ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚିନ୍ତାରେ ନବୀନ ଶୁଣିଲେନି ବବିଙ୍କ କଥା । ତେବେ କଣ ରହିଛି ଘଟଣା ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜରେ ସବୁଠୁ ଶକ୍ତିଶାଳୀ ହେଉଛି ରାଜନୀତି । ରାଜନୀତି ରେ ଯାହା ପାଖରେ ପାୱାର ଅଛି ସେ ନିଜକୁ ରାଜା ବୋଲି ମନେ କରେ । ଦେଶ ରାଜ୍ୟର ସମସ୍ତ ଶାସନ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତି । ସମାଜରେ ଅଧିକାଂଶ କାର୍ଯ୍ୟ ରାଜନୈତିକ ଚାପ ରେ ଚାପାୟିତ ହୋଇଯାଏ । ଯାହାଦ୍ଵାରା ସାଧାରଣ ଜନତା ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ତେବେ କଂଗ୍ରେସ , ବିଜେପି , ବିଜେଡି ବ୍ୟତୀତ ଆହୁରି ଅନେକ ଦଳ ଅଛନ୍ତି ଯେଉଁମାନେ ମାନେ ଦେଶ ରାଜ୍ୟକୁ ଶାସନ କରୁଥିବାର ଶୁଣିଆସୁଛୁ ।
ହେଲେ ଏମାନଙ୍କ ମଧ୍ୟରୁ ସର୍ବପୁରାତନ ରାଜନୈତିକ ଦଳ ହେଉଛି କଂଗ୍ରେସ । ଯାହାକି ଇଂରେଜ ଶାସନ କାଳରୁ ଏହି କଂଗ୍ରେସ ରାଜନୈତିକ ଦଳ ଦେଖିଆସୁଛୁ । ଆଜିର ଦୁନିଆରେ ଆପଣ ମାନେ ପ୍ରାୟତଃ ସମସ୍ତେ ରାଜନୀତି ପ୍ରତି ଅବଗତ ଥିବେ । ରାଜନୀତି ଭାର ସମ୍ଭାଳିବାକୁ ହେଲେ ମଣିଷକୁ ସେତିକି କାର୍ଯ୍ୟକ୍ଷମ ହେବାକୁ ପଡିବ । ରାଜନୀତି କ୍ଷେତ୍ରରେ ମଣିଷ କାନ୍ଧରେ ବନ୍ଧୁକ ରଖି ସମସ୍ତ କାର୍ଯ୍ୟ କରାଯାଇଥାଏ । ଯାହାକି ସମାଜ ପାଇଁ ଅନ୍ୟାୟ ଅଟେ ।
ପ୍ରାର୍ଥୀପତ୍ର ପ୍ରତ୍ୟାହାର ର ଶେଷ ଦିନ ରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ବବି ଦାସ ଙ୍କ ଘଣ୍ଟା ଘଣ୍ଟା ଧରି କସରତ କରିଥିଲେ । ଅସନ୍ତୁଷ୍ଟ ବିଜେଡ଼ି ପ୍ରାର୍ଥୀ ଙ୍କୁ ଡାକି ମନାଇବା ପାଇଁ ଆଲୋଚନା କରିଥିଲେ । କିଏ ଶୁଣିଲା ତ ଆଉ କିଏ କହିଲା ଲଢ଼ିବି ତୁମ ଦଳ ସହ । ପୁଣି କିଏ କାନ୍ଦି କାନ୍ଦି ଗଲା ତ କିଏ ପୁଣି ଛାତି ଫୁଲାଇ ଗଲା । ଭୁବନେଶ୍ୱର ର ୧୬ ନୋଂ ୱାର୍ଡ ର ବିଜେଡ଼ି ଅସନ୍ତୁଷ୍ଟ ସ୍ଵାଧୀନ ପ୍ରାର୍ଥୀ ପ୍ରଶାନ୍ତ ସ୍ୱାଇଁ ।
ତାଙ୍କୁ ନାମାଙ୍କନ ପ୍ରତ୍ୟାହାର କୁହା ଯିବା ପରେ ସେ କାନ୍ଦି ପକାଇ ଥିଲେ । ଶେଷ ରେ ଲଢେଇ ରୁ ଓହରିଯିବା କଥା କହିଥିଲେ ।ପ ପ୍ରଣବ ପ୍ରକାଶ ଦାସ , ପ୍ରଣବ ବଳବନ୍ତ ରାଏ , ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ଏହି ଚାରି ଜଣ ଘଣ୍ଟା ଘଣ୍ଟା ଧରି ଆଲୋଚନା କରି ଅସନ୍ତୁଷ୍ଟ ପ୍ରାର୍ଥୀ ଙ୍କୁ ବୁଝାଇ ଥିଲେ । ମାତ୍ର ୪୬ ନୋ ଓ ୩୫ ନଂ ୱାର୍ଡ ରୁ ସ୍ଵାଧୀନ ଭାବେ ଲଢ଼ିବେ ବୋଲି ପ୍ରାର୍ଥୀ ସଫା ସଫା କହିଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।