ବେଲ ନମିଳିବାରୁ ଆରୀୟନ ଏମିତି କଲେ ହଙ୍ଗାମା ଜେଲ ଭିତରୁ… ଆସନ୍ତୁ ଦେଖିବା Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆରୀୟନ ଖାଁ ଙ୍କୁ ବେଲ ନମିଳିବାରୁ ଜେ-ଲ୍ ଭିତରେ ଏମିତି କରିଦେଲେ ହଙ୍ଗାମା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଆଧୁନିକ ସମାଜରେ ଯୁବପିଢି ମାନେ ବହୁ କୁ-କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଯଦ୍ୱାରା ସମାଜ କଳୁଷିତ ହେବାରେ ଲାଗିଛି । ବର୍ତ୍ତମାନ ର ଯୁବପିଢି ଶିକ୍ଷିତ ସଂସ୍କାରୀ ହୋଇ ମଧ୍ୟ ଅ-ସା-ମା-ଜି-କ କାର୍ଯ୍ୟ ଆଡ଼କୁ ମନ ବଳାଉଛନ୍ତି । ତେବେ ଧନୀ ଶ୍ରେଣୀର ଉଚ୍ଚ ଆଭିଜାତ୍ୟର ସମ୍ପନ୍ନ ଘରର ପିଲାମାନେ ଏହିଭଳି କାର୍ଯ୍ୟ କରିଥାନ୍ତି । ତେବେ ନିକଟରେ ଡ୍ର-ଗ୍ସ ମାମଲାକୁ ନେଇ ଏକ ଘଟଣା ସାମ୍ନା କୁ ଆସିଛି । ଆଜିକାଲି ଯୁବପିଢି ଅଧିକତର ନିଶା ଦ୍ରବ୍ୟ ପ୍ରତି ଆସକ୍ତ ରହିଥାନ୍ତି । ତେବେ ଅକ୍ଟୋବର ୨ ତାରିଖ ଗତ ଶନିବାର ଦିନ ମୁମ୍ବାଇ ରୁ ଗୋଆ ଯାଉଥିବା କ୍ରୁଜ ଜାହାଜ ଉପରେ NCB ରେଡ୍ ପକାଇଥିଲା । 

 

ସେହି ଜାହାଜରେ ଡ୍ର-ଗ୍ସ ପାର୍ଟି ଚାଲିଥିବାର ଜଣାପଡିଥିଲା । ଜାହାଜରେ ସେହି ପାର୍ଟି ରେ ଥିବା ୮ ଜଣକୁ NCB ପ୍ରଥମେ କ-ଷ୍ଟ-ଡି ରେ ନେଇଥିଲେ । ପରେ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ କଡା ତ-ଦ-ନ୍ତ ଚାଲିବା ପରେ ସେମାନଙ୍କୁ ଗି-ର-ଫ କରାଯାଇଥିଲା । ତନ୍ମଧ୍ୟରୁ ଜଣେ ଅ-ଭି-ଯୁ-କ୍ତ ହେଉଛନ୍ତି ବଲିଉଡ ଜଗତର ବାଦଶାହା ଶେର ସାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ । ତେବେ ଆର୍ଯ୍ୟାନ୍ ଙ୍କ ଗି-ର-ଫ ପରେ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି । ସବୁ ଖବରକାଗଜ , ଗଣ ମାଧ୍ୟମରେ ଆର୍ଯ୍ୟାନ୍ ଙ୍କ ଚର୍ଚ୍ଚା । ତେବେ ଏହି ଡ୍ର-ଗ୍ସ ମାମଲାକୁ ନେଇ ନୂଆ ତଥ୍ୟ ସାମ୍ନା କୁ ଆସିଛି । କିଏ ଦେଇଥିଲା ଆଉ କିଭଳି କିଣା ଯାଇଥିଲା ଏସବୁ ରିପୋର୍ଟ ତ-ଦ-ନ୍ତ ରୁ ଜଣା ପଡ଼ିଛି । 

 

ତ-ଦ-ନ୍ତ ରୁ ଗି-ର-ଫ ହୋଇଥିବା ଡ୍ର-ଗ୍ସ ମା-ଫି-ଆ ଶ୍ରେୟାସ ନାୟରଙ୍କ ଜେରା କୁ ଆଧାର କରି ସୂଚନା ସାମ୍ନାକୁ ଆସିଛି ଯେ ଡ୍ର-ଗ୍ସର ଏହି ସମସ୍ତ କାରବାର କ୍ରିପ୍ଟୋକରେନ୍ସି ମାଧ୍ୟମରେ କରାଯାଇଥିଲା । ଡାର୍କ ୱେବ୍ ମାଧ୍ୟମରେ ଶ୍ରେୟସ୍ ନାୟରଙ୍କୁ ଡ୍ର-ଗ୍ସ କାରବାର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତାଙ୍କୁ ଏଥିପାଇଁ ବିଟକଏନ୍ ଜରିଆରେ ପେମେଣ୍ଟ କରାଯାଉଥିଲା ବୋଲି ଏନ୍‌ସିବି ତ-ଦ-ନ୍ତ ସୂତ୍ରରୁ ଜଣା ପଡ଼ିଛି । 

 

ଅନ୍ୟପଟେ ମା ର ମମତା କେବେ ପିଲା ପାଇଁ କମ୍ ହୁଏନି । ସେହିଭଳି କୋଟିପତି ଘରର ପୁଅ ଆର୍ଯ୍ୟାନ୍ ଙ୍କ ପାଇଁ ତାଙ୍କ ମାଆ ବହୁ ଚିନ୍ତିତ । ମାଆ ର ମନ ବୁଝୁନଥିବାରୁ ପୁଅ ଥିବା NCB ଅଫିସ ରେ ଯାଇ ପହଂଚି ଥିଲେ ଆର୍ଯ୍ୟାନ୍ ଙ୍କ ମା । ଜେ-ଲ୍ ଭିତରେ ଜଣେ ସାଧାରଣ କ-ଏ-ଦୀ  ଭାବରେ ବଞ୍ଚୁ ଛନ୍ତି ଆରୟନ ।ଜେ-ଲ୍ ର ବାଥରୁମ୍ କୁ ଯାଉ ନାହାଁନ୍ତି ,ଶୋଉ ନାହାନ୍ତି । ପ୍ରଶାସନ ଉପରେ ଦୋ-ଷ ଦେଉଛନ୍ତି ଯେ ସଫା ସୁତୁରା ନାହି । ପୁଣି ପ୍ରଶାସନ ଙ୍କ ତରଫ ରୁ ମିଳୁଥିବା ଖାଦ୍ୟ ଖାଉ ନ ଥିବାରୁ ପ୍ରଶାସନ ତରଫରୁ କହିଛନ୍ତି ଯେ ମିଳୁଥିବା ଖାଦ୍ୟ ଖାଇବା ପାଇଁ ବାଧ୍ୟ । ଜେ-ଲ୍ ର ଖାଦ୍ୟ ମଧ୍ୟ ଖାଉ ନ ଥିବାରୁ ଘର ଲୋକ ଚିନ୍ତା ରେ ପଡି ପ୍ରତ୍ୟେକ ମାସ ୪୫୦୦ ଟଙ୍କା ପଠାଇବା ର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହିପରି ଭାବରେ କାଟୁଛନ୍ତି ଆର୍ୟନ ତାଙ୍କ ଜୀବନ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *