ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାନ୍ଦୁ ଥିବାର ନଜର ଆସିଲେ ୟୁଟ୍ୟୁବ୍ ର ଫେମସ୍ ରୂପା, ପିଣ୍ଟୁ ତାଙ୍କୁ କାନ୍ଦୁଥିବାର କାରଣ ପଚାରିବାରୁ କହିଲେ ଏପରି କିଛି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରୂପ ଓ ପିଣ୍ଟୁ କୁ ତ ଆପଣ ମାନେ ଭଲ ସେ ଚିହ୍ନି ଥିବେ ।ତେବେ ତାଙ୍କ ଚ୍ୟାନେଲକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଅନେକ ଭଲ ପାଇବା ଦେଇଥାନ୍ତି।ସେ ନିଜ ଚ୍ୟାନେଲରେ ପ୍ରତିଦିନର ତାଙ୍କର ଦୈନଦିନ ଜୀବନରେ କଣ କରନ୍ତି ସେହି ଭିଡିଓ ଅପଲୋଡ଼ କରିଥାନ୍ତି ଯାହା ଦର୍ଶକ ମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।ତେବେ ଆଜି ଆମେ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ।
ତେବେ ଆପଣମାନେ ରୁପା ପିଣ୍ଟୁଙ୍କୁ ଟିକ ଟକରୁ ନେଇ ବର୍ତ୍ତମାନ ୟୁଟ୍ୟୁବରେ ବ୍ଲଗିଙ୍ଗ କରିବା ପର୍ଯ୍ୟନ୍ତ ଦେଖୁଥିବେ।ତାଙ୍କର ନୂଆ ନୂଆ ଆଲବମ ହେଉ ବା ଇଂଷ୍ଟା ରିଲସ ସବୁଥିରେ ଦେଖିବାକୁ ମିଳୁଛି ଆପଣ ମାନଙ୍କ ଭଲ ପାଇବା।ତେବେ ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ରୁପା ପିଣ୍ଟୁଙ୍କ ସହିତ କଥା ହେବାକୁ ଚାହୁଁଥିବେ।ତେବେ ଭିଡ଼ିଓ ରେ ରୂପା କାନ୍ଦୁଥିବାର ନଜର ଆସିଛନ୍ତି।
ରୂପା ଯେତେବେଳେ କାନ୍ଦୁଥିବାର ଦେଖିବାକୁ ମିଳିଲା ତା ପରେ ପିଣ୍ଟୁ ତାଙ୍କୁ ଏହାର କାରଣ ପଚାରିଥିଲେ, ହେଲେ ରୂପା କାନ୍ଦୁଥିବାରୁ କିଛି କହିନଥିଲେ। ଏହାପରେ ପିଣ୍ଟୁ କହିଥିଲେ କି ରୂପାଙ୍କ ଗାଁରେ ମେଳଣ ହେଉଥିଲା ଏବଂ ରୂପା ଯିବେ ବୋଲି କହିଥିଲେ ହେଲେ ପିଣ୍ଟୁ ତାଙ୍କୁ ମନା କରିଛନ୍ତି ହୁଏତ ସେ ସେଥିପାଇଁ କାନ୍ଦୁଥିବେ। ଏହାପରେ ପିଣ୍ଟୁ ତାଙ୍କୁ ପଚାରିଲେ କି ତମେ ସେଥିପାଇଁ କାନ୍ଦୁଛ ସେ କହିଲେ ହଁ। ତାପରେ ପିଣ୍ଟୁ କହିଲେ ଯାଅ ବୋଉଙ୍କୁ ପଚାରିକି ଆସିବ ସେ ଯଦି କହିବେ ଯିବା ପାଇଁ ମୋର ତାହା ହେଲେ ଆଉ କିଛି କହିବାର ନାହିଁ ମୁଁ ବି ରାଜି।
ଏହାପରେ ରୂପା ଗଲେ ତାଙ୍କ ଶାଶୁଙ୍କୁ ପଚାରିବାକୁ, ଏବଂ ସେ ମଧ୍ୟ ଯିବା ପାଇଁ ହଁ କହିଦେଲେ। ଏହାପରେ ସମସ୍ତେ ବାହାରିଲେ ରୂପାଙ୍କ ଘରକୁ ଯିବାକୁ, ତାଙ୍କ ଝିଅ ଖୁସି ମଧ୍ୟ ବାହାରି ପଡିଲା ମାମୁ ଘରକୁ ଯିବାକୁ। ରୂପା ଘରର ସମସ୍ତଙ୍କୁ ଜୁହାର ହୋଇ ବାହାରି ପଡିଲେ ଯିବାକୁ, କିଛି ସମୟ ପରେ ସମସ୍ତେ ଯାଇ ପହଁଞ୍ଚିଗଲେ ମଧ୍ୟ। ସେଠାରେ ପିଣ୍ଟୁଙ୍କର ବହୁତ ଚର୍ଚ୍ଚା ହେଲା ତାଙ୍କ ଶାଶୁ ତାଙ୍କୁ ଅନେକ କିଛି ଖାଇବାକୁ ମଧ୍ୟ ଦେଲେ। ଏବଂ କିଛି ସମୟ ପରେ ପିଣ୍ଟୁ ଏବଂ ତାଙ୍କ ଭାଇ ସେଠାରୁ ଘରକୁ ଫେରିଗଲେ, ରୂପା ଓ ଖୁସି ରହିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।