ୍ଟ କରିଛନ୍ତି। ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ନୁଆ ଜୀବନ ଆରମ୍ଭ କରିଥିଲେ ।
କିଛି ଦିନ ତଳେ ଅନୁଷ୍କା ଏକ କନ୍ୟା କୁ ଜନ୍ମ ଦେଇଥିଲେ । ଯାହାର ନାଁ ବାମିକା ରଖିଛନ୍ତି ।ଅନୁଷ୍କା ଶର୍ମାଙ୍କ ଦୁଇଟି ଫିଲ୍ମ ଏବେ ରିଲିଜ୍ ହେବାକୁ ଯାଉଛି । ତାଙ୍କୁ ନବଦୀପ ସିଂହଙ୍କ ‘କନେଡ଼ା’ ଓ କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକ୍ରେ ଦେଖିବାକୁ ମିଳିବ ର ସମ୍ଭାବନା ରହିଛି । ଅନୁଷ୍କା ଫିଲ୍ମ ଜିରୋରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଶାହାରୁଖ ଖାନ୍ ଅଭିନୟ କରିଥିଲ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।