ଏମିତି ନାଚ କେହି ଦେଖିନଥିବେ ଆଖି ଦେଖିଲା ଦିନରୁ | ଆସନ୍ତୁ ଦେଖିବା ଏହି ଡ୍ୟାନ୍ସ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଃ କି ଡ୍ୟାନ୍ସ ! ସୋସିଆଲ ମିଡିଆରେ ଭାଇରଲ ହେଲା ଏହି ଜବରଦସ୍ତ ଡ୍ୟାନ୍ସ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି । ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି । ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ । ପ୍ରାୟତଃ ଯୁବପିଢି ମାନେ ଏହି ସୋସିଆଲ ମିଡ଼ିଆ କୁ ବହୁଳ ପରିମାଣରେ ବ୍ୟବହାର କରିଥାନ୍ତି । ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି । ଡ୍ୟାନ୍ସ ଦେଖିବାକୁ ତ ଆପଣ ନିଶ୍ଚିତ ଭଲ ପାଉଥିବେ । 

 

ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ । ତେଣୁ ଯେତେବେଳେ ବି କେଉଁଠି କାହାକୁ ନାଚିବାର ଦେଖିବାକୁ ପାଉ ସେତେବେଳେ ଆମକୁ ମଧ୍ୟ ଦେଖିବା ପାଇଁ ଇଛା ହୋଇଥାଏ ଆଉ ସେଇ ସଙ୍ଗୀତ ର ତାଳେ ତାଳେ ଟିକେ ନାଚି ଦେବାକୁ ଇଚ୍ଛା ହୋଇଥାଏ । ଏହା ମନକୁ ଏକ ଭିନ୍ନ ଖୁସି ଦେଇଥାଏ । ତେବେ ବର୍ତ୍ତମାନ ସମୟରେ ଯେଉଁ ଭଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ସେଥିରେ ଯୁବତୀମାନଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି। 

 

ପ୍ରାୟତଃ ଅନେକ ଲୋକ ନିଜେ ନାଚିବାକୁ ଭଲ ପାଉ ନଥାଇ ପାରନ୍ତି କିନ୍ତୁ ନୃତ୍ୟ ଦେଖିବାକୁ ଅବଶ୍ୟ ପସନ୍ଦ କରିଥାନ୍ତି । ଏବଂ ଆଉ କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ ନୃତ୍ୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଦରକାର ପଡେ ନାହିଁ । ଯେଉଁଠି ଗୀତ ଶୁଣିଲେ ସେଇଠି ନାଚି ପକାଇଲେ । ତେବେ ଭିଡ଼ିଓରେ ନଜର ଆସୁଥିବା ଯୁବତୀମାନେ ଏକ କୀର୍ତ୍ତନ ରେ ଆଲବମ୍ ଷ୍ଟାଇଲ ରେ ତାଳ ଦେଇ ନାଚୁଥିଲେ। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି।

https://www.facebook.com/focusplusodisha1/videos/334622145390132/?sfnsn=wiwspwa

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *