ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେଖନ୍ତୁ ପାପା କି ପରି ମାନଙ୍କର ଏହି ମଜାଦାର ଭାଇରାଲ ଭିଡିଓ। ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ କଥାକୁ ନେଇ ଏକ ଟ୍ରେଣ୍ଡ ଚାଲିଛି। ଯାହା ହେଉଛି ଝିଅ ମାନଙ୍କ ପାଇଁ ଏବଂ ସେମାନଙ୍କର ବ୍ୟବହାର ଓ କାର୍ଯ୍ୟ କଳାପକୁ ନେଇ। “ପାପା କି ପରୀ ” ନାମରେ ଏହି ଟ୍ରେଣ୍ଡ ଚାଲିଛି।ଆପଣ ମାନେ ପାପା କି ପରି ବିଷୟରେ ବହୁତ କିଛି ଜାଣି ଥବେ । ତେବେ ଆଜି ଆମେ ଆପଣଂକୁ ଜଣାଇବୁ ପାପା କି ପରି ବିଷୟରେ । ଆପଣ ମାନେ ଦେଖୁ ଥିବେ ଯେ ଜଣେ ବାପା ସବୁ ବେଳେ ତାର ଝିଅ କୁ ଅତି ଗେଲ୍ମା ର ସହିତ ବଢ଼େଇଥାନ୍ତି ।
ଆଉ ଜଣେ ମା ସବୁ ବେଳେ ତା ପୁଅକୁ ଗେଲ୍ହା କରିଥାଏ । କହିବା ପାଇଁ ଗଲେ ବାପା ଝିଅକୁ ଅଧିକ ପସନ୍ଦ କରି ଥାଏ ଆଉ ମା ପୁଅକୁ ପସନ୍ଦ କରି ଥାଏ । ସେଥିପାଇଁ ଝିଅର ସବୁ ଅଳିକୁ ବାପା ପୂର୍ଣ୍ଣ କରି ଥାଏ । ତେବେ ଆଜି ଆମେ ଆପଣଂକୁ ଯେଉଁ ଭିଡିଓ ବିଷୟରେ କହିବା ପାଇଁ ଯାଉଛୁ ତାହା ସୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ, ଆଉ କହିବେ ପାପା କି ପରି ଏମିତି ହୋଇ ଥାଏ ।
ତେବେ ଭିଡ଼ିଓ ରେ ଜଣେ ଟ୍ରକ ଡ୍ରାଇଭର ନିଜ ଟ୍ରକକୁ ରାସ୍ତା ମଝିରେ ଥୋଇ ଗାଡି କି ଧୀରେ ଧୀରେ ଠିକ ସ୍ଥାନ ରେ ରଖୁଥିଲେ ଏବଂ ଅନ୍ୟ ଜଣେ ଯୁବକ ଅନୁ ଦୁଇ ପାର୍ଶ୍ୱ ରୁ ଲୋକଙ୍କୁ ଯେମିତି କିଛି ଅସୁବିଧା ନହେବ ସେଥିପାଇଁ ସଚେତନ କରୁଥିଲେ ।ହେଲେ ଏହି ସମୟରେ ଜଣେ ପାପା କି ପରି ଆସି ଏମିତି ନିଜ ସ୍କୁଟି କୁ ବୁଲେଇଲେ ଯେ ଯାହା ଦ୍ୱାରା ଟ୍ରକ ରେ ପିଟିବା ସହ ସେହି ଯୁବକ ଙ୍କ ସହ ବି ଧକା କରିଲେ ହେଲେ ଭଗବାନ ଙ୍କ ଦୟା ରୁ କାହାର କିଛି ହେଇନଥିଲା । ଆଉ ଏକ ଭିଡ଼ିଓ ରେ ଦୁଇ ଜଣ ଯୁବତୀ ନିଜ ଭୁଲ ରୁ ଅନ୍ୟ ଏକ ଗାଡ଼ିରେ ନିଜ ସ୍କୁଟି କୁ ପିଟି ଦେଇଥିଲେ ହେଲେ ଅନ୍ୟ ମାନଙ୍କ ଉପରେ ରାଗିଥିଲେ । ନିଜର ଭୁଲ ଥାଇ ମଧ୍ୟ ସେ ମାନିବାକୁ ରାଜି ନଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।