ଏଇ ସଙ୍ଗେ ସଙ୍ଗେ ଅମିତାଭ ବଚନ ଙ୍କ ପରିବାର ରୁ ଆସିଲା ଏମିତି ଏକ ଦୁଃଖ ଖବର, ଜାଣିଲେ କାନ୍ଦି ପକେଇବେ ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ଅମିତାଭ ବଚ୍ଚନ ଙ୍କ ପରିବାର ରୁ କେଉଁ ଦୁଃଖଦ ଖବର ସାମ୍ନା କୁ ଆସୁଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବଲିଉଡ୍ ର ଜଣେ ପ୍ରସିଦ୍ଧ ତଥା ବେଶ୍ ପରିଚିତ ଅଭିନେତା ଅମିତାଭ ବଚନ ଙ୍କୁ ତ ସମସ୍ତେ ବେଶ୍ ଭଲ ଭାବରେ ଜାଣି ଥିବେ । ତେବେ ତାଙ୍କର ସ୍ତ୍ରୀ ଜୟା ବଚ୍ଚନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ । ବର୍ତ୍ତମାନ ସମୟ ରେ ବଚ୍ଚନ ପରିବାର ରୁ ସାମ୍ନା କୁ ଆସିଛି ଏକ ବଡ ଦୁଃଖଦ ଖବର । ତେବେ ସୂଚନା ମୁତାବକ ବର୍ତ୍ତମାନ ସମୟ ରେ ଜୟାବଚ୍ଚନ କୋଭି଼ଡ ପଜିଟିଭ ଚିହ୍ନଟ ହୋଇଛନ୍ତି । 

 

ତେବେ ଏଥିପାଇଁ ବର୍ତ୍ତମାନ ସମୟ ରେ ବଚ୍ଚନ ପରିବାର ର ସମସ୍ତ ସଦସ୍ୟ ମାନେ କୋରନା ଟେଷ୍ଟ କରାଉଛନ୍ତି । ଆଉ ବର୍ତ୍ତମାନ ଜୟା ବଚ୍ଚନ ନିଜ ଘରେ କ୍ୱାରେଣ୍ଟିନ ରେ ରହିଛନ୍ତି। ତେବେ ବର୍ତ୍ତମାନ ସମୟ ରେ ରୋକି ଏବଂ ରାଣୀ ଫିଲ୍ମ କୁ ନେଇ ଅଭିନେତ୍ରୀ ଜୟା ବଚ୍ଚନ ବେଶ୍ ଚର୍ଚ୍ଚା ରେ ରହିଛନ୍ତି । ତେବେ ରଣବୀର ସିହଂ ଓ ଆଲିଆ ଭଟ୍ଟ ଏହି ଫିଲ୍ମ ରେ ଲିଡ ରୋଲ ରେ ଦେଖିବାକୁ ମିଳିବେ ।

 

ତେବେ ବର୍ତ୍ତମାନ ସମୟ ରେ ଜୟା ବଚ୍ଚନ ପଜିଟିଭ ଚିହ୍ନଟ ହେବା ପରେ ଫିଲ୍ମ ନିର୍ମାତା କରନ ଜୋହର ସେହି ଫିଲ୍ମ ର ସୁଟିଂ କୁ ଅଟକାଇ ଦେଇଛନ୍ତି । ତେବେ କୌଣସି ରିସ୍କ ନ ନେଇ ଫିଲ୍ମ ନିର୍ମାତା କରନ ଜୋହର ସୁଟିଂ କୁ ଅଟକାଇ ଦେଇଛନ୍ତି। ଆଉ ଏଥିପାଇଁ ମଧ୍ୟ କରନ ଜୋହର ସୁଟିଂ କୁ ପୋଷ୍ଟପୋନ କରିଦେଇଛନ୍ତି ।

 

 ତେବେ ଏଥିପାଇଁ ବର୍ତ୍ତମାନ ଜୟା ବଚ୍ଚନ ଙ୍କ ପରିବାରର ସମସ୍ତ ସଦସ୍ୟ ମାନେ କୋରନା ଟେଷ୍ଟ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ତଥା ଅମିତାଭ ଙ୍କ ସ୍ତ୍ରୀ ଜୟା ବଚ୍ଚନ ଙ୍କ ଅସୁସ୍ଥତା କୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *