ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କରୋନାର ପ୍ରକୋପ ନ ସରୁ ସରୁ ପୁଣି ଆସିଲା ଆଉ ଏକ ଭାରିଆଣ୍ଟ, ଖୁବ୍ ଜୋରରେ ବ୍ୟାପୁଛି ଏହି ଭାରିଆଣ୍ଟ, ଜାଣନ୍ତୁ ଏହି ଭାରିଆଣ୍ଟ ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବିଗତ ଦୁଇବର୍ଷ ହେଲାଣି ଚୀନ୍ ରୁ ଆସିଥିବା କରୋନା ମହାମାରୀ ଥମିବାର ନାମ ନେଉନଥିବା ବେଳେ ପରକୁ ପରେ ଏହାର ନୂଆ ନୂଆ ଭାରିଆଣ୍ଟ ମୁଣ୍ଡବ୍ୟଥାର କାରଣ ହୋଇଛି। କରୋନା ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ନେବା ପରେ ଏହାର ଭାରିଆଣ୍ଟ ମଧ୍ୟ ଅନେକ ଲୋକଙ୍କର ଜୀବନ ନେଇସାରିଥିବା ସହିତ ଏବେବି ଜୀବନ ନେବାରେ ଲାଗିଛି।କରୋନା ଭୂତାଣରୁ ନୂଆ ଭାରିଆନ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଭାରତରେ ମଧ୍ୟ ଏହି ଭାରିଆନ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଏହା ଭାରତରେ ତୃତୀୟ ଲହର ଆଣିଛି ବୋଲି କେତେକ ମହଲରେ ତଥ୍ୟ ପ୍ରକାଶ ପାଇଛି। କିନ୍ତୁ ଏହି କୋରନା ର ତୃତୀୟ ଲହର ନ ସରୁଣୁ ବର୍ତ୍ତମାନ ପୁଣି ଥରେ ଏହାର ନୂଆ ଭେରିଆଣ୍ଟ ହଇଚଇ ସୃଷ୍ଟି କରିବା ଆରମ୍ଭ କଲାଣି। ଗୋଟିଏ ସମସ୍ୟା ଦୂର ହବାର ନାଁ ଧରୁ ନାହିଁ, କିନ୍ତୁ ପୃଥିବୀ ଉପରେ ସମସ୍ୟା ଉପରେ ସମସ୍ୟା ବଢିଚାଲିଛି।
ଗତ ଦୁଇ ମାସ ହେବ କୋରନା ରୁ ଲୋକମାନେ ରକ୍ଷା ପାଇଥିଲେ। କିନ୍ତୁ ପୁଣି ଵର୍ତମାନ ଚାଇନା ର ନୂଆ ଭାଇରାସ୍ ଚିନ୍ତା ବଢ଼ାଉଛି।ତେବେ ଏହାକୁ ନେଇ ଆଗକୁ ଲକଡାଉନ ଭଳି ପରିସ୍ଥିତି ହୋଇପାରେ ବୋଲି ଆଶଙ୍କା କରାଯାଉଛି।ତେବେ ଗତ ଦୁଇ ମାସ ହେବ କୋରନା ମହାମାରୀ ଟିକିଏ ଥମି ଯାଇଥିଲେ।କିନ୍ତୁ ବର୍ତ୍ତମାନ ର ସୂଚନା ରହିଛି କି ଚାଇନା ର ଚୁଙ୍ଗଚାନ ସହର ରେ ଅନ୍ୟ ଏକ ନୂଆ ଭାଇରସ୍ ଠାବ କରାଯାଇଛି।ତେବେ ଏହି ସୂଚନା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି ଏବଂ ଚାରିଆଡେ ହଲଚଲ ସୃଷ୍ଟି କରିଛି।
ତେବେ ନୂଆ ଭାଇରସ୍ ର ଆତଙ୍କ ସେଠାରେ ଆସିବା ପରେ ଚାଇନା ର ସରକାର ଏହି ସହର କୁ ଲକଡାଉନ କରାଯାଇଛି। ଚୀନ ର ଏହି ଚୁଙ୍ଗଚାନ ଅଞ୍ଚଳରେ ପ୍ରାୟ ୯୦ ହଜାର ରୁ ଅଧିକ ଲୋକ ବସବାସ କରିଥାନ୍ତି।ତେବେ ଚୀନ ର ଏହି ଲକଡାଉନ ଘଟଣା ଟି ସାମ୍ନା କୁ ଆସିବା ପରେ ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ରେ ରହିଛି କାରଣ ସବୁ ଦେଶକୁ ନିଜ କବଳ ରେ ଆଣି ଥିବା କୋରନା ଭାଇରସ୍ ର ସୃଷ୍ଟି ମଧ୍ୟ ସେହି ଚାଇନା ରୁ ଆରମ୍ଭ ହୋଇଥିଲା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।