ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଥରେ ତୀବ୍ର ଗତିରେ ମାଡି ଲାଣି ଆଉ ଏକ ନୂଆ ଭାଇରସ। ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଏବେ ପର୍ଯ୍ୟନ୍ତ କରୋନା ର ପ୍ରକୋପ ହ୍ରାସ ପାଇ ନାହିଁ । ଆପଣ ମାନେ ତ ଏହା ଜାଣିଛନ୍ତି ୨୦୧୯ ମସିହା ଠାରୁ ସାରା ବିଶ୍ୱ କରୋନା ମହାମାରୀ ଅଧିନ ରେ ରହିଥିଲା । ତେବେ ଏଥିପାଇଁ ଲୋକ ମାନେ ବହୁତ୍ ସମୟ ଧରି ଘରେ ବସି ରହିଥିଲେ । ତେବେ ଜଣାଇ ରଖୁଛୁ ଯେ , କରୋନା ର ତୃତୀୟ ଲହର ନ ସରୁଣୁ ପୁଣି ତାର ଏକ ନୂଆ ଭେରିଆଣ୍ଟ ହଇଚଇ ସୃଷ୍ଟି କଲାଣି ।
ତେବେ ଦର୍ଶକ ବନ୍ଧୁ ଲୋକ ମାନେ କରୋନା ର ସାମାନ୍ୟ ଭାବରେ ନିସ୍ତାର ପାଉଥିବା ବେଳେ ବର୍ତ୍ତମାନ ସମୟ ରେ ଚାଇନା ର ଏକ ନୂଆ ଭାଇରାସ୍ ଏବେ ପୁଣି ଚିନ୍ତା ବଢ଼ାଇ ଲାଣି । ତେବେ ବର୍ତ୍ତମାନ ଏହି ପରିସ୍ଥିତି କୁ ସାମ୍ନା ରେ ରଖି ଲକଡାଉନ ଭଳି ପରିସ୍ଥିତି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା ମୁତାବକ , ବର୍ତ୍ତମାନ ସମୟ ରେ ଚାଇନା ର ଚୁଙ୍ଗଚାନ ସହର ରେ ଅନ୍ୟ ଏକ ନୂଆ ଭାଇରସ୍ ଚିହ୍ନଟ ହୋଇଛି ।
ଏଥିପାଇଁ ପୁଣି ଥରେ ଚାରିଆଡେ ହଲଚଲ ସୃଷ୍ଟି ହୋଇଛି ।ତେବେ ବର୍ତ୍ତମାନ ସମୟ ରେ ସେଠାରେ ଏହି ନୂଆ ଭାଇରସ୍ ଚିହ୍ନଟ ହେବା ପରେ ଚାଇନା ର ସରକାର ସେହି ସହର କୁ ଲକଡାଉନ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ସମୟ ରେ ଚୀନ ର ଏହି ଲକଡାଉନ ଘଟଣା ବିଶ୍ଵ ବାସୀ ଙ୍କୁ ଚିନ୍ତା ରେ ପକାଇ ଦେଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।