ବଜାର କୁ ଆସିଲା 400 ଟଙ୍କିଆ AC ,ମାତ୍ର 15 ମିନିଟରେ ରୁମକୁ କରି ଦେଉଛି ଥଣ୍ଡା – ବିଶ୍ୱାସ କରି ହେଉନି ।

 

 

ଦର୍ଶକ ବନ୍ଧୁ ଏବେ ଖରା ଦିନ ଆସିଗଲାଣି , ଆଉ ଲୋକ ମାନେ ଏହି ଭୀଷଣ ଗରମ ରୁ ରକ୍ଷା ପାଇବା ପାଇଁ AC ର ବ୍ୟବହାର କରିଥାନ୍ତି । କିନ୍ତୁ ଏହି AC ର ଦାମ୍ ବହୁତ୍ ହୋଇଥାଏ ସେଥିପାଇଁ ସମସ୍ତଙ୍କ ପକ୍ଷେ ବ୍ୟବହାର କରିବା ସମ୍ଭବ ହୋଇ ନଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ AC ବିଷୟରେ କହିବୁ ଯାହା ଘରକୁ 15 ମିନିଟ୍ ରେ ଥଣ୍ଡା କରି ଦେଉଛି , ଆଉ ତାହା ମଧ୍ୟ ଅତି ସୁଲଭ ମୂଲ୍ୟରେ ବଜାର ରେ ଉପଲବ୍ଧ ଦେଉଛି ।

 

ତେବେ ଦର୍ଶକ ବନ୍ଧୁ ଏହି AC କୁ ବ୍ୟବହାର କରିବା ପାଇଁ ଡ୍ରାଇ ବରଫ କିମ୍ବା ପାଣିର ଆବଶ୍ୟକତା ପଡ଼ିବ ,ଯାହାକି ଘରକୁ ବହୁତ୍ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ । ତେବେ ଜଣାଇ ରଖୁଛୁ କି ଏହାକୁ ଚଲେଇବା ବହୁତ ସହଜ । ଏହା ସହିତ ଏହାର ଏକ ବଡ଼ ସୁବିଧା ଏହା ଯେ ଏହାର ବ୍ୟବହାର କଲେ କୈଣସି ବିଦ୍ୟୁତ ଖର୍ଚ୍ଚ ହୁଏ ନାହିଁ ।

 

 ତେବେ ଟେବୁଲ ରେ କାମ କରୁଥିବା ଲୋକ  ମାନଙ୍କ ପାଇଁ ଏହା ଉତ୍ତମ ଉପକରଣ ଅଟେ । ତେବେ ଆପଣ ମାନେ ତ ଜାଣିଛନ୍ତି ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆସି ଯାଇଛି ଆଉ ଆଗ କୁ ଅସହ୍ୟ ଗରମ କୁ ମଧ୍ୟ ସହ୍ୟ କରିବାକୁ ପଡ଼ିବ । ତେବେ ଏହି ସମୟ ରେ ଯଦି ଆପଣ କୌଣସି କୁଲିଂ ଡିଭାଇସ ଖୋଜୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହେବ ।

 

 

ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଏହି AC ବିଷୟରେ ବିସ୍ତୃତ ଭାବେ ଜାଣି ନେବା ଓ ଏହା ଦ୍ଵାରା ଆପଣ ଜାଣି ପାରିବେ ଯେ ଏହି ଡିଭାଇସ ଆପଣ ମାନଙ୍କ ପାଇଁ କେମିତି ରହିବ । ତେବେ ଆପଣ ଯଦି ନିଜ ଘରେ ୱର୍କ ଟେବୁଲ ରେ କିମ୍ବା ଯଦି ଆପଣ ଘରେ ୱର୍କ ଟେବୁଲ କିମ୍ବା ପିଲାମାନଙ୍କ ଟେବୁଲରେ ରଖିବା ପାଇଁ ଏକ କୁଲିଂ ଡିଭାଇସ୍ ଖୋଜୁଛନ୍ତି ତାହେଲେ ଏହି AC ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହେବ ।

 

 

 

ତେବେ ଜଣିଆ ରଖୁଛୁ କି ,ଏହି AC ଉଭୟ ଅନଲାଇନ୍ ଓ ଅଫଲାଇନ ରେ ଉପଲବ୍ଧ ରହିଛି ,ଆପଣ ନିଜର ସୁବିଧା ଅନୁସାରେ କିଣି ପାରିବେ । ତେବେ ଏହି AC ର ବିଭିନ୍ନ ପ୍ରକାରର ଡିଜାଇନ୍ ଏବଂ ଏହା ବିଭିନ୍ନ ଆକାର ର ରହିଛି ,ଆପଣ ନିଜ ପସନ୍ଦର ମଡେଲ୍ ବାଛି ପାରିବେ । ଜଣାଇ ରଖୁଛୁ ଯେ , ଏହାର ମୂଲ୍ୟ 400 ଟଙ୍କା ରୁ ଆରମ୍ଭ ହୋଇ 2000 ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଏହି କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଡ୍ରାଇ ବରଫ କିମ୍ବା ପାଣି ର ବ୍ୟବହାର କରିବାକୁ ପଡିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *