ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସମୟ ରେ ଅମିତାଭ ବଚ୍ଚନ ଙ୍କ ପରିବାର ରୁ କେଉଁ ଦୁଃଖଦ ଖବର ସାମ୍ନା କୁ ଆସୁଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବଲିଉଡ୍ ସିନେମା ଜଗତର ଜଣେ କିମ୍ବଦନ୍ତୀ ତଥା ବେଶ୍ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ ଏବଂ ତାଙ୍କର ସ୍ତ୍ରୀ ଯେ ଜୟା ବଚ୍ଚନ ମଧ୍ୟ ବଲିଉଡ୍ ରେ ଅନେକ ନାମ କମାଇଛନ୍ତି । ଜୟା ବଚ୍ଚନ ହେଉଛନ୍ତି ଜଣେ ଭଲ ଅଭିନେତ୍ରୀ ଏବଂ ତାଙ୍କର ବେଶ୍ ଲୋକ ପ୍ରିୟତା ମଧ୍ୟ ରହିଛି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଅମିତାଭ ବଚ୍ଚନ ଙ୍କ ପରିବାର କେଉଁ ଦୁଃଖଦ ଖବର ସାମ୍ନା କୁ ଆସିଛି, ଆସନ୍ତୁ ଜାଣି ନେବା ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମିଳୁଥିବା ସୂଚନା ଅନୁଯାୟୀ , ଅମିତାଭ ବଚ୍ଚନ ଙ୍କ ସ୍ତ୍ରୀ ଜୟା ବଚ୍ଚନ କୋଭି଼ଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ସେ ବର୍ତ୍ତମାନ ସମୟ ରେ ହୋମ୍ କ୍ୱାରେଣ୍ଟିନ ରେ ରହିଛନ୍ତି। ଆଉ ଏଥିପାଇଁ ତାଙ୍କର ପରିବାର ଲୋକ ମାନେ ବେଶ୍ ଚିନ୍ତିତ ରହିଛନ୍ତି । ବର୍ତ୍ତମାନ ସମୟ ରେ ତାଙ୍କ ପରିବାର ର ସମସ୍ତ ସଦସ୍ୟ ମାନେ କୋରନା ଟେଷ୍ଟ କରାଇଛନ୍ତି ।
ତେବେ ଜୟା ବଚ୍ଚନ ନିଜର ଆଗାମୀ ଫିଲ୍ମ ରୋକି ଏବଂ ରାଣୀ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ରେ ରହିଛନ୍ତି । ସେହି ଫିଲ୍ମ ରେ ରଣବୀର ସିହଂ ଓ ଆଲିଆ ଭଟ୍ଟ ମଧ୍ୟ ଲିଡ ରୋଲ ରେ ଦେଖିବାକୁ ମିଳିବେ । ତେବେ ବର୍ତ୍ତମାନ ଜୟା ବଚ୍ଚନ ଙ୍କ ଅସୁସ୍ଥତା କୁ ଆଖି ରେ ରଖି ଫିଲ୍ମ ନିର୍ମାତା କରନ ଜୋହର ସେହି ଫିଲ୍ମ ର ସୁଟିଂ କୁ ଅଟକାଇ ଦେଇଛନ୍ତି ।
ସେଥିପାଇଁ ଫିଲ୍ମ ନିର୍ମାତା କରନ ଜୋହର ସେହି ଫିଲ୍ମ ର ସୁଟିଂ କୁ କିଛି ଦିନ ପାଇଁ ପୋଷ୍ଟପୋନ କରିଦେଇଛନ୍ତି । ତେବେ ଜୟା ବଚ୍ଚନ ଙ୍କ ଅସୁସ୍ଥତା କାରଣ ରୁ ତାଙ୍କର ପରିବାର ବର୍ଗ ଙ୍କ ସହ ତାଙ୍କର ଅନେକ ପ୍ରଶସଙ୍କ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଜୟା ବଚ୍ଚନ ଙ୍କ ଅସୁସ୍ଥତା କୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।