ସୁର ରାଉତରାୟ ଙ୍କର ଆଉ ଏକ ନୂଆ ଭିଡିଓ ଭାଇରଲ , ଯାହାକୁ ଜାଣିଲେ ଆପଣ ନିଜର ହସ କୁ ରୋକି ପାରିବେନି – ଦେଖନ୍ତୁ Video…

 

 

ଦର୍ଶକ ବନ୍ଧୁ ଜଟଣୀ ର ବିଧାୟକ ସୁର ରାଉତରାୟ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ । ସେ ହେଉଛନ୍ତି ଜଣେ ଏମିତି ନେତା ଯେ କି ନିର୍ଭିକ, ସାହାସୀ ଏବଂ ନିଜର ରୋକଠୋକ ବୟାନ ପାଇଁ ସେ ବେଶ୍ ପରିଚିତ ଅଟନ୍ତି । ଖାଲି ଏତିକି ନୁହେଁ ଏହା ସହିତ ସେ ଜଣେ ମଧ୍ୟ ସଚ୍ଚୋଟ ନେତା ଅଟନ୍ତି । ସେ ସବୁବେଳେ ବାସ୍ତବ କଥା ଟି କୁ ସମସ୍ତଙ୍କ ସାମ୍ନା ରେ କହି ଦେଇଥାନ୍ତି ।

 

 ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁର ରାଉତରାୟ କେଉଁ ସବୁ କଥା କହିଛନ୍ତି ,ଆସନ୍ତୁ ଜାଣି ନେବା । ବର୍ତ୍ତମାନ ସମୟ ରେ ଜଟଣୀ ବିଧାୟକ ସୁର ରାଉତରାୟ ଏକ ବୈଠକ ରେ ବସି ଏମିତି କଥା କହିଛନ୍ତି ଯାହାକୁ ଦେଖିଲେ ଆପଣ ନିଜର ହସ କୁ ରୋକି ପାରିବେନି । ତେବେ ଦର୍ଶକ ବନ୍ଧୁ କଂଗ୍ରେସ ତରଫ ରୁ ଏକ ବୈଠକ ହୋଇଥିଲା ,ଆଉ ସେହି ବୈଠକ ରେ ଉପସ୍ଥିତ ଥିଲେ ଜଟଣୀ ର ବିଧାୟକ ସୁର ରାଉତରାୟ । ତେବେ ସେହି ବୈଠକ ରେ ସୁର ରାଉତରାୟ କଣ କହିଛନ୍ତି ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ଜଟଣୀ ର ବିଧାୟକ ସୁର ରାଉତରାୟ ଏକ ବୈଠକ ରେ ସମସ୍ତଙ୍କ ସାମ୍ନା ରେ କହିଛନ୍ତି ଏମିତି କଥା ଯାହାକୁ ଶୁଣି ସେଠାରେ ଥିବା ସମସ୍ତ ଲୋକ ମାନେ ହସିଥିଲେ ଆଉ ସୁର ରାଉତରାୟ ନିଜେ ମଧ୍ୟ ଭୋ ଭୋ ହୋଇ ହସି ପକାଇଛନ୍ତି । ତେବେ କୌଣସି ଏକ କଥା କୁ ନେଇ ସୁର ରାଉତରାୟ କହିଛନ୍ତି ଯେ ,ପଇସା କମେଇଛ ଏଇଥରୁ ଏଇଟା ତମର ଝାଳ ବୁହା ଧନ ନୁହଁ । 

 

ଆଉ ଏହାପରେ କୌଣସି ଏକ କଥା କହୁ କହୁ ଏକ ଅ-ଭ-ଦ୍ର ଭାଷା କହିଦେଲେ ସୁର ରାଉତରାୟ । ଆଉ ତା ପରେ ହସି ହସି କହିଛନ୍ତି କି କଣ ଏଠାରେ ମାଇକ ଲାଗିଛି କି । ଆଉ ମାଇକ ଲାଗିଛି ବୋଲି ଜାଣିବା ପରେ ସେ ପୁଣି ହସି ହସି କହିଥିଲେ ଆଉ ଏକ ଅ-ଭ-ଦ୍ର ଭାଷା । ଆଉ ଏହାପରେ କହିଲେ କି ମୁଁ ଆଉ କାହା ସହ କଥା ହେବିନି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *