ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାଇରାଲ୍ ହେଲା ନିର୍ବାଚନ ଗୀତ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଗକୁ ଆସୁଚି ଇଲେକ୍ସନ ଆଉ ଆରମ୍ଭ ହେବାକୁ ଯାଉଚି ଚିୟାର ମେନ୍ ୱାଡମେମ୍ବର ପଦବୀରେ ଛିଡ଼ା ହେବାକୁ ଯାଉଥିବା କେଣ୍ଡିଦେଡ ଙ୍କ ର ନାମାଙ୍କନ ଦାଖଲ । ଏଠି କିଏ ଉଚ୍ଚଶିକ୍ଷିତ ଯାଇଥିବା ବେଳେ ଆଉ କିଏ ନିଜର ଚାକିରି ଛାଡି ଆସି ନିର୍ବାଚନ ପଡ଼ୁଛି ସମସ୍ତେ ଏଥି ଶିଖିତା । ୟାଡ ରୁ ମୁନିଶିପଲ୍ଟି ପରେ ଲୋଡ଼ଇ ଆଉ ତା ପରେ ମହାନଗର ନିର୍ବାଚନ ର ପାଳି ପଢିବ ।
ଆଉ ସେତେବେଳେ ପଢୁଆ ଆଉ ମହିଳା ପ୍ରତିଦାନ୍ତି କୁ ଖୋଜିବେ ରାଜା ନୈତିକ ଦଳ । ରାଜନିତୀ ରେ ଦକ୍ଷ ପାର୍ଧି କ ର ଯେତିକି ଲୋଡା ରହିଥାଏ ତା ଠାରୁ ଅଧିକ ଜଣେ ଚିହ୍ନ ଚେହେରା ଓ ଲୋକୋ ପ୍ରିୟ ମଧ୍ୟ ସେତିକି ଆବଶ୍ୟକ ମଧ୍ୟ ହେଇଥାଏ । ଆଉ ଏହି ନିର୍ବାଚନ ର ପ୍ରଚାର ପାଈ ଲୋକୋ ଅନେକ ପ୍ରକାର ର ପ୍ରଚେଷ୍ଟା କିଏ ବୁଲି ବୁଲି ପ୍ରଚାର କଳା ବେଳେ ଆଉ କିଏ ପତ୍ରିକା ବଣ୍ଟି ପ୍ରଚାର କରିଛନ୍ତି ।
କିଛି ଲୋକ ଗାଁ ଗାଁ ବୁଲି ଲୋକ୍କ କୁ ବୁଝାଇବାରେ ଲାଗିଛନ୍ତି। ଆଉ ଏହି ସମୟ ରେ ଆବେ ନିର୍ବାଚନ ରେ ମାରିକି ଖାଉଥିବା ଲୋକ କ ପାଈ ଆବେ ଏକ ଗୀତ ପ୍ରବଳ ମାତ୍ରା ରେ ଭରେଲ ହେବ ରେ ଲାଗିଛି । ଯାଉଥିରେ କି ନେତା ମାନେ କିପରି ଲୋକ କ ପାଖରେ ପହଞ୍ଚିବା ପାଈ ପ୍ରୟାସ କରୁଛନ୍ତି ତାହା ବନାନ କର ଯାଇଛି । ଯୋଇଥିରେ କି ନିର୍ଦ୍ଧିଷ୍ଟ ଭାବେ ବିଜେପି ର ବିଷୟ ରେ କୁହା ଯାଇଛି ।
ଆଉ ଏବେ ବହୁ ଚର୍ଚ୍ଚିତ ଗୀତ ନବୀନ ପାଣି ବିରୋଧୀ ପିଲେ ଇ ପାଣି ର ତଳ ରେ ସେହି ଗୀତ ର ଟ୍ରାକ ଦିଆ ଯାଇଛି । ଯାହା ର ଟାଇଟଲ ରଖାଯାଇଛି ଏହିପରି କିଛି ରଖା ଯାଇଛି । ଯାହା କୁ କି ଗୀତିକାର ଅନେକ ନିଆରା ଢଙ୍ଗରେ ରେ ଗାଇଛନ୍ତି । ଯାହା କୁ ଲୋକୋ ପ୍ରବଳ ମାତ୍ରା ରେ ପସନ୍ଦ କରିବା ସହିତ ଭାରେଲ ବି କରିଛନ୍ତି । ଓ ଶଙ୍ଖ ଚିହ୍ନ କୁ ଘରେ ଘରେ ପୋହୋଞ୍ଚାଇ ବାକୁ ଚେଷ୍ଟା କରୁଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।