ଫୁଣି ବାହାରିଲା ରାନୀ ପଣ୍ଡା ଙ୍କ ଅସଲ ରୂପ | ମହିଳା ଙ୍କ ବିଷୟରେ ଏମିତି କହିଦେଲେ ରାନୀ ପଣ୍ଡା | ଦେଖ Video….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳା ମାନଙ୍କ ବିଷୟରେ ରାନୀ ପଣ୍ଡା କେଉଁ ସବୁ କଥା କହିଛନ୍ତି ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ତେବେ ଦର୍ଶକ ବନ୍ଧୁ ଜୀବନ ରେ ମନୋରଞ୍ଜନ ର ବହୁତ୍ ଆବଶ୍ୟକତା ରହିଥାଏ । କାହିଁକି ନା ବ୍ୟସ୍ତ ବିବ୍ରତ ସମୟ ମଧ୍ୟରେ ମନୋରଞ୍ଜନ ମନ କୁ ଖୁସି ଦେଇଥାଏ । ତେବେ ଆମେ ସାଧାରଣତଃ ଆମର ମନୋରଞ୍ଜନ ପାଇଁ ଟିଭି ସିରିଏଲ ,ସିନେମା ତଥା ଯାତ୍ରା ଭଳି ଜିନିଷ ଦେଖିଥାଉ । ତେବେ ଅନେକ ଲୋକ ମାନେ ସିନେମା କୁ ପସନ୍ଦ କରୁଥିବା ବେଳେ ଆଉ ଅନେକ ଲୋକ ମଧ୍ୟ ଯାତ୍ରା କୁ ବେଶ୍ ପସନ୍ଦ କରିଥାନ୍ତି ।

 

 

ଅଭିନେତା ତଥା ଅଭିନେତ୍ରୀ ମାନେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି । ତେବେ ଯାତ୍ରା ଜଗତ ରେ ମଧ୍ୟ ସେହିଭଳି କିଛି କଳାକାର ଅଛନ୍ତି ,ଆଉ ରାନୀ ପଣ୍ଡା ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟତମ । ଓଡିଶା ରେ ତାଙ୍କୁ ପ୍ରାୟତଃ ସମସ୍ତେ ଜାଣିଛନ୍ତି । ତେବେ ଆପଣ ମାନେ ଏହା ଭଲ ଭାବରେ ଜାଣିଛନ୍ତି ଯେ , କେତେବେଳେ ସେ କଳାକାର ଭାବରେ ପରିଚିତ ଥାନ୍ତି ତ ଆଉ କେତେବେଳେ ବିବାଦୀୟ ମନ୍ତବ୍ୟ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଦର୍ଶକ ବନ୍ଧୁ ରାନୀ ପଣ୍ଡା ବର୍ତ୍ତମାନ ସମୟ ରେ କଣ କହିଛନ୍ତି ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ଜଣାଇ ରଖୁଛୁ କି ,ବର୍ତ୍ତମାନ ସମୟ ରେ ପୁଣି ଥରେ ସାମ୍ନା କୁ ଆସିଛି ଏକ ଭଣ୍ଡ ବାବା ଙ୍କ କାରନାମା । ଆଉ ଏହି ବିଷୟ ଉପରେ ରାନୀ ପଣ୍ଡା ମୁଁହ ଖୋଲିଛନ୍ତି । ଆଉ କହିଛନ୍ତି କି , ମହିଳା ମାନଙ୍କୁ ଦେଖିଲେ ଆଜିକାଲି ବାବା ମାନଂକ ମୁଣ୍ଡ ଟିଣ ହୋଇ ଯାଉଛି । ଆଉ ଏହାପରେ ମହିଳା ମାନଙ୍କୁ କହିଛନ୍ତି କି ,ଆଉ କିଛି ମହିଳା ଅଛନ୍ତି ଯେଉଁ ମାନେ ବାବା ବାବା କହିକି ଯାଇ ବାବା ପାଖରେ ତେଲ ମାଲିସ୍ କରୁଛନ୍ତି ।

 

 ଏହା ପରେ କହିଛନ୍ତି କି ,ତୁମେ ସ୍ତ୍ରୀ ଲୋକ ମାନେ ଘରେ ରହିବ ଯାହା କାମ ଥିବ କାମ କରିବ ଆଉ ଶାନ୍ତି ରେ ରହିବ ,ଆଉ ଘରେ ବସି ମାଆଙ୍କୁ ଜପିବ । ହେଲେ ଘରେ ବସି ମାଆ ଙ୍କୁ ନ ଜପି ଯାଇ ବାବାଙ୍କୁ ଜପିବ । ତେବେ ଶେଷ ରେ ରାନୀ ପଣ୍ଡା କହିଛନ୍ତି କି ,ଯଦି ଏହି କଥା ରେ ସତ୍ୟତା ରହିଛି ତାହେଲେ ଏହି ଘଟଣା ଉପରେ କଡା ପଦକ୍ଷେପ ଗ୍ରହଣ କରାଯାଉ ନଚେତ୍ ସଂସାର କଳୁଷିତ ହୋଇଯିବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *